ଜାତୀୟ |

ଘନକୁହୁଡ଼ି ଯୋଗୁ ୧୦ ଗାଡି ଦୁର୍ଘଟଣାଗ୍ରସ୍ତ, ୨୪ ଗୁରୁତର ଆହତ

ଘନକୁହୁଡ଼ି ଯୋଗୁ ୧୦ ଗାଡି ଦୁର୍ଘଟଣାଗ୍ରସ୍ତ, ୨୪ ଗୁରୁତର ଆହତ
ଲକ୍ଷ୍ନୌ, ୧୯।୧୨: ୟୁପିର ଉନ୍ନାବ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ବେରେ ଘନକୁହୁଡ଼ି କାରଣରୁ ୧୦ଟି ଗାଡି ନିଜ ନିଜ ସହ ଧକ୍କା ହୋଇଥିଲା। ଏଥିରେ ୨୪ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବାଙ୍ଗରମଉ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉପସ୍ଥିତ ଲୋକେ ପୋଲିସ ସହାୟତାରେ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷେ ଅନେକ ସମୟ ଧରି ଗାଡିମୋଟର ଜାମ ହୋଇଥିଲା। ପ୍ରକାଶ ଯେ, ଗତ ଦୁଇ ତିନିଦିନ ଧରି ୟୁପି ସମେତ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ଅନେକ ସହରରେ ସକାଳୁ ଘନକୁହୁଡ଼ି ମଧ୍ୟ ଦେଖାଯାଉଛି।
All Right Reserved By

ଜାତୀୟ |

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପାଟନା,୨୫।୯: ବିହାରରେ ଆୟୋଜିତ ଏକ ପିତୃପକ୍ଷ ମେଳାରେ ଉଦ୍‌ବୋଧନ ଦେବା ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ହାତ ଯୋଡିଲେ ଅପରାଧ ହେବନାହିଁ।

ଧନ ଲୋଭରେ ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ

ଧନ ଲୋଭରେ ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ

ପୁଡୁଚେରୀ,୨୫।୯: ପୁଡୁଚେରୀରେ ଧନ ଲୋଭରେ ଜଣେ ବ୍ୟକ୍ତି  ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଇଛନ୍ତି। ତାନ୍ତ୍ରିକ କଥା ଅନୁସାରେ ସେ ଏପରି କରିଥିବା କହିଛନ୍ତି। 

ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ମାମଲା ପରିଚାଳନା କରିପାରିବେ: ସର୍ବୋଚ୍ଚ ଅଦାଲତ

ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ମାମଲା ପରିଚାଳନା କରିପାରିବେ: ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ,୨୫।୯: ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ କୌଣସି ମାମଲା ପରିଚାଳନା କରିପାରିବେ ନା ନାହିଁ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଦେଇଛନ୍ତି ସବୁଜ ସଙ୍କେତ। ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, ଜନ ପ୍ରତିନିଧି ସରକାରୀ ଚାକିରି କରି ନାହାନ୍ତି।

ମଧ୍ୟପ୍ରଦେଶରେ ଭାଜପା ଫୁଙ୍କିଲା ନିର୍ବାଚନୀ ବିଗୁଲ୍‌

ମଧ୍ୟପ୍ରଦେଶରେ ଭାଜପା ଫୁଙ୍କିଲା ନିର୍ବାଚନୀ ବିଗୁଲ୍‌

ଭୋପାଳ,୨୫।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଫୁଙ୍କିଛି ନିର୍ବାଚନୀ ବିଗୁଲ୍‌। ମଙ୍ଗଳବାର ଭୋପାଳରେ ଆୟୋଜିତ ଭାଜପା ମହାକୁମ୍ଭରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। 

୧୫୮୧ ନେତାଙ୍କ ବିରୋଧରେ ଅପରାଧୀକ ମାମଲା

୧୫୮୧ ନେତାଙ୍କ ବିରୋଧରେ ଅପରାଧୀକ ମାମଲା

ନୂଆଦିଲ୍ଲୀ,୨୫।୯: ଦେଶର ୧୫୮୧ ନେତାଙ୍କ ବିରୋଧରେ ରହିଛି ଅପରାଧୀକ ମାମଲା। ସେମାନଙ୍କ ମଧ୍ୟରେ ୯୮ ଏମ୍‌ପି ଅଛନ୍ତି। ସେହିପରି ୩୫ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା, ଅପହରଣ ପରି ଗୁରୁତର ମାମଲା ରହିଛି।  

ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଚିନ୍ତିତ ଭାରତୀୟ ଯୁବବର୍ଗ

ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଚିନ୍ତିତ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୫।୯: ଭାରତୀୟ ଯୁବବର୍ଗ ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଅଧିକ ଚିନ୍ତିତ। ଗୋଲକିପର ଗ୍ଳୋବାଲ୍‌ ୟୁଥ୍‌ ପୁଲ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଯୁବବର୍ଗଙ୍କର ଦେଶର ଶାସନବ୍ୟବସ୍ଥା ତଥା ସରକାରଙ୍କ ଉପରେ ଭରସା ଥିବାବେଳେ ୫୫ ପ୍ରତିଶତ ରାଜନୀତିରେ ରୁଚି ରଖନ୍ତି।

୫ଦିନରେ ୬ ଗୁରୁତ୍ୱପୂର୍ଣ୍ଣ ମାମଲା: ରାୟ ଦେବେ ପ୍ରଧାନ ବିଚାରପତି

୫ଦିନରେ ୬ ଗୁରୁତ୍ୱପୂର୍ଣ୍ଣ ମାମଲା: ରାୟ ଦେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୫।୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ନେବେ।  ସେପ୍ଟେମ୍ବର ୩୦ ତାରିଖ ଏବଂ ଅକ୍ଟୋବର ୨ ଛୁଟି ଦିବସ ହୋଇଥିବାରୁ ପ୍ରଧାନ ବିଚାରପତିଙ୍କ ହାତରେ ରହିଛି ଆଉ ୫ ଦିନ।

କାଉଙ୍କ ପାଇଁ ତିଆରି ହେଲା ପାର୍କ

କାଉଙ୍କ ପାଇଁ ତିଆରି ହେଲା ପାର୍କ

ଭିଦିଶା,୨୫।୯: ଦିନକୁ ଦିନ ଜୀବଜନ୍ତୁଙ୍କ ସଂଖ୍ୟା କମ୍‌ ହୋଇ ଯାଉଥିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି କାଉ ବଂଶ ରକ୍ଷା କରିବାକୁ ଯାଇ ମଧ୍ୟ ପ୍ରଦେଶର ଭିଦିଶାରେ ଖୋଲିଛି ଏକ କାଉ ପାର୍କ।

 ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗ: ସଂସଦ ଏହାର ବିଚାର କରୁ କହିଲେ ସୁପ୍ରିମ୍‌କୋର୍ଟ

ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗ: ସଂସଦ ଏହାର ବିଚାର କରୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୯: ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଏହାର ବିଚାର ସଂସଦ କରିବା ଆବଶ୍ୟକ। ଏଭଳି ମାମଲାରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ଯେପରି ରାଜନୀତିକୁ ନ ଆସିବେ ସେଥିପ୍ରତି ସଂସଦ ଦୃଷ୍ଟି ଦେବା ନେଇ ସବୋର୍ଚ୍ଚ ଅଦାଲତ ରାୟ ଦେଇଛନ୍ତି। 

ଥରିଲା ଆସାମ, ମେଘାଳୟ ସମେତ ଉତ୍ତରପୂର୍ବ ରାଜ୍ୟ

ଥରିଲା ଆସାମ, ମେଘାଳୟ ସମେତ ଉତ୍ତରପୂର୍ବ ରାଜ୍ୟ

ନୂଆଦିଲ୍ଲୀ,୨୫।୯: ଆସାମ, ମେଘାଳୟ ସମେତ କେତେକ ଉତ୍ତରପୂର୍ବ ରାଜ୍ୟରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓ୍ବାଶ୍‌ରୁମ୍‌ ଭାବି ଉଡନ୍ତା ବିମାନର ମୁଖ୍ୟ ଗେଟ୍‌ ଖୋଲିବାକୁ ଚେଷ୍ଟା କଲେ ଯୁବକ

ଓ୍ବାଶ୍‌ରୁମ୍‌ ଭାବି ଉଡନ୍ତା ବିମାନର ମୁଖ୍ୟ ଗେଟ୍‌ ଖୋଲିବାକୁ ଚେଷ୍ଟା କଲେ ଯୁବକ

ପାଟନା,୨୫।୯: ବିମାନରେ ପ୍ରଥମ ଥର ଲାଗି ଯାତ୍ରା କରୁଥିବା ଜଣେ ଯୁବକଙ୍କ କାରନାମା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଯୁବକ ଜଣକ ୨୨ ତାରିଖରେ ଏ-୩୨୦ ବିମାନରେ ଯାତ୍ରା କରୁଥିଲେ।

ମୃତ୍ୟୁ କଲା ଅମର: ୩ ଜଣଙ୍କୁ ନୂଆ ଜୀବନ ଦେଲେ ସୌରଭ

ମୃତ୍ୟୁ କଲା ଅମର: ୩ ଜଣଙ୍କୁ ନୂଆ ଜୀବନ ଦେଲେ ସୌରଭ

ପାଟନା,୨୫।୯: ବିହାର ନାଳନ୍ଦାର ୧୯ ବର୍ଷ ବୟସ୍କ ସୌରଭ ପ୍ରତୀକଙ୍କୁ ମୃତ୍ୟୁ କରିଛି ଅମର। ତାଙ୍କୁ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷିତ କରିଥିଲେ। ତାଙ୍କ ପିତାମାତା ସୌରଭଙ୍କ ଅଙ୍ଗଦାନର ଅନୁମତି ଦେଇଥିଲେ।