ଜାତୀୟ |

ଆଇଏସ୍‌ ଲିଙ୍କ୍‌ ଅଭିଯୋଗ: ୫ଜଣଙ୍କ ନାମରେ ମାମଲା ରୁଜୁ କଲା ଏନ୍‌ଆଇଏ

ଆଇଏସ୍‌ ଲିଙ୍କ୍‌ ଅଭିଯୋଗ: ୫ଜଣଙ୍କ ନାମରେ ମାମଲା ରୁଜୁ କଲା ଏନ୍‌ଆଇଏ
କୋଚି,୧୭।୧୨: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ଲିଙ୍କ୍‌ ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ୫ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରିଛି। କେରଳ କନ୍ନୁର ଜିଲା ଭାଲାପଟ୍ଟନମ୍‌ ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ସନ୍ଦିଗ୍ଧମାନେ ଇରାକ ଓ ସିରିଆର ଆଇଏସ୍‌ ସଂଗଠନ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ଅଧିକ ତଦନ୍ତ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।
All Right Reserved By

ଜାତୀୟ |

ଭାବୀ ପତ୍ନୀଙ୍କୁ ନେବା ପାଇଁ ହେଲିକପ୍ଟରରେ ଆସିଲେ କୃଷକଙ୍କ ପୁଅ

ଭାବୀ ପତ୍ନୀଙ୍କୁ ନେବା ପାଇଁ ହେଲିକପ୍ଟରରେ ଆସିଲେ କୃଷକଙ୍କ ପୁଅ

ରାୟପୁର,୨୩।୧: ଛତିଶଗଡ଼ର ମୁଙ୍ଗଲୀ ଜିଲା ଧୋରପୁରା ଗାଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ଜଣେ କୃଷକଙ୍କ ପୁଅ ଭାବୀ ପତ୍ନୀଙ୍କୁ ନେବା ପାଇଁ ହେଲିକପ୍ଟରରେ ଆସିଥିଲେ। 

ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର: ୩ ଆତଙ୍କବାଦୀ ମୃତ

ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର, ୨୩।୧: ଜମ୍ମୁ ଓ କାଶ୍ମୀରର ବାରମୁଲା ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୩ ଆତଙ୍କବାଦୀ ନିହତ ହୋଇଛନ୍ତି। 

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଲାଲକିଲାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ

ଲାଲକିଲାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ

ନୂଆଦିଲ୍ଲୀ, ୨୩।୧: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀର ପାଳନ ଅବସରରେ ଦିଲ୍ଲୀର ଲାଲକିଲାଠାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ ହୋଇଛି। 

ଜଙ୍ଗଲରେ ରହିଥିଲେ ମୋଦି

ଜଙ୍ଗଲରେ ରହିଥିଲେ ମୋଦି

ନୂଆଦିଲ୍ଲୀ, ୨୩।୧: ନିକଟରେ ଏକ ଇଣ୍ଟରଭ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଖୋଲିଛନ୍ତି। 

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ନଏଡା, ୨୩।୧: ଉତ୍ତରପ୍ରଦେଶ ନଏଡାର ଦାଦରି ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଯାଇଛନ୍ତି ସ୍ବାମୀ।

୩ବର୍ଷୀୟ ଶିଶୁଙ୍କୁ ବଳାତ୍କାର କଲେ ୬୦ବର୍ଷର ବ୍ୟକ୍ତି

୩ବର୍ଷୀୟ ଶିଶୁଙ୍କୁ ବଳାତ୍କାର କଲେ ୬୦ବର୍ଷର ବ୍ୟକ୍ତି

ନଏଡା, ୨୩।୧: ଉତ୍ତରପ୍ରଦେଶର ନଏଡାରେ ଜଣେ ୬୦ବର୍ଷୀୟ ବୃଦ୍ଧ ବ୍ୟକ୍ତି ମାତ୍ର ୩ବର୍ଷର ଶିଶୁକନ୍ୟା ସହ ବଳାତ୍କାର କରିଛନ୍ତି। 

 ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ଯୁବତୀ ଭାବି କିନ୍ନରଙ୍କୁ ଦେଲେ ଲିଫ୍ଟ: ଆଉ ତା’ପରେ..

ନୂଆଦିଲ୍ଲୀ, ୨୩।୧: ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ କିନ୍ନର ଶାରୀରିକ ସମ୍ପର୍କ ରଖିବା ଲାଗି ମନା କରିବାରୁ କିଛି ଯୁବକ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ଗଢ଼ଓ୍ବା,୨୩।୧: ଝାଡଖଣ୍ଡ ଗଢ଼ଓ୍ବାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ପୀଡିତାଙ୍କୁ ସ୍ଥାନୀୟ ପଞ୍ଚାୟତ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଏହା ସହିତ ଗଙ୍ଗା ସ୍ନାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। 

 ପୁଣି କଂଗ୍ରେସରେ ଇନ୍ଦିରା!

ପୁଣି କଂଗ୍ରେସରେ ଇନ୍ଦିରା!

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ମହାସଚିବ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳିଛି ନିଯୁକ୍ତି। ଏନେଇ କର୍ମୀ ଇନ୍ଦିରା ପୁଣି ଦଳକୁ ଫେରିଥିବା କହୁଛନ୍ତି। ପ୍ରିୟଙ୍କା ରାୟବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। 

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୨୩।୧: ୨୦୦୨ ଗୁଜୁରାଟ ନରୋଦା ପାଟିଆ ଦଙ୍ଗା ମାମଲାରେ ବୁଧବାର ସୁପ୍ରିମକୋର୍ଟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। 

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୨୩।୧: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି।