ମନୋରଞ୍ଜନ |

ଅୟାରୀର ଫାଷ୍ଟଲୁକ୍‌

ଅୟାରୀର ଫାଷ୍ଟଲୁକ୍‌
ବମ୍ବେ: ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଅୟାରୀ’ର ପୋଷ୍ଟର ରିଲିଜ୍‌ ହୋଇଛି। ୨୦୧୮ ଜାନୁୟାରୀ ୨୬ରେ ଏହି ଫିଲ୍ମ ରିଲିଜ୍‌ ହେବାର ଯୋଜନା ରହିଛି। ବିଜୟ ଦିବସରେ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ନିର୍ମାତା ବଲିଉଡ଼ର ଏହି ଅପକମିଙ୍ଗ କ୍ରାଇମ୍‌ ଡ୍ରାମା ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ କରିଛନ୍ତି। ତ୍ରିରଙ୍ଗାର ତିନୋଟି ରଙ୍ଗ ସହ ଫିଲ୍ମର କଳାକାରମାନଙ୍କୁ ପୋଷ୍ଟରରେ ସ୍ଥାନ ଦିଆଯାଇଛି। ଏଥିରେ ମନୋଜ ବାଜପେୟୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ଫିଲ୍ମର ସୁଟିଙ୍ଗ ଲଣ୍ଡନ, ଦିଲ୍ଲୀ ଓ କଶ୍ମୀରରେ କରାଯାଇଛି।
All Right Reserved By

ମନୋରଞ୍ଜନ |

ହ୍ବିଲ୍‌ ଚେୟାରରେ ଅନୁଷ୍କା

ହ୍ବିଲ୍‌ ଚେୟାରରେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଏବେ ହ୍ବିଲ୍‌ ଚେୟାରକୁ ଆପଣାଇ ନେଇଛନ୍ତି। ସେ ତାଙ୍କ ନିତିଦିନର ସବୁକାମ ହ୍ବିଲ୍‌ ଚେୟାର ଉପରେ ବସି କରୁଥିବା ଶୁଣିବାକୁ ମିଳିଛି। ହେଲେ ଏହା ରିୟଲ ଲାଇଫ୍‌ରେ ନୁହେଁ ରିଲ୍‌ ଲାଇଫ୍‌ରେ ଏମିତି କରୁଛନ୍ତି ନାୟିକା ଅନୁଷ୍କା ଶର୍ମା। 

କୋହଲି-ନାସୀରୁଦ୍ଦିନ୍‌ ମୁହାଁମୁହିଁ

କୋହଲି-ନାସୀରୁଦ୍ଦିନ୍‌ ମୁହାଁମୁହିଁ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହ କ୍ରିକେଟର ବିରାଟ କୋହଲି ହୋଇଛନ୍ତି ମୁହାଁମୁହିଁ। ନସିରୁଦ୍ଦିନ୍‌ କେହଲୀଙ୍କୁ ଶ୍ରେଷ୍ଠ କ୍ରିକେଟର କହିବା ସହିତ ଖରାପ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ବୋଲି କହିଛନ୍ତି। 

ଶୁଟିଂ ସେଟ୍‌ରେ ଏକ ଅନ୍ତରଙ୍ଗ ସିନ୍‌ରେ ନିୟନ୍ତ୍ରଣ ହରାଇଥିଲେ ଶ୍ରୁତି

ଶୁଟିଂ ସେଟ୍‌ରେ ଏକ ଅନ୍ତରଙ୍ଗ ସିନ୍‌ରେ ନିୟନ୍ତ୍ରଣ ହରାଇଥିଲେ ଶ୍ରୁତି

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଡିସେମ୍ବର ୧୮ରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା।

‘ପରିଶ୍ରମ କରିବାକୁ ପ୍ରେରଣା ଦିଏ ପୁରସ୍କାର’

‘ପରିଶ୍ରମ କରିବାକୁ ପ୍ରେରଣା ଦିଏ ପୁରସ୍କାର’

ମୁମ୍ବାଇ: ପୁରସ୍କାର କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଏ ବୋଲି ମୋଷ୍ଟ ପ୍ରମିଜିଙ୍ଗ ନ୍ୟୁକମର ଆଓ୍ବାର୍ଡ ପାଇବା ଅବସରରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦନ ପ୍ରକାଶ କରିଛନ୍ତି।

ପ୍ରଥମ ଥର ପାଇଁ ନିଜର ପ୍ରକୃତ ନାଁ କହିଲେ କରନ୍‌

ପ୍ରଥମ ଥର ପାଇଁ ନିଜର ପ୍ରକୃତ ନାଁ କହିଲେ କରନ୍‌

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର ତାଙ୍କର ପ୍ରକୃତ ନାଁ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି। କରନଙ୍କ ଟେଲିଭିଜନ ଶୋ’ କଫି ଉଇଥ୍‌ କରନ୍‌ରେ ସେ ଏହି ଖୁଲାସା କରିଛନ୍ତି। 

ଲଭ୍‌ ମ୍ୟାରେଜ୍‌ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ତାଙ୍କ ସ୍ତ୍ରୀ

ଲଭ୍‌ ମ୍ୟାରେଜ୍‌ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ତାଙ୍କ ସ୍ତ୍ରୀ

ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୩୯ ତମ ଜନ୍ମଦିନ ସୋମବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ।

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ମୁମ୍ବାଇ, ୧୭।୧୨: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୦ ତମ ଜନ୍ମଦିନ ସୋମବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। 

ଗୋଟିଏ ଭୁଲ୍‌ ଟୁଇଟ୍‌ ଯୋଗୁ ଜନ୍‌-ବିପାଶାଙ୍କ ସମ୍ପର୍କରେ ଆସିଥିଲା ଫାଟ

ଗୋଟିଏ ଭୁଲ୍‌ ଟୁଇଟ୍‌ ଯୋଗୁ ଜନ୍‌-ବିପାଶାଙ୍କ ସମ୍ପର୍କରେ ଆସିଥିଲା ଫାଟ

ମୁମ୍ବାଇ,୧୭।୧୨: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ସୋମବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ।

ଅନ-ସ୍କ୍ରିନ୍‌ କ୍ୟାରେକ୍ଟର ପାଇଁ ଅଧିକ ପରିଚିତ

ଅନ-ସ୍କ୍ରିନ୍‌ କ୍ୟାରେକ୍ଟର ପାଇଁ ଅଧିକ ପରିଚିତ

ପଣଜୀ: ‘ଆଙ୍ଗ୍ରି ଇଣ୍ଡିଆନ୍‌ ଗଡେସ୍‌’ର ଲକ୍ଷ୍ମୀ ଚରିତ୍ର ହେଉ ଅଥବା ‘ଏସ୍‌ ଦୁର୍ଗା’ର ଦୁର୍ଗା, ‘ସାକ୍ରିଡ ଗେମ୍‌ସ’ର ସୁଭଦ୍ରା କିମ୍ବା ‘ମଣ୍ଟୋ’ ଫିଲ୍ମର ଇସ୍‌ମତ ଚରିତ୍ର ପାଇଁ ଦର୍ଶକଙ୍କ ନିକଟରେ ଅଧିକ ପରିଚିତି ହାସଲ କରିପାରିଛନ୍ତି ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ। ଲୋକେ ତାଙ୍କ ନାମ ଅପେକ୍ଷା ଅନ-ସ୍କ୍ରିନ୍‌ କ୍ୟାରେକ୍ଟରକୁ ଅଧିକ ଜାଣିଥିବାରୁ ସେ ବେଶ୍‌ ଖୁସି।

ସାରାଙ୍କ ହାତରେ ଆଉ ଏକ ଅଫର୍‌

ସାରାଙ୍କ ହାତରେ ଆଉ ଏକ ଅଫର୍‌

ମୁମ୍ମାଇ: ବଲିଉଡ୍‌ରେ ଫିଲ୍ମ ‘କେଦାରନାଥ’ମାଧ୍ୟମରେ ଡେବ୍ୟୁ କରିଥିବା ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଙ୍କ ଝିଅ ସାରା ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଶିମ୍ବା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। 

ଦିଶା ଯାହା ଖୋଜୁଥିଲେ

ଦିଶା ଯାହା ଖୋଜୁଥିଲେ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦିଶା ପଟାନି ଯାହା  ଅନେକ ଦିନ ଧରି ଆଶା କରିଥିଲେ ତାହା ପୂରଣ ହୋଇଛି।

ରୋହିତଙ୍କ ପ୍ରଶଂସାରେ ଅକ୍ଷୟ

ରୋହିତଙ୍କ ପ୍ରଶଂସାରେ ଅକ୍ଷୟ

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କର ଆଗାମୀ ଫିଲ୍ମରେ ରଣବୀର ସିଂଙ୍କୁ ବ୍ରେକ୍‌ ଦେବେ ବୋଲି ଶୁଣାଯାଉଥିଲା।