Dharitri News
ଜାତୀୟ |

ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ

ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ନୂଆଦିଲ୍ଲୀ,୧୮।୧୨: ସଂସଦର ଶୀତକାଳିନ ଅଧିବେସନର ସୋମବାର ଦ୍ୱିତୀୟ ଦିନ। ଏଥିରେ ଗୃହ ସରଗରମ ରହୁ ବା ନ ରହୁ ସମସ୍ତଙ୍କ ନଜର ରହିବ କିନ୍ତୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଉପରେ। ସୂଚନାଯୋଗ୍ୟ, ଡିସେମ୍ବର ୧୫ରେ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ୨ଦିନ ଅବକାଶ ପରେ ସୋମବାର ପୁଣି ଥରେ ବସିବାକୁ ଯାଉଛି।

Model This Week

ସୁରଶ୍ରୀ
Pilanka Dharitri

ଜାତୀୟ |

୧୬ ଭାରତୀୟ ଧୀବର ଗିରଫ

୧୬ ଭାରତୀୟ ଧୀବର ଗିରଫ

ରାମେଶ୍ୱରମ୍‌, ୧୬।୧: ଶ୍ରୀଲଙ୍କା ନୌସେନା ୧୬ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଶ୍ରୀଲଙ୍କା ନୌସେନା ସୂଚିତ କରିଛି।

କାକଚିଙ୍ଗରେ କର୍ଫ୍ୟୁ ଜାରି

କାକଚିଙ୍ଗରେ କର୍ଫ୍ୟୁ ଜାରି

ଇମ୍ଫାଲ,୧୬।୧: ମଣିପୁରର କାକଚିଙ୍ଗ ସହରରେ ସୋମବାର ସନ୍ଧ୍ୟାରେ ହିଂସା ପରେ କର୍ଫ୍ୟୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ରାତିରେ ଦୁଇଜଣ ବ୍ୟକ୍ତି ତାଙ୍କ ମୋଟରସାଇକେଲ ଗଡାଇ ଗଡାଇ ନେଉଥିବା ବେଳେ ପଛରୁ ଆସୁଥିବା

ଦେଶରେ ନାହାଁନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର: ରାଷ୍ଟ୍ରପତି

ଦେଶରେ ନାହାଁନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୬।୧: ଦେଶର ସମସ୍ତ ଲୋକଙ୍କ ପାଖରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପହଞ୍ଚିବା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାଁନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୂଚିତ କରିଛନ୍ତି।

ଡେରା ହିଂସା: ୧୨୬ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଡେରା ହିଂସା: ୧୨୬ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଚଣ୍ଡିଗଡ଼, ୧୬।୧: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ୍‌ଙ୍କ ଗିରଫ ପରେ ହୋଇଥିବା ହିଂସାରେ ୧୨୬, ୬୮, ୭୧, ୭୦୦ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ଯାତ୍ରୀଙ୍କୁ ଛାଡି ଉଡିଗଲା ଇଣ୍ଡିଗୋ

ଯାତ୍ରୀଙ୍କୁ ଛାଡି ଉଡିଗଲା ଇଣ୍ଡିଗୋ

ଗୋଆ,୧୬।୧: ଦୁଇଦିନ ତଳେ ଇନ୍ଦୋର ଯାତ୍ରୀଙ୍କୁ ନେଇ ନାଗପୁରରେ ପହଞ୍ଚି ଚର୍ଚ୍ଚାରେ ଥିବା ଇଣ୍ଡିଗୋ ଏୟାର ଲାଇନ୍ସ ଏବେ ପୁଣି ଆସିଛି ଚର୍ଚ୍ଚାକୁ। ସୋମବାର ୧୪ ଜଣ ଯାତ୍ରୀଙ୍କୁ ଗୋଆ ବିମାନ ବନ୍ଦରରେ ଛାଡି ହାଇଦ୍ରାବାଦ ଉଡି ଯାଇଥିଲା।

ନେପାଳରେ ଆରମ୍ଭ ହେଲା ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ

ନେପାଳରେ ଆରମ୍ଭ ହେଲା ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ

ନୁଓ୍ବାକୋଟ,୧୬।୧: ରାଜଧାନୀ କାଠମାଣ୍ଡୁଠାରୁ ୭୫ କିଲୋମିଟର ଦୂର ପାହାଡିଆ ଜିଲା ନୁଓ୍ବାକୋଟରେ ଆରମ୍ଭ ହୋଇଛି ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ। ଚନ୍ଦ୍ରଗଣନା ଅନୁଯାୟୀ, ବର୍ଷର ଦଶମ ମାସ ମାଘ ମାସରେ ଏହି ଉତ୍ସବ ଆୟୋଜନ କରାଯାଇଥାଏ।

ପଦ୍ମାବତ୍‌ ଗୀତକୁ ନେଇ ବିବାଦ

ପଦ୍ମାବତ୍‌ ଗୀତକୁ ନେଇ ବିବାଦ

ରତଲମ,୧୬।୧: ମଧ୍ୟପ୍ରଦେଶର ରତଲମଠାରୁ ୨୦ କିଲୋମିଟର ଦୂର ଜାଓରା ଠାରେ ଥିବା ଏକ ସ୍କୁଲରେ ବାର୍ଷିକ ଉତ୍ସବ ସମୟରେ ଗଣ୍ଡଗୋଳ ଦେଖାଯାଇଛି। କାରଣ ହେଉଛି ବାର୍ଷିକ ଉତ୍ସବ ସମୟରେ ଏଠାରେ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ର ଗୀତରେ ପିଲାମାନେ ନୃତ୍ୟ ପରିବେଷଣ କରୁଥିବା ବେଳେ ଏହାକୁ କିଛି ଲୋକ ବିରୋଧ କରିଥିଲେ।

 ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟର ପରାମର୍ଶ

ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟର ପରାମର୍ଶ

ନୂଆଦିଲ୍ଲୀ, ୧୬।୧: ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା କରିବା ପାଇଁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହା ନ କରାଗଲେ ଶୀର୍ଷ ନ୍ୟାୟାଳୟ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚିତ କରିଛନ୍ତି।

 ତୋଗଡ଼ିଆଙ୍କ ବିସ୍ଫୋରକ ମନ୍ତବ୍ୟ ନେଇ ଚର୍ଚ୍ଚା

ତୋଗଡ଼ିଆଙ୍କ ବିସ୍ଫୋରକ ମନ୍ତବ୍ୟ ନେଇ ଚର୍ଚ୍ଚା

ଅହମ୍ମଦାବାଦ୍‌, ୧୬।୧: ବିଶ୍ୱ ହିନ୍ଦୁ ପରିଷଦ ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗଡ଼ିଆ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ସମୟ ଲାଗିବ: ବେଣୁଗୋପାଳ

ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ସମୟ ଲାଗିବ: ବେଣୁଗୋପାଳ

ନୂଆଦିଲ୍ଲୀ, ୧୬।୧: ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ କିଛି ସମୟ ଲାଗିବ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ମଙ୍ଗଳବାର ସୂଚିତ କରିଛନ୍ତି। ସୋମବାର ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଜେ.ଚେଲେମଶ୍ୱରଙ୍କ ମଧ୍ୟରେ ସାକ୍ଷାତ୍‌ ଆଲୋଚନା ହୋଇଥିଲା।

ସୁପ୍ରିମ୍‌କୋର୍ଟ ଆଇନ ଅଧିକାରୀଙ୍କ ବାର୍ଷିକ ଲୁଗାପଟା ସଫା ଭତ୍ତା ୨୧ ହଜାର

ସୁପ୍ରିମ୍‌କୋର୍ଟ ଆଇନ ଅଧିକାରୀଙ୍କ ବାର୍ଷିକ ଲୁଗାପଟା ସଫା ଭତ୍ତା ୨୧ ହଜାର

ନୂଆଦିଲ୍ଲୀ, ୧୬।୧: ସୁପ୍ରିମ୍‌କୋର୍ଟ ଆଇନ ଅଧିକାରୀଙ୍କୁ ଲୁଗାପଟା ସଫା ବାବଦରେ ବାର୍ଷିକ ୨୧ହଜାର ଟଙ୍କା ପ୍ରଦାନ କରାଯିବ। ସପ୍ତମ ବେତନ କମିଶନ ଲାଗୁହେବା ପରେ ଏହା ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ ଯାହାକି ୨୦୧୭ ଡିସେମ୍ବର ୧୪ଠାରୁ ଲାଗୁ ହେବ।

 ମୁହଁକୁ ଚିହ୍ନି ଆଧାର

ମୁହଁକୁ ଚିହ୍ନି ଆଧାର

ନୂଆଦିଲ୍ଲୀ,୧୫।୧(ପି.ଟି.) ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାରକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଙ୍ଗୁଠିଛାପ ଏବଂ ଆଖିର ଦୃଷ୍ଟିପଟଳ(ରେଟିନା) ସହିତ ଆଧାର ପ୍ରମାଣନ ପାଇଁ ଏବେ ମୁଖମଣ୍ଡଳକୁ ଅନ୍ୟ ଏକ ବିକଳ୍ପ ଭାବେ ନିଆଯାଇପାରିବ।