ସମ୍ବଲପୁର

ସମ୍ବଲପୁର ବିଶ୍ୱବିଦ୍ୟାଲୟ, ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀକର ଲାଗି ୭୫ ଭାଗ ଠାନ ସଂରକ୍ଷନ ଦାବି

ସମ୍ବଲପୁର ବିଶ୍ୱବିଦ୍ୟାଲୟ, ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀକର ଲାଗି ୭୫ ଭାଗ ଠାନ ସଂରକ୍ଷନ ଦାବି
ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଲୟର ପିଜି, ଏମ୍‌ଫିଲ ଆର ତାରନୁ ଅଧ୍‌କା ପାଠ୍ୟକ୍ରମ ମାନକେ ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀକର ଲାଗି ୭୫ ଭାଗ ଠାନ ସଂରକ୍ଷିତ କରାଯାଉ। ଇଥିରଲାଗି ବିଶ୍ୱବିଦ୍ୟାଲୟ ଅଧୀନରେ ଥିବାର ଜିଲାମାନକର କଲେଜମାନକରୁ ଯେନ ଛାତ୍ରୀଛାତ୍ର ପାସ କରୁଛନ ସେମାନେ ସୁବିଧାରେ ଉଁଚ ଶିକ୍ଷା ପାଇପାରବେ। ସେଥିରଲାଗି ଠାନ ସଂରକ୍ଷନ କରବାର ଦରକାର ଅଛେ। ଗୁରୁବାର ସମ୍ବଲପୁର ଚିତ୍ରଗୁପ୍ତ କଲ୍ୟାଣ ସଂଘ ସଭାଘରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଗଠନ ଆବାହକ ଦୀପକ ରଞ୍ଜନ ଦାଶ ଖବରଦାତାମାନକୁ ଇ ସୂଚନା ଦେଇଛନ। ସେ ଆହୁରି କହିଥିଲେ ଯେ ଦାବି ପୂରନ ନାଇଁ ହେଲେ ପଶ୍ଚିମ ଓଡ଼ିଶାରେ ଛାତ୍ର ଆଂଦୋଲନ, ଜ୍ୟୋତିବିହାରରେ ଛାତ୍ରୀଛାତ୍ରକଁର ଗୁଟେ ବଡ଼ଭାରି ସମାବେଶ ଆର ଦରକାର ପଡ଼ଲେ ଆମରନ ଅନଶନ କରାଯିବା। ଦାବି ହାସଲ ଲାଗି କାର୍ଯ୍ୟକ୍ରମ ମାନକେ ଭିନେ ଭିନେ ରାଜନୈତିକ ଦଲର ଛାତ୍ର ସଂଗଠନମାନକୁ ଭିଲ ମିଶାଯିବା। ଇତାର ସାଁଗେ ସାମାଜିକ, ଅର୍ଥନୈତିକ ଆର ଶିକ୍ଷାରେ ପଛୁଆ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା, ବୌଦ୍ଧ, ସମ୍ବଲପୁର ଜିଲା ଆର ଅନୁଗୁଳର ଆଠମଲିକ ସବ୍‌ଡିଭିଜନକେ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଲୟ ଥାପନା ହେଇଥିଲା। ପଛୁଆ ୩୭୪ଟା ଜିଲା ଭିତରୁ ପଶ୍ଚିମ ଓଡ଼ିଶାର ୮ଟା ଜିଲା ସମ୍ବଲପୁର ବିଶ୍ୱବିଦ୍ୟାଲୟର ଅଧୀନରେ ରହିଛେ। ହେଲେ ଭିଲ ଉଁଚ ଶିକ୍ଷା କ୍ଷେତ୍ରରେ ଇ ଇଲାକାମାନ ଉନିହାଁ ଅଂଚଲ ବାଗିର ନାଇଁ ବଢ଼ିପାରି। ଲୁକମାନକର ଆର୍ଥିକ ଅବସତା ଠିକ୍‌ ନାଇଁ ଥିବାରଲାଗି ଉଁଚ ଶିକ୍ଷା ହାସଲ ନାଇଁ କରିପାରବାର। ଇଥିରଲାଗି ସମ୍ବଲପୁର ବିଶ୍ୱବିଦ୍ୟାଲୟର ପିଜି ଆର ତାରନୁ ଉଁଚା ପାଠ୍ୟକ୍ରମରେ ଉନିହାଁ ଅଂଚଲର ଛାତ୍ରୀଛାତ୍ର ନାଁ ଲେଖାବାର ସୁବିଧା ପାଏବାରେ ସଫଲ ହେଉଛନ। ଗଣତାନ୍ତ୍ରିକ ବେବସତାରେ ଇଟା ଜନବିରୋଧୀ ଆଏ। ଦେଶର ଭିନେ ଭିନେ ବିଶ୍ୱବିଦ୍ୟାଲୟ ଅଧୀନରେ ଥିବାର ମହାବିଦ୍ୟାଲୟର ଛାତ୍ରୀଛାତ୍ରକର ଲାଗି ଅଲଗ ପରକାରର ବେବସତା ରହିଛେ। ଯେନଟାକି ସମ୍ବଲପୁର ବିଶ୍ୱବିଦ୍ୟାଲୟର ଛାତ୍ରୀଛାତ୍ରମାନକୁ ଇ ସୁବିଧା ନାଇଁ ଦିଆଯାଇ। ଆନ୍ଧ୍ରପ୍ରଦେଶ ବିଧାନସଭାରେ ପାରିତ ବିଲ ଅନସାରେ ୧୯୭୪ର ଗୁଟେ ଆଇନ ଅନସାରେ ଉସ୍‌ମାନିଆ ବିଶ୍ୱବିଦ୍ୟାଲୟରେ ପଢ଼ବାର ଲାଗି ସେ ବିଶ୍ୱବିଦ୍ୟାଲୟ ଅଧୀନରେ ଥିବାର ଜିଲାମାନକର ଛାତ୍ରୀଛାତ୍ରକର ଲାଗି ୮୫ ପରତିଶତ ଠାନ ସଂରକ୍ଷିତ ଅଛେ। ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଲୟରେ ଭିଲ ସେ ପରକାର ବେବସତା ଅଛେ। ସେଥିରଲାଗି ଏହେଦ୍‌କାର ପରିସ୍‌ଥିତିରେ ସମ୍ବଲପୁର ବିଶ୍ୱବିଦ୍ୟାଲୟର ପିଜି, ଏମ୍‌ଫିଲ୍‌ ଆର ଅନ୍ୟାନ୍ୟ ଗବେଷଣା ପାଠ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଜିଲାମାନକର ଛାତ୍ରୀଛାତ୍ରକର ଲାଗି ୭୫ ପରତିଶତ ଠାନ ସଂରକ୍ଷତ କରବାକେ ଦାବି କରିଛନ। ଇ ଖବରଦାତା ସମ୍‌ମିଲନୀରେ ବରଗଡ଼ ପନ୍‌ଚେତ କଲେଜର ଆକାଶ କୁମାର ମେହେର, ସମ୍ବଲପୁର ବିଶ୍ୱବିଦ୍ୟାଲୟର ଚିନ୍ମୟ ପଟେଲ, ଲରମ୍ଭା କଲେଜର ସୌମ୍ୟ ସଂକଳ୍ପ ପଣ୍ଡା, ପାହାଡ଼ଶ୍ରୀଗିଡ଼ା କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ବିଘ୍ନେଶ କୁମାର ସେଠ, ଶୁଭଙ୍କର ସାହୁ ଆର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଲୟର ନରେଶ ମିଶ୍ର ଆର କୁନାଳ ପୃଷେଠ ପରମୁଖ ଯୋଗଦେଇଥିଲେ। ସକାଲର ୧୧ଟା ସମିଆରେ ବିଶ୍ୱବିଦ୍ୟାଲୟର କୁଲପତି ତଥା ଉତ୍ତରାଞ୍ଚଲ ଆର୍‌ଡିସି ଡିଭି ସ୍ବାମୀକଁର ଅନୁପସ୍ଥିତିରେ ତାଁକର ସଚିବକୁଁ ଗୁଟେ ସ୍ମାରକପତର ଦିଆଯାଇଥିଲା।
All Right Reserved By

ସମ୍ବଲପୁର

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଶକ୍ତି ସଂରକ୍ଷଣ ଦିବସ ପାଳିତ

କୋକସରା,୧୪।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଜବହାର ସରକାରୀ ଉଚ୍ଚ ବିଦ୍ୟାପୀଠରେ ଶୁକ୍ରବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । 

ବିଜ୍ଞାନ ମେଳାରେ ୫୧ପ୍ରକଳ୍ପ ପ୍ରଦର୍ଶିତ

ବିଜ୍ଞାନ ମେଳାରେ ୫୧ପ୍ରକଳ୍ପ ପ୍ରଦର୍ଶିତ

ଲାଠୋର, ୧୪। ୧୨(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଜୟ ହିନ୍ଦ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ମେଳାରେ ମୁଖ୍ୟ ଅତିଥିଭାବେ କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ।

ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ

ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ

ଦେଓଗାଁ,୧୪। ୧୨(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ଶୁକ୍ରବାର ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଉଲୁଣ୍ଡା କପ୍‌ ଫୁଟବଲ : ଭୁବନେଶ୍ୱର ବିଜୟୀ

ଉଲୁଣ୍ଡା କପ୍‌ ଫୁଟବଲ : ଭୁବନେଶ୍ୱର ବିଜୟୀ

ଉଲୁଣ୍ଡା, ୧୪।୧୨(ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଫୁଟବଲ ଆସୋସିଏଶନ୍‌ ପକ୍ଷରୁ ୧୬ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ କଲେଜ ପଡ଼ିଆରେ ଖେଳା ଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ସଂଘର୍ଷ କ୍ଲବ ଭୁବନେଶ୍ୱର ଟାଇବ୍ରେକର ୬-୪ ଗୋଲରେ ସମ୍ବଲପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। 

ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକ ସମ୍ମିଳନୀ

ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକ ସମ୍ମିଳନୀ

ସୋନପୁର,୧୪।୧୨(ନି.ପ୍ର.)- ସୋନପୁର ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାରାଜା ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ପ୍ରଧାନଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ କର୍ଣ୍ଣଧାର ହୋଇପାରିଲେ ହିଁ ଶିକ୍ଷାର ବିକାଶ ସାକାର ହୋଇପାରିବ ବୋଲି ସେ କହିଥିଲେ।

ବରଗଡ଼ରେ ଏନ୍‌ସିପିସିଆର୍‌ ଟିମ୍‌, ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଶେଲ୍‌ଟର୍‌ ହୋମ୍‌ରେ ତନାଘନା

ବରଗଡ଼ରେ ଏନ୍‌ସିପିସିଆର୍‌ ଟିମ୍‌, ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଶେଲ୍‌ଟର୍‌ ହୋମ୍‌ରେ ତନାଘନା

ବରଗଡ଼ ଅଫିସ,୧୪।୧୨-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଶେଲଟର୍‌ ହୋମରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ଏହି ସଂସ୍ଥାର ଶାଖା ଗୁଡ଼ିକରେ ଛାନଭିନ୍‌ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌)ର ୨ଜଣିଆ ପ୍ରତିନିଧି ବରଗଡ଼ ସହର ଉପକଣ୍ଠ ତୋରା ଛକ ନିକଟରେ ରହିଥିବା ଗୁଡ୍‌ ନ୍ୟୁଜ ଇଣ୍ଡିଆର ଶେଲଟର୍‌ ହୋମକୁ ପହଞ୍ଚି ତନାଘନା ଚଲାଇଛନ୍ତି ।

ଝାଡାବାନ୍ତିରେ ସୁବର୍ଣ୍ଣପୁର ସହରବାସୀ ବେହାଲ: ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ

ଝାଡାବାନ୍ତିରେ ସୁବର୍ଣ୍ଣପୁର ସହରବାସୀ ବେହାଲ: ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ

ସୋନପୁର,୧୪।୧୨(ନି.ପ୍ର.): ନଦୀକୂଳିଆ ସହର ସୁବର୍ଣ୍ଣପୁରର ସ୍ଥିତି ଗମ୍ଭୀର। ପ୍ରଦୂଷିତ ପାନୀୟ ଜଳ ଯୋଗୁଁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ସୋମବାରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି।

ବିଜ୍ଞାନ ଜରିଆରେ ସମାଜର ଉନ୍ନତି ହୋଇପାରିବ

ବିଜ୍ଞାନ ଜରିଆରେ ସମାଜର ଉନ୍ନତି ହୋଇପାରିବ

ବଲାଙ୍ଗୀର ଅଫିସ, ୧୪ା୧୨: ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ କୁରୁଲସ୍ଥିତ ରାମଜୀ ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ତିନିଦିବସୀୟ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଛି ।

ତୁଟୁନି ଝମେଲା: ପ୍ୟାକ୍ସ କିଣୁନାହିଁ ଧାନ

ତୁଟୁନି ଝମେଲା: ପ୍ୟାକ୍ସ କିଣୁନାହିଁ ଧାନ

ବଲାଙ୍ଗୀର ଅଫିସ, ୧୪ା୧୨: ଜିଲାସ୍ତରୀୟ ଧାନକିଣା କମିଟି ବୈଠକରେ ଚାଷୀଙ୍କ ଉପାର୍ଜିତ ଧାନକୁ ଉଚିତ୍‌ ମୂଲ୍ୟ ଦେଇ କିଣାଯିବା ସହ ଠିକଣା ସମୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା| 

ଉଷାଦେବୀ ମେମୋରିଆଲ କ୍ରିକେଟ:  ସୋନପୁର ଚାମ୍ପିୟନ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୧୩।୧୨ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ଏସଡିସିଏ ସୋନପୁର। ଫାଇନାଲ ମ୍ୟାଚରେ  ସୋନପୁର ଦଳ ଜେସିସି ବଡମାଳକୁ ପରାସ୍ତ କରିଛି ।

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

 କଣ୍ଟାବାଞ୍ଜି, ୧୩ା୧୨(ଡି.ଏନ.ଏ.): କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ ଜଣାଇ ଚାଲିଥିବା ଧାରଣାରେ ଗୁରୁବାର ତୁରେକେଲା ବ୍ଲକର ଉପାନ୍ତ  କନ୍ଦେଇ ପଞ୍ଚାୟତର ଜନସାଧାରଣ ସାମିଲ ହୋଇଛନ୍ତି। 

ହାତୀ ବାଡି ବଗିଚା ନଷ୍ଟ କଲା

ହାତୀ ବାଡି ବଗିଚା ନଷ୍ଟ କଲା

ବଡଗାଁ, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । କିଛି ଦିନ ହେଲା ୧୭ଟି ହାତୀ ଥିବା ପଲରୁ କେତେକ ହାତୀ ମହାବୀର ପର୍ବତରେ ଥିଲାବେଳେ କେତେକ ହାତୀ ୩ଭାଗ ହୋଇ ଉପଦ୍ରବ କରୁଥିବାରୁ ବନ କର୍ମଚାରୀଙ୍କ ପାଇଁ ଘଉଡାଇବା କଷ୍ଟକର ହେଉଛି । ବୁଧବାର ରାତି ସାଢ଼େ ୧୧ଟାରେ କୁଲଗା ଗ୍ରାମରେ ହାତୀ ପଶି ଉପଦ୍ରବ କରିଥିଲା ବେଳେ ମହାବୀର ପର୍ବତ ତଳି କୁରେଇବଗା ଗ୍ରାମରେ ରାତି ଗୋଟାଏରେ ୨ଟି ହାତୀ ବାଡି