ଜାତୀୟ |

ସ୍ବାଧୀନତା ପରେ ପ୍ରଥମ ଥର ବିଦ୍ୟୁତ ସଂଯୋଗ

ସ୍ବାଧୀନତା ପରେ ପ୍ରଥମ ଥର ବିଦ୍ୟୁତ ସଂଯୋଗ
ଛତିଶଗଡ଼,୧୭।୧୨: ଆଲୋକିତ ହେବ ଜୋକପଠା ଗାଁ। ଛତିଶଗଡ଼ର ବଲରାମପୁର ଜିଲାରେ ଥିବା ଆଦିବାସୀ ଅଧ୍ୟୁଷିତ ଜୋକପଠା ଗାଁକୁ ସ୍ବାଧୀନତାର ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ କରାଯାଇଛି। ଫଳରେ ଏହି ପାହାଡ଼ିଆ ଗାଁ ଲୋକଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଥିବା ବେଳେ ସେମାନଙ୍କ ପିଲାଙ୍କ ପାଠପଢା ପାଇଁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ସେଠାକାର ବାସିନ୍ଦା।
All Right Reserved By

ଜାତୀୟ |

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ଥିରୁଭାନନ୍ତପୁରମ୍‌, ୧୮।୧୦: ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ସୁପ୍ରିମକୋର୍ଟ ଗ୍ରିନ୍‌ ସିଗନାଲ ଦେବା ପରେ ଅଶାନ୍ତ ହୋଇପଡିଛି କେରଳ।  ମନ୍ଦିରକୁ ମହିଳା ପ୍ରବେଶ ନେଇ ଗୁରୁବାର ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ କେରଳ ବନ୍ଦ ଡାକରା ଦିଆଯାଇଛି।

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୮।୧୦: ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୁରୁବାର ସକାଳ ୬ଟା ୪୪ରେ ମଧ୍ୟପ୍ରଦେଶର ଥଣ୍ଡଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

ନୂଆଦିଲ୍ଲୀ,୧୮।୧୦: ଦେଶର ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି। କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ  ସୂଚିତ କରିଥିଲେ ଯେ, ମୋବାଇଲ୍‌ କମ୍ପାନୀ ଗ୍ରାହକଙ୍କଠାରୁ  ଆଧାର କାର୍ଡକୁ ଏକ ପରିଚୟ ତଥ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ। 

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

ରାୟପୁର, ୧୭।୧୦: ଅନ୍ଧ ବିଶ୍ୱାସର ଏକ ଚରମ ରୂପ ଦେଖିବାକୁ ମିଳିିଛି ଛତିଶଗଡର ରଜନାନ୍ଦ ଗ୍ରାମରେ। ଏଠାରେ ଅନ୍ଧବିଶ୍ୱାସ କାରଣରୁ ଜଣେ ୫ ମାସ ଶିଶୁର ଜୀବନ ଚାଲିଯାଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ଥିରୁଭନନ୍ତପୁରମ୍‌, ୧୭।୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର କବାଟ ବୁଧବାର ମହିଳାଙ୍କ ପାଇଁ ଖୋଲିଛି। ଅପରାହ୍ନ ୫ଟାରେ ପ୍ରଥମଥର ପାଇଁ ସବୁ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। 

ଇସ୍ତଫା ଦେଲେ ଏମ.ଜେ ଆକବର

ଇସ୍ତଫା ଦେଲେ ଏମ.ଜେ ଆକବର

ନୂଆଦିଲ୍ଲୀ, ୧୭।୧୦: ମିଟୂ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି। 

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, ୧୭।୧୦: ଆଶ୍ରମରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଙ୍କୁ ପୁଣି ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।

 ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ପୁଣେ,୧୭।୧୦: ମହାରାଷ୍ଟ୍ରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କରିଛନ୍ତି ୪ ସେନା ଯବାନ। ସ୍ଥାନୀୟ ମିଲିଟାରୀ ହସ୍ପିଟାଲ ପରିସରରେ ଘଟିଛି ଏଭଳି କାଣ୍ଡ। ଏନେଇ ପୁଣେର ଖାଡକୀ ପୋଲିସ ଏକ ମାମଲା ରୁଜୁ କରିଛି।

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

ଜୟପୁର,୧୭।୧୦: ରାଜସ୍ଥାନରେ ଭାଜପାକୁ ଲାଗିଛି ଏକ ବଡ଼ ଝଟକା। ଭାଜପାର ବରିଷ୍ଠ ନେତା ଜସଓ୍ବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ଯୋଗଦେଇଛନ୍ତି। 

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

ପୁଣେ, ୧୭।୧୦: ମହାରାଷ୍ଟ୍ର ପୁଣେ ଅନ୍ତର୍ଗତ ଭାଟନଗରର ପିମ୍ପରି ଚିଞ୍ଚଓ୍ବାଡ୍‌ରେ ଘଟିଛି  ଏକ ଅଭାବନୀୟ ଘଟଣା।