ଜାତୀୟ |

ତେଜପାଲ୍‌ଙ୍କ ଜାମିନ ନାମଞ୍ଜୁର

ତେଜପାଲ୍‌ଙ୍କ ଜାମିନ ନାମଞ୍ଜୁର

ବମ୍ବେ,୨୦।୧୨: ବମ୍ବେ ହାଇକୋର୍ଟ ତରୁଣ ତେଜପାଲ୍‌ଙ୍କ ଜାମିନ ବୁଧବାର ନାମଞ୍ଜୁର କରିଛନ୍ତି। ତାଙ୍କ ବିରୋଧରେ ବଳାତ୍କାର ମାମଲା ଏବେ ବିଚାରାଧୀନ ରହିଛି। ୨୦୧୩ରେ ଗୋଆରେ ଜଣେ ସହକର୍ମୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା।

All Right Reserved By

Model This Week

ନିକିତା

ଜାତୀୟ |

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଭାଜପା ଛାଡିଲେ ୟଶଓ୍ବନ୍ତ

ଭାଜପା ଛାଡିଲେ ୟଶଓ୍ବନ୍ତ

ନୂଆଦିଲ୍ଲୀ,୨୧।୪: ଭାଜପାର ବରିଷ୍ଠ ନେତା ତଥା ଏନ୍‌ଡିଏ ସରକାରଙ୍କ ସମୟରେ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ୟଶଓ୍ବନ୍ତ ସିହ୍ନା ଭାଜପା ଛାଡିଥିବା ଶନିବାର ଘୋଷଣା କରିଛନ୍ତି।

ଶିଶୁ ବଳାତ୍କାରୀଙ୍କୁ ଫାଶୀ

ଶିଶୁ ବଳାତ୍କାରୀଙ୍କୁ ଫାଶୀ

ନୂଆଦିଲ୍ଲୀ,୨୧।୪: ନାବାଳିକା ଅର୍ଥାତ୍‌ ୧୨ ବର୍ଷ ବୟସ ପର୍ଯ୍ୟନ୍ତ କନ୍ୟା ସନ୍ତାନଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ସରକାର ଏଥିପାଇଁ ଅଧ୍ୟାଦେଶ ଜାରି କରିବେ।

ସୁରଟ ବଳାତ୍କାର ମାମଲା: ଅଭିଯୁକ୍ତ ଗିରଫ

ସୁରଟ ବଳାତ୍କାର ମାମଲା: ଅଭିଯୁକ୍ତ ଗିରଫ

ଅହମ୍ମଦାବାଦ,୨୧।୪: ସୁରଟ ବଳାତ୍କାର ଓ ହତ୍ୟା ମାମଲାରେ ଶନିବାର ଜଣେ ଅଭିଯୁକ୍ତଙ୍କୁ ଅହମ୍ମଦାବାଦରୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ସୁରଟର ବେସ୍ତାନ ଅଞ୍ଚଳରେ ଥିବା ଏକ ଖେଳ ପଡିଆ ନିକଟରୁ ଏପ୍ରିଲ ୬ରେ ଜଣେ ୯ରୁ ୧୧ ବର୍ଷ ବୟସର ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣି ପୂର୍ବରୁ ସୁରକ୍ଷା କଡାକଡି

ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣି ପୂର୍ବରୁ ସୁରକ୍ଷା କଡାକଡି

ଯୋଧପୁର,୨୧।୪: ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଆଶାରାମ ବାପୁ ବଳାତ୍କାର ମାମଲାର ଶୁଣାଣିକୁ ନେଇ କୌଣସି ଅପ୍ରୀତିକର ପିରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିବା କଥା ଯୋଧପୁର ପୋଲିସ ଶୁକ୍ରବାର ସୂଚନା ଦେଇଛି।

ବିଜୁଳି ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବିଜୁଳି ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ସମ୍ଭାଲ,୨୧।୪: ଉତ୍ତର ପ୍ରଦେଶର କେରଲା ଗାଁ ଏବେବି ରହିଛି ଅନ୍ଧକାର ଭିତରେ। ସୂର୍ଯ୍ୟ ଅସ୍ତ ହେଲେ ଏଠି ସବୁଆଡେ ଅନ୍ଧାର। ପ୍ରାୟ ୧୦ ବର୍ଷ ହେବ ଏଠାରେ ଇଲେକ୍ଟ୍ରିକ୍‌ ପୋଲ୍‌ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନ ଥିବାରୁ ଗ୍ରାମବାସୀ ବିଜୁଳି ଆଲୋକ ଦେଖିବା ଆଶା ଛାଡି ଦେଇଛନ୍ତି।

ସ୍ଥଗିତ ହେଲା ଅବୁ ସଲେମଙ୍କ ବିବାହ

ସ୍ଥଗିତ ହେଲା ଅବୁ ସଲେମଙ୍କ ବିବାହ

ବମ୍ବେ,୨୧।୪: ନଭି ମୁମ୍ବାଇ କମିଶନର ଶନିବାର ୧୯୯୩ ବମ୍ବେ ବିସ୍ଫୋରଣର ଅଭିଯୁକ୍ତ ଅବୁ ସଲେମଙ୍କ ପାରୋଲ ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ସାୟଦ ବାହାର କୌଶରଙ୍କୁ ଦ୍ୱିତୀୟ ବିବାହ କରିବାକୁ ସଲେମ ୪୫ ଦିନର ପାରୋଲ ଆବେଦନ କରିଥିଲେ।

ନିଜକୁ ସମ୍ଭାଳି ପାରିଲାନି ପୋଲିସ

ନିଜକୁ ସମ୍ଭାଳି ପାରିଲାନି ପୋଲିସ

ଇନ୍ଦୋର,୨୧।୪: ଗୋଟିଏ ପଟେ କଠୁଆ ଓ ଉନ୍ନାଓ ବଳାତ୍କାର ଘଟଣାକୁ ନେଇ ଦେଶରେ ରାଜନୀତି, ବିରୋଧ, ଆକ୍ରୋଶ ଥମି ନ ଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଥିବା ଘଟଣା ପୁଣି ଥରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପିଜା ମାଗିବାରୁ ନିଲମ୍ବିତ ହେଲେ ସବ୍‌ ଇନ୍ସପେକ୍ଟର

ପିଜା ମାଗିବାରୁ ନିଲମ୍ବିତ ହେଲେ ସବ୍‌ ଇନ୍ସପେକ୍ଟର

ଲକ୍ଷ୍ନୌ,୨୧।୪: ମହଙ୍ଗା ପଡିଲା ପିଜା ମାଗିବା। ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ରେଷ୍ଟୁରାଣ୍ଟ ମାଲିକ ଥାନାକୁ ଏଫ୍‌ଆଇଆର୍‌ ଦେବାକୁ ଆସିଥିବା ବେଳେ ସେଠାରେ ଥିବା ଜଣେ ମହିଳା ସବ୍‌ ଇନ୍ସପେକ୍ଟର ତାଙ୍କୁ ପିଜା ମାଗିବା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ସବ୍‌ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି।

ସୁକ୍‌ମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ

ସୁକ୍‌ମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ

ଛତିଶଗଡ଼,୨୧।୪: ଛତିଶଗଡ଼ ସୁକ୍‌ମା ଜିଲାରେ ସେଣ୍ଟାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ ନକ୍ସଲଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି।

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ନୂଆଦିଲ୍ଳୀ, ୨୧-୪(ପି.ଟି) :କଳାଟଙ୍କା ଏବଂ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ୨୦୧୬ ନଭେମ୍ବର ୮ରେ ରାତି ଅଧିଆ ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ଏହା ଦ୍ୱାରା କଳାଟଙ୍କାଗୁଡିକ ଆର୍ଥିକ ବ୍ୟବସ୍ଥାକୁ ଫେରିଆସିବ ଏବଂ ଏହା ଉପରେ ରୋକ୍‌ ଲାଗିବ ବୋଲି ଉକ୍ତ ସମୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବରେ ଏହା ସେପରି ହେଲା ନାହିଁ। ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ବଜାର ଉପରେ ବିମୁଦ୍ରୀକରଣର ପ୍ରଭାବ ପଡିଥିଲା। ଭାରତର ଅଭିବୃଦ୍ଧି ପ୍ରଭାବିତ ହେବା ସହ ମାନୁଫ୍ୟାକ୍‌ଚରିଂ କାରବାର ଏକ ପ୍ରକାର ଧିମା ହୋଇଗଲା।