ଜାତୀୟ |

ପୁଣି ଚର୍ଚ୍ଚାରେ ଅସାଦୁଦ୍ଦିନ

ପୁଣି ଚର୍ଚ୍ଚାରେ ଅସାଦୁଦ୍ଦିନ
ହାଇଦ୍ରାବାଦ,୨୩।୧୨: ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଲ ଇଣ୍ଡିଆ ମଜଲିସ୍‌ ଇନ୍ତେହାଦୁଲ ମୁସଲିମ (ଏଆଇଏମ୍‌ଆଇଏମ୍‌)ର ମୁଖ୍ୟ ଅସାଉଦ୍ଦିନ ଓଓ୍ବାସି ପୁଣି ଏକ ବଡ ବୟାନ ଦେଇଛନ୍ତି। ଆମେ ଯେତେବେଳେ ସବୁଜ ପିନ୍ଧିବୁ ସେତେବେଳେ ସବୁକୁ ସବୁଜ କରିଦେବୁ ବୋଲି ସେ କହିଛନ୍ତି। ଏକଥା ସେ ଉଭୟ ଭାଜପା ଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି। ହାଇଦ୍ରାବାଦରେ ଏକ ସଭାରେ ଉଦ୍‌ବୋଧନ ଦେବା ଅବସରରେ ସେ କହିଛନ୍ତି, ଆମର ସବୁଜ ରଙ୍ଗ ଆଗରେ ନା ମୋଦି ନା କଂଗ୍ରେସ କେହି ତିଷ୍ଠି ପାରିବେନି।
All Right Reserved By

ଜାତୀୟ |

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଜୟପୁର,୧୪।୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହେଲଟଙ୍କ ନାମ ଘୋଷଣା କରିବା ପରେ ରାଜ୍ୟରେ ଦେଖାଦେଇଛି ଉତ୍ସବର ମାହୋଲ।

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ। ଏହି ଦୌଡରେ ଥିବା ସଚିନ ପାଇଲଟଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। 

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

ହାଇଦ୍ରାବାଦ,୧୪।୧୨: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ କେ ଚନ୍ଦ୍ରଶେଖର ରାଓ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସେ ତାଙ୍କ ପୁଅ କେଟି ରାମା ରାଓଙ୍କୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଭିଶାଖାପାଟନମ୍‌,୧୪।୧୨: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନିଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ଆସନ୍ତା ୧୫ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ ବୋଲି କହିଛି ଭିଶାଖାପାଟନମ୍‌ର ସାଇକ୍ଲୋନ୍‌ ଓ୍ବାର୍ଣ୍ଣିଂ ସେଣ୍ଟର। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ନଏଡା,୧୪।୧୨: ଉତ୍ତର ପ୍ରଦେଶ ନଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ରାଧିକା କୌଶିକ ନାମକ ଜଣେ ମହିଳା ସାମ୍ବାଦପାଠିକା ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ଆପାର୍ଟମେଣ୍ଟର ୪ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୋମବାର କମଳ ନାଥ ସ୍ଥାନୀୟ ଲାଲ ପରେଡ଼ ପଡ଼ିଆରେ ଅପରାହ୍ନ ୧ଟା ୩୦ରେ ଶପଥ ନେବେ। 

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ ଡିଲ୍‌କୁ ନେଇ କୌଣସି ଅନିୟମିତତା କରାଯାଇ ନ ଥିବା ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏ ସମ୍ପର୍କିତ ପିଟିସନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଛି। 

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ୍‌ ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ ଦେବା ସହିତ ଏସମ୍ପକିତ ପିଟିସନ୍‌କୁ ଖାରଜ କରିଛନ୍ତି।

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୪।୧୨: ପାକିସ୍ତାନରେ ଦୀର୍ଘ ୬ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗୁଛନ୍ତି ହମିଦ୍‌ ଅନସାରୀ। ୩୩ ବର୍ଷ ବୟସ୍କ ଅନସାରୀ ଏବେ ପେଶାଓ୍ବର ଜେଲରେ ଅଛନ୍ତି।

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୪ ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବରରେ ଜନ୍ମ ଗ୍ରହଣ କରିଥିଲେ। 

 ହୈଦର ଫିଲ୍ମର ଶିଶୁ କଳାକାର ପାଲଟିଥିଲେ ଆତଙ୍କବାଦୀ

ହୈଦର ଫିଲ୍ମର ଶିଶୁ କଳାକାର ପାଲଟିଥିଲେ ଆତଙ୍କବାଦୀ

ଶ୍ରୀନଗର,୧୪।୧୨: ଜମ୍ମୁ-କଶ୍ମୀର ବନ୍ଦିପୋରା ହାଜିନ୍‌ରେ ୫ ବର୍ଷ ତଳେ ଶାହିଦ୍‌ କପୁରଙ୍କ ଫିଲ୍ମ ହୈଦରରେ ଅଭିନୟ କରିଥିବା ଶିଶୁ କଳାକାର ସାକିବ୍‌ ବେଲାଲ ପରବର୍ତ୍ତୀ ସମୟରେ ପାଲଟିଥିଲେ ଆତଙ୍କବାଦୀ।