ଅନ୍ତର୍ଜାତୀୟ |

ପୁଣି ଚର୍ଚ୍ଚାରେ କିମ୍‌ ଜଙ୍ଗ ଉନ୍‌

ପୁଣି ଚର୍ଚ୍ଚାରେ କିମ୍‌ ଜଙ୍ଗ ଉନ୍‌
ସୋଲ,୧୬।୧୨: ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ ନିଜର ଜଣେ ମୁଖ୍ୟ ସହଯୋଗୀଙ୍କୁ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରକୋରିଆର ଜଣେ ମୁଖ୍ୟ ସେନା ଅଧିକାରୀ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ବିଗତ ୨ମାସ ହେବ ଉକ୍ତ ଅଧିକାରୀଙ୍କର କିଛି ପତ୍ତା ମିଳୁନଥିଲା। ବର୍ତ୍ତମାନ ଉତ୍ତରକୋରିଆର ଗଣମାଧ୍ୟମ ଅନୁମାନ ଲଗାଇଛି ଯେ, ସେନା ଅଧିକାରୀଙ୍କ ବିରୋଧରେ ଲାଞ୍ଚ କାରବାର ମାମଲାରେ କିମ୍‌ ଜଙ୍ଗ ଉନ୍‌ ତାଙ୍କୁ ମାରି ଦେଇଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଜମାଲ ଖଶୋଗୀ ମୃତ: ସୌଦି ଆରବ

ଜମାଲ ଖଶୋଗୀ ମୃତ: ସୌଦି ଆରବ

ରିୟାଦ,୨୦।୧୦: କିଛିଦିନ ତଳେ ନିଖୋଜ ଥିବା ଆମେରିକା ଖବରଦାତା  ଜମାଲ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା ସୌଦି ଆରବ ସ୍ପଷ୍ଟ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସରେ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା କହିଛି ସୌଦି ଆରବ।

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି। ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି। 

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ଲଣ୍ଡନ,୧୯।୧୦: ସାଧାରଣତଃ ସଂସଦରେ ରାଜନେତାମାନେ ରିପୋର୍ଟ ଉପସ୍ଥାପନ କରିଥାଆନ୍ତି। ହେଲେ ବ୍ରିଟେନ୍‌ ସଂସଦରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଯାହାକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିଛନ୍ତି। 

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ଇସଲାମାବାଦ୍‌,୧୮।୧୦: ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲାରେ ପାକିସ୍ତାନରେ ୧୧୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୨୦୧୪ରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଆଖିବୁଜା ଗୁଳି ଚଳାଇଥିଲା। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

ଆମେରିକା ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରକୁ ଆକ୍ରମଣ: ୬୦ ଆତଙ୍କବାଦୀ ମୃତ

ଆମେରିକା ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରକୁ ଆକ୍ରମଣ: ୬୦ ଆତଙ୍କବାଦୀ ମୃତ

ନ୍ୟୁୟର୍କ, ୧୭।୧୦: ଆମେରିକା ବାୟୁସେନା ପକ୍ଷରୁ ସୋମାଲିଆରେ ଥିବା କୁଖ୍ୟାତ ଅଲ-ଶବାରର ଶିବିର ପକ୍ଷରୁ ଆକ୍ରମଣ କରାଯାଇଛି।

 ୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

ଇସଲାମାବାଦ,୧୭।୧୦: ପାକିସ୍ତାନରେ ଜଣେ ୭ ବର୍ଷ ବୟସ୍କା ନାବାଳିକା ଜୈନାବ୍‌ ଅନସାରୀଙ୍କୁ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଇମ୍ରାନ୍‌ ଅଲ୍ଲୀଙ୍କୁ ବୁଧବାର ଫାଶୀ ଦିଆଯାଇଛି।

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି।