ଜାତୀୟ |

ଭାରତୀୟ ସେନା ପାଖରେ ରହିଛି ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର

 ଭାରତୀୟ ସେନା ପାଖରେ ରହିଛି ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ସେନା ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରହିଛି। ଏସମ୍ପର୍କରେ ରାଜ୍ୟସଭାରେ ମଙ୍ଗଳବାର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମରେ ସୂଚିତ କରିଛନ୍ତି। ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସମ୍ପ୍ରତି ଭାରତୀୟ ସେନା ପକ୍ଷରୁ ଏନେଇ ୧୯ଟି ଚୁକ୍ତି ସ୍ବାକ୍ଷର କରିଥିବାବେଳେ ଏଥିପାଇଁ ୧୧,୭୩୯ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚିତ କରିଛନ୍ତି।

All Right Reserved By

ଜାତୀୟ |

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ପ୍ରକାଶ ପାଇଲା ଏମ୍ସ ଏମ୍‌ବିବିଏସ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮।୬: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ଏମ୍‌ବିବିଏସ୍‌-୨୦୧୮ରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି।

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ବାହା ହେବାକୁ କାହିଁକି ଅରାଜି ହେଲେ ପ୍ରେମିକା

ନୂଆଦିଲ୍ଲୀ,୧୮।୬: ରାଜଧାନୀ ଦିଲ୍ଲୀର ମୁଜାଫରପୁର ଅଞ୍ଚଳରେ ଜଣେ ପ୍ରେମିକ ବିବାହିତା ପ୍ରେମିକାଙ୍କୁ ବାହା ହେବାକୁ ଅସଫଳ ହେବାରୁ ତାଙ୍କ ଶିଶୁକୁ ଅପହରଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବଦଳିବ ଭାରତୀୟ ରେଳର ରଙ୍ଗ

ବଦଳିବ ଭାରତୀୟ ରେଳର ରଙ୍ଗ

ନୂଆଦିଲ୍ଲୀ,୧୮।୬: ଭାରତୀୟ ରେଳରେ ଥିବା ଗାଢ ନୀଳ ରଙ୍ଗ ଏବେ ଅତୀତ ହୋଇ ରହିଯିବ। କାରଣ ନୀଳ ରଙ୍ଗ ପରିବର୍ତ୍ତେ ଏବେ ସମସ୍ତ ମେଲ୍‌/ଏକ୍ସପ୍ରେସ ବଗିକୁ ଇସତ୍‌ ବାଦାମୀ ଓ ମାଟିଆ ରଙ୍ଗ କରାଯିବାର ଯୋଜନା ରହିଛି।

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ନୂଆଦିଲ୍ଲୀ,୧୮।୬: ନୂଆଦିଲ୍ଲୀ ବୁରାଇ ସନ୍ତ୍‌ ନଗର ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ଜଣାପଡିଛି।

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ସୂରଜକୁଣ୍ଡ,୧୮।୬: ହରିୟାଣା ସୂରଜକୁଣ୍ଡରେ ଜାରି ରହିଛି ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ। ମନ୍ତ୍ରୀମାନଙ୍କୁ ଏମ୍‌ପିମାନଙ୍କ କାର୍ଯ୍ୟ ସମୀକ୍ଷା ପାଇଁ ବୈଠକରେ ଦିଆଯାଇଛି ନିର୍ଦ୍ଦେଶ।

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ଭୋପାଳ,୧୮।୬: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି। ସ୍ଥାନୀୟ ଫତେପୁର ଓ୍ବାର୍ଡରେ ଏହି ଘଟିଥିବା ପୋଲିସ କହିଛି।

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଜମ୍ମୁ-କଶ୍ମୀରରେ ସୋମବାର ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଦକ୍ଷିଣ କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ବାଙ୍ଗାଲୋର,୧୮।୬: କର୍ନାଟକର ଶ୍ରୀରାମ ସେନାମୁଖ୍ୟ ପ୍ରମୋଦ ମୁତାଲିକ ଖବରଦାତା ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାକୁ କୁରୁର ମୃତ୍ୟୁ ସହ ତୁଳନା କରି ବିବାଦୀୟ ହୋଇ ପଡିଛିନ୍ତି।

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ନିଜାମାବାଦ,୧୮।୬: ଜମି ବିବାଦକୁ ନେଇ ତେଲେଙ୍ଗାନାରେ ଜଣେ ଟିଆର୍‌ଏସ୍‌ ନେତା ଜନୈକ ମହିଳାଙ୍କ ଛାତିକୁ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହୋଇଛି।

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ନୂଆଦିଲ୍ଲୀ,୧୮।୬: ଦେଶର କିଛି ଅଂଶରେ ଲୁ ପ୍ରବାହିତ ହେଉଥିବା ବେଳେ ଆଉ କିଛି ଅଂଶରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଆସାମରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଇମ୍ଫାଲ,୧୮।୬: ନାଗାଲାଣ୍ଡର ମନ୍‌ ଜିଲା ନିକଟ ମ୍ୟାନ୍‌ମାର ସୀମାରେ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ୍‌ ନାଗାଲାଣ୍ଡ(ଏନ୍‌ଏସ୍‌ସିଏନ୍‌ -କେ) ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍‌ର ୨ ଯବାନ ଶହୀଦ ହେବା ସହ ୪ ଜଣ ଆହତ ହୋଇଛନ୍ତି।

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ନୂଆଦିଲ୍ଲୀ,୧୮।୬: ଏବେ ମୌସୁମୀ ବାୟୁ ଉତ୍ତର ଓ ପୂର୍ବୋତ୍ତର ଭାରତ ମୁହାଁ ହୋଇଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ଉପୁଜିଛି।

Model This Week

ପ୍ରଭାତ