ଉପକୂଳ ଓଡିଶା

ଯାଜପୁର ଜିଲାର ପ୍ରଥମ ଟ୍ରାଫିକ ଥାନା

ଯାଜପୁର ଜିଲାର ପ୍ରଥମ ଟ୍ରାଫିକ ଥାନା
ଚଣ୍ଡିଖୋଲ,୧୫।୧୨(ଡି.ଏନ.ଏ.)-ଯାଜପୁର ଜିଲାର ଚଣ୍ଡିଖୋଲ ଠାରେ ଜିଲାର ପ୍ରଥମ ଟ୍ରାଫିକ ଥାନା ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସରକାରୀ ମୁଖ୍ୟ ସେଚେତକ ଅମର ପ୍ରସାଦ ଶତପଥୀ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପୋଲିସ ଡିଜିପି ଆର.ପି.ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ବରୀ ବିଧାୟକ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଉପକୂଳ ଓଡିଶା

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ପିଠା ଟଙ୍କା ଚୋରି

ପିଠା ଟଙ୍କା ଚୋରି

ରାଜନଗର, ୨୧।୧(ଡି.ଏନ.ଏ):  ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ରାତିରେ ଦୁର୍ବୃତ୍ତ ଗ୍ରିଲ୍‌ ଭାଙ୍ଗି ନଗଦ ପିଠା କାର୍ଯ୍ୟକ୍ରମ ପାଇଁ ଆସିଥିବା ୫୪ ହଜାର ଟଙ୍କା ଓ କଲର ଟିଭି ଚୋରି କରିନେଇଛନ୍ତି। 

ଗୁଳିକାଣ୍ଡରେ ଜଣେ ମୃତ

ଗୁଳିକାଣ୍ଡରେ ଜଣେ ମୃତ

ରାଜନଗର, ୨୧।୧(ଡି.ଏନ.ଏ): ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗ୍ରାମରେ ଚିଙ୍ଗୁଡି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ହୋଇଛି।

 ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଡେରାବିଶ, ୨୧।୧(ସ୍ବ.ପ୍ର): ଡେରାବିଶ ବ୍ଲକ ଅଧିନ କଟକ-ଚାନ୍ଦବାଲି ରାସ୍ତାର କାକତିଆଠାରେ ସୋମବାର ସକାଳେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। 

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର,୨୧ା୧ (ସ୍ବ.ପ୍ର.)- ସରକାର ଜମି କିମ୍ବା ଘରବାରି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ନୀତି ଲାଗୁ କରୁଛନ୍ତି। ହେଲେ ବିଭାଗର କେତେକ କର୍ମଚାରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁ ଏହାର ଫାଇଦା ଅସାଧୁ ଲୋକମାନେ ଉଠାଉଛନ୍ତି। 

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ନୂଆଗାଁ,୨୧।୧ (ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ନିମନ୍ତେ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନଦୀଗୁଡିକରେ ଚେକ୍‌ଡ୍ୟାମ୍‌ମାନ ନିର୍ମାଣ କରୁଛନ୍ତି ।

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତସ୍ଥ  ନୂଆସାହିରେ ‘ଗ୍ରୀନ ଆର୍ଥ’ ପକ୍ଷରୁ ରବିବାର ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି ା  ଅନୁଷ୍ଠାନର ସଭାପତି ଇଂ. ଆଦିତ୍ୟ କୁମାର ଦାଶ ଓ ସମ୍ପାଦିକା ସଂଘମିତ୍ରା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)- କଣ୍ଟିଲୋ ଶ୍ରୀ ନୀଳମାଧବଜୀଉଙ୍କ ଦେବାଭିଷେକ ତଥା ସୁନାବେଶ ୨୧ ତାରିଖ ପୌଷ ପୂର୍ଣ୍ଣମୀ ତିଥିରେ ପାରମ୍ପରିକ ରୀତିରେ ପାଳିତ ହେବ ା ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଷ୍ଟ ସ୍ଥିର ହୋଇଛି ା

ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ, ଔଷଧ ବାଣ୍ଟିଲେ

ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ, ଔଷଧ ବାଣ୍ଟିଲେ

କାମାକ୍ଷାନଗର, ୨୦।୧(ଡି.ଏନ୍‌.ଏ.)-କାମାକ୍ଷାନଗରସ୍ଥିତ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ରବିବାର ପୁରାତନ ଛାତ୍ରୀଛାତ୍ରଙ୍କ ପ୍ରୟାସରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

ସେତୁ ନିର୍ମାଣ ପାଇଁ ୨ୟ ଥର ଶିଳାନ୍ୟାସ

ସେତୁ ନିର୍ମାଣ ପାଇଁ ୨ୟ ଥର ଶିଳାନ୍ୟାସ

ମହାକାଳପଡ଼ା,୨୦।୧ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ହାଟ ପଡ଼ିଆରେ ରବିବାର ଗୋବରୀ ନଦୀରେ ମହାକାଳପଡ଼ା(ଚଣ୍ଡିଆପଲ୍ଲୀ) ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ  ହୋଇଛି। ମହାକାଳପଡ଼ା  ବ୍ଲକ କାର୍ଯ୍ୟାଳୟରୁ ଚଣ୍ଡିଆପଲ୍ଲୀ ଦେଇ ବିଜୟ ନଗର ପର୍ଯ୍ୟନ୍ତ ଗୋବରୀ ନଦୀ  ଉପରେ ସେତୁ ନିର୍ମାଣ ହେବ। ଏଥିପାଇଁ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି।  ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସେତୁର  ଶିଳାନ୍ୟାସ କରି ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା ବୋଲି କହିଥିଲେ।  ୧୯୮୮ ମସିହାରେ ଏହି ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଥିଲା।

କୋଷ୍ଟଗାର୍ଡ: ସମୁଦ୍ରରେ ଦିନେ

କୋଷ୍ଟଗାର୍ଡ: ସମୁଦ୍ରରେ ଦିନେ

ପରାଦୀପ,୨୦।୧(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ  ଅବସରରେ ରବିବାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।