ଜାତୀୟ |

ଭାଜପାକୁ ଟାର୍ଗେଟ କଲା ଶିବସେନା

ଭାଜପାକୁ ଟାର୍ଗେଟ କଲା ଶିବସେନା
ମହାରାଷ୍ଟ୍ର,୨୩।୧୨: ସ୍ପେଶାଲ ସିବିଆଇ କୋର୍ଟ ୨ଜି ସ୍ପେକ୍ଟ୍ରମ ମାମଲାରେ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପରେ ଶିବସେନା ଏବେ ଦୋଷ ଲଗାଇଛି ଏନ୍‌ଡିଏ ସରକାର ଉପରେ। ଶିବସେନା ତା’ର ସମ୍ପାଦକୀୟ ମୁଖପାତ୍ର ‘ସାମନା’ରେ ଉଲ୍ଲେଖ କରିଛି ଯଦି କୌଣସି ଘୋଟାଲା ହୋଇ ନାହିଁ ତେବେ କାହିଁକି ଦୀର୍ଘଦିନ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଜେଲରେ ରଖାଯାଇଥିଲା। ପୁଣି ଯଦି ଘୋଟାଲା ହୋଇଛି ତେବେ ଅଭିଯୁକ୍ତମାନେ କିପରି ନିର୍ଦ୍ଦୋଷ ହେଲେ। ଆହୁରି ମଧ୍ୟ ଉପା ସରକାର ସମୟରେ ହୋଇଥିବା ଏହି ୨ଜି ଘୋଟାଲା ମାମଲାକୁ ମୁଖ୍ୟ ପ୍ରସଙ୍ଗ କରି ଭାଜପା ନିର୍ବାଚନ ଜିତିଥିଲା। ଏବେ ସମସ୍ତ ଅଭିଯୁକ୍ତ କେମିତି ନିର୍ଦ୍ଦୋଷ ହେଲେ ତା’ର ଉତ୍ତର ଭାଜପା ଦେବା ଉଚିତ ବୋଲି ଭାଜପାକୁ ଟାର୍ଗେଟ କରି କହିଛି ଶିବସେନା।
All Right Reserved By

ଜାତୀୟ |

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତା,୨୦-୧(ପି.ଟି.):ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିରରେ ସଜବାଜ ଆରମ୍ଭ ହେଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରି ଶାସନ ଡୋରି ଧରିବାକୁ ବିରୋଧୀ ଦଳଗୁଡ଼ିକ  ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ।

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ମୁମ୍ବାଇ, ୧୯।୧: ଲୋକପାଳ ନିଯୁକ୍ତି ଦାବିରେ ପୁଣି ଅନଶନରେ ବସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। 

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ସୁରତ, ୧୯।୧: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଆର୍ମଡ ସିଷ୍ଟମ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଭିଏମ୍‌ ହେଉଛି ଏକ ଚୋର ମେସିନ: ଫାରୁକ ଅବଦୁୁଲା

ଇଭିଏମ୍‌ ହେଉଛି ଏକ ଚୋର ମେସିନ: ଫାରୁକ ଅବଦୁୁଲା

କୋଲକତା, ୧୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମେଗା ରାଲିରେ ଭାଗ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ଦଳର ନେତା ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁୁଲା। 

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

ନୂଆଦିଲ୍ଲୀ, ୧୯।୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇଛି କର୍ନି ସେନା। ‘ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସି’ ଫିଲ୍ମ ବିରୋଧରେ ହେଉଥିବା ପ୍ରଦର୍ଶନରେ କର୍ନି ସେନା ସାମିଲ ହେବ ନାହିଁ ବୋଲି ଜଣାପଡିଛି।

ଜିମ୍‌ରେ ଗଲା ଜୀବନ

ଜିମ୍‌ରେ ଗଲା ଜୀବନ

ମୁମ୍ବାଇ, ୧୯।୧: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଯୁବକ ଜିମ୍‌ କରୁ କରୁ ଟଳି ପଡିଛନ୍ତି। ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ଅନୁମାନ କରାଯାଉଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ଉପସ୍ଥାପନ କରିବେ ଶେଷ ବଜେଟ

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ଉପସ୍ଥାପନ କରିବେ ଶେଷ ବଜେଟ

ନୂଆଦିଲ୍ଲୀ, ୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ଏହାପରେ ସଂସଦରେ ଶେଷ ବଜେଟ କିଏ ଉପସ୍ଥାପନ କରିବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଗଣତନ୍ତ୍ର ଦିବସ ପୂର୍ବରୁ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ: ୩ ସାର୍ପସୁଟର ଗିରଫ

ଗଣତନ୍ତ୍ର ଦିବସ ପୂର୍ବରୁ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ: ୩ ସାର୍ପସୁଟର ଗିରଫ

ନୂଆଦିଲ୍ଲୀ, ୧୯।୧: ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ୍‌(ଏନଡିଆର) ଆଇଏସଆଇ ସହ ଜଡିତ ୩ ଜଣ ସାର୍ପସୁଟରଙ୍କୁ ଗିରଫ କରିଛି। 

ମା’ଙ୍କୁ ଭେଟିଲେ ମୋଦି

ମା’ଙ୍କୁ ଭେଟିଲେ ମୋଦି

ଗାନ୍ଧୀନଗର, ୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ଶନିବାର ଗାନ୍ଧୀନଗରରେ ମା’ ହୀରା ବେନ୍‌ଙ୍କୁ ଭେଟିଛନ୍ତି ମୋଦି। 

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

ନୂଆଦିଲ୍ଲୀ, ୧୯।୧: ଦେଶରେ ଏବେ ସ୍ବାଇନ ଫ୍ଲୁ ବେକାବୁ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଗତ ୧୩ ଦିନ ଭିତରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ(ଏଚ୧ଏନ୧) ଭୂତାଣୁ ଥିବା ଜଣାପଡିଛି।

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ବାରାଣସୀ,୧୯।୧: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ। ମୁଖ୍ୟ ଆସନକୁ ନେଇ ଦଳୀୟ ପ୍ରାର୍ଥୀମାନେ ହେଲେଣି ଆଶାବାଦୀ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀରୁ କିଏ ତାଙ୍କ ବିପକ୍ଷରେ ଲଢିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା।

ଗର୍ଜିଲେ ବିରୋଧୀ

ଗର୍ଜିଲେ ବିରୋଧୀ

କୋଲକାତା,୧୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଶନିବାର କୋଲକାତାରେ ଆରମ୍ଭ ହୋଇଛି ବିରୋଧୀଙ୍କ ମହାମେଣ୍ଟ। ଏଥିରେ ପ୍ରାୟ ୨୦ଟି ବିରୋଧୀ ଦଳର ଟାଣୁଆ ନେତାମାନେ ଯୋଗ ଦେଇଛନ୍ତି।