ମନୋରଞ୍ଜନ |

ମହାରାଣୀ ଗାୟତ୍ରୀ ଦେବୀଙ୍କୁ ପସନ୍ଦ କରୁଥିଲେ ଅମିତାଭ

ମହାରାଣୀ ଗାୟତ୍ରୀ ଦେବୀଙ୍କୁ ପସନ୍ଦ କରୁଥିଲେ ଅମିତାଭ
ବମ୍ବେ:ଜୟପୁରର ମହାରାଣୀ ଗାୟତ୍ରୀ ଦେବୀଙ୍କୁ ସୁପରଷ୍ଟାର ଅମିତାଭ ବଚ୍ଚନ ପସନ୍ଦ କରୁଥିଲେ। ଏ ବିଷୟରେ ଏକ ସାକ୍ଷାତ୍‌ କାରରେ ସେ କହିଛନ୍ତି। ପୂର୍ବରୁ ଅନେକ ସମୟରେ ଅମିତାଭ ଓ ଅଭିନେତ୍ରୀ ରେଖାଙ୍କ ମଧ୍ୟରେ ଥିବା ସମ୍ପର୍କରେ ନେଇ ନାନା ଚର୍ଚ୍ଚା ହେଉଥିଲା। ଅମିତାଭଙ୍କ ଏଭଳି ସ୍ବୀକାରୋକ୍ତି ଦ୍ୱାରା ସେ ସବୁ ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡିଛି। ରେଖାଙ୍କ ସହିତ ତାଙ୍କର କି ପ୍ରକାର ସମ୍ପର୍କ ଥିଲା ସେ ନେଇ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଅଭିତାଭ୍‌ ଏବେ ମୁହଁ ଖୋଲିଛନ୍ତି। ତାଙ୍କ ନାମ ସହିତ ରେଖାଙ୍କ ନାକୁ ଯୋଡା ଯାଉଥିବା ନେଇ ସେ ସାକ୍ଷାତ୍‌କାରରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ନିଜ ଜୀବନରରେ କେତେକ ଅପ୍ରକାଶିତ ତଥ୍ୟ ସମ୍ପର୍କରେ କହିଥିଲେ। ଜୟପୁରରେ ଏକ ଫିଲ୍ମ ସୁଟିଂ ସମୟରେ ସେ ଗାୟତ୍ରୀ ଦେବୀଙ୍କ ସହିତ ମିଶିବାର ସୁଯୋଗ ଲାଭ କରିଥିଲେ। ଗାୟତ୍ରୀ ଦେବୀ ଅମିତାଭଙ୍କୁ ତାଙ୍କ ଲିଲିପୁଲ ମହଲରେ ଭୋଜନ ପାଇଁ ନିମନ୍ତ୍ରିତ କରିଥିଲେ। ଅନେକ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସେ ଅମିତାଭଙ୍କୁ ଖାଇବାକୁ ଦେଇଥିଲେ। ଗାୟତ୍ରୀ ଦେବୀ ସୌନ୍ଦର୍ଯ୍ୟର ପ୍ରତୀକ ଥିଲେ ବୋଲି ଅମିତାଭ ସାକ୍ଷାତ୍‌କାରରେ କହିଥିଲେ। ଏଥିରୁ ମହାରାଣୀଙ୍କ ପ୍ରତି ଅମିତାଭଙ୍କ ହୃଦୟରେ ଥିବା ଭଲପାଇବା ପ୍ରକାଶିତ ହୋଇଥିଲା। ଏହା କହିବା ସମୟରେ ଅମିତାଭ ଭାବ ବିହ୍ବୋଳ ହୋଇପଡିଥିଲେ। ଅମିତାଭ ଏତେ ଦିନ ଧରି କାହିଁକି ଏହାକୁ ଲୁଚାଇ ରଖିଥିଲେ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
All Right Reserved By

ମନୋରଞ୍ଜନ |

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖଁ। ଯୋଡିକୁ ଦେଖିବାକୁ ମିଳିଥିଲା ନିକଟରେ ରିଲିଜ ହୋଇଥିବା ‘କେଦାରନାଥ’ରେ। ଫିଲ୍ମଟି ଆଭରେଜ ବିଜନେସ କରିଥିଲା।

୧୬ବର୍ଷ ପରେ

୧୬ବର୍ଷ ପରେ

ଶାହୀଦ କପୁରଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ୧୬ବର୍ଷ ପରେ ତାଙ୍କର ଏକ ଆଶା ପୂରଣ ହୋଇଛି। ୨୦୦୩ରେ ସେ ଆରମ୍ଭ କରିଥିଲେ ନିଜର ବଲିଉଡ୍‌ କ୍ୟାରିୟର।

ଅଭିନୟ ନିଶାରେ ଜଗା

ଅଭିନୟ ନିଶାରେ ଜଗା

ଗାୟକ ଭାବେ ଆରମ୍ଭ ହୋଇଥିଲା ତାଙ୍କର ଜଲିଉଡ୍‌ କ୍ୟାରିୟର।   ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ହେଲେ ଜଗବନ୍ଧୁ ପଣ୍ଡା ଓରଫ ଜଗା।

ଆଶାରେ ଅମ୍ରିତା

ଆଶାରେ ଅମ୍ରିତା

ବେଳେବେଳେ ଜଣେ ଯାହା ଚାହିଁଥାଏ ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ଓଡ଼ିଆ ସିନେମାର ଅଭିନୟ କରିବା ପାଇଁ ସେ ଆଶା ବାନ୍ଧି ବସିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା