ସମ୍ବଲପୁର

ଆଗେଇ ପାରୁନି ଟାଉନ ହଲ୍‌ ନିର୍ମାଣ କାମ

ଆଗେଇ ପାରୁନି ଟାଉନ ହଲ୍‌ ନିର୍ମାଣ କାମ
ରେଢାଖୋଲ, ୨୩।୧୨(ସ୍ବ.ପ୍ର.)-ସମ୍ବଲପୁର ଜିଲା ରେଢାଖୋଲରେ ଟାଉନ ହଲ୍‌ର ନୂଆ କୋଠା ନିର୍ମାଣ ହେବ। ଏଥିପାଇଁ ୨୦୧୧ ଅଗଷ୍ଟ ୧୦ ତାରିଖରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶିଳାନ୍ୟାସ କରିଥିଲେ। ହେଲେ ଏବେ ପ୍ରଶାସନ ନା ସ୍ଥାନୀୟ ବିଧାୟକ କାହାରି ମଧ୍ୟ ଦୃଷ୍ଟି ପଡୁନାହିଁ ଏହି ଅର୍ଦ୍ଧ ନିର୍ମିତ ଟାଉନ ହଲର ନୂଆ କୋଠା ଉପରେ। ଏ ବିଷୟରେ ଏନଏସି କାର୍ଯ୍ୟନିର୍ବହୀ ଅଧିକାରୀ ପ୍ରକାଶ ନାରାୟଣ ଶର୍ମା କୁହନ୍ତି ଯେ ସେ ଠିକାଦାରଙ୍କୁ ଚିଠି ଦେଇଥିଲେ ବି କୌଣସି ଉତ୍ତର ମିଳି ନାହିଁ। ଯଦି ସେ କାମ ନ କରନ୍ତ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
All Right Reserved By

ସମ୍ବଲପୁର

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। 

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ

ବଲାଙ୍ଗୀର ଅଫିସ, ୧୬।୧୦: ସ୍ବତନ୍ତ୍ର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି, ମେଢ଼, ତୋରଣ ଓ ସାଜସଜ୍ଜା ପାଇଁ ସହରରେ ବେଶ୍‌ ଚର୍ଚ୍ଚିତ ଜଗନ୍ନାଥପଡ଼ା ସାର୍ବଜନୀନ ଦୁର୍ଗାପୂଜା ୨୮ବର୍ଷରେ ପଦାର୍ପଣ କରିଛି।

କେନ୍ଦ୍ର, ରାଜ୍ୟ ସରକାରଙ୍କ ଲୋକମାରଣ ନୀତିର ପ୍ରତିବାଦ

କେନ୍ଦ୍ର, ରାଜ୍ୟ ସରକାରଙ୍କ ଲୋକମାରଣ ନୀତିର ପ୍ରତିବାଦ

ଭବାନୀପାଟଣା,୧୬।୧୦ (ଡି.ଏନ.ଏ.): କଳାହାଣ୍ଡି ଜିଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକ ମାରଣ ନୀତି ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ବର୍ଷେ ହେଲା ବିଛଣାରେ ବୁଟି

ବର୍ଷେ ହେଲା ବିଛଣାରେ ବୁଟି

ଜୁନାଗଡ,୧୬।୧୦(ଡି.ଏନ.ଏ.): ଗତ ବର୍ଷେ ହେଲା ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ଗ୍ରାମର ବୁଟି ବେମାଲ (୫୨)।

ବଡ଼ଯାଆଙ୍କ ହତ୍ୟା ଷଡ଼ଯନ୍ତ୍ର  ରଚିଥିଲେ ସାନ ଯାଆ

ବଡ଼ଯାଆଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସାନ ଯାଆ

ଜୁନାଗଡ,୧୬।୧୦ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ମାଟିଗାଁ ପଞ୍ଚାୟତ ପ୍ରଗତିନଗରଠାରେ ଗତ ଫେବୃୟାରୀ ୧୮ ତାରିଖ ସନ୍ଧ୍ୟା ୮ଟାରେ ରାସ୍ତା କଡରେ ଏକ ଘରେ ଏକୁଟିଆ ଥିବା ମହିଳାଙ୍କୁ ହତ୍ୟା ଘଟଣାର ଦୀର୍ଘ ୮ ମାସ ପରେ ପର୍ଦ୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ ପୋଲିସ।