ଜାତୀୟ |

ଟ୍ରାକ୍ଟରରେ ଏମ୍‌ପି ଆସିଲେ ସଂସଦ

ଟ୍ରାକ୍ଟରରେ ଏମ୍‌ପି ଆସିଲେ ସଂସଦ
ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ହିସାର୍‌ର ଏମ୍‌ପି ଦୁସଓ୍ବନ୍ତ ଚୌତାଲା ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ଏକ ନିଆରା ଢଙ୍ଗରେ ବାହାରିଥିଲେ। ସେ ଏକ ସବୁଜ ରଙ୍ଗର ଟ୍ରାକ୍ଟର ଚଢି ସଂସଦ ଆସିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ବର୍ତ୍ତମାନ ଓ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଧିବେଶନକୁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
All Right Reserved By

ଜାତୀୟ |

ମାୟାବତୀଙ୍କ ହାତୀ ଢ଼ାଳିଲା ସୁନା କଳସ: ୨ ରାଜ୍ୟରେ କଂଗ୍ରେସ ଧରିବ ଶାସନ ଡୋର

ମାୟାବତୀଙ୍କ ହାତୀ ଢ଼ାଳିଲା ସୁନା କଳସ: ୨ ରାଜ୍ୟରେ କଂଗ୍ରେସ ଧରିବ ଶାସନ ଡୋର

ନୂଆଦିଲ୍ଲୀ,୧୨।୧୨: ଶେଷରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମାୟାବତୀଙ୍କ ହାତୀ ଚଢ଼ି କଂଗ୍ରେସ ଶାସନ ଗାଦିରେ ବସିବ। ମାୟାବତୀଙ୍କ ହାତୀ ସୁନା କଳସ ଢ଼ାଳି କଂଗ୍ରେସ ହାତରେ ଶାସନ ଡୋର ଧରାଇବ।

ମଧ୍ୟପ୍ରଦେଶ-ରାଜସ୍ଥାନରେ କିଙ୍ଗ୍‌ ମେକର ହେଲା ବିଏସ୍‌ପି: କଂଗ୍ରେସକୁ ସହଯୋଗର ହାତ ବଢ଼ାଇଲେ ମାୟାବତୀ

ମଧ୍ୟପ୍ରଦେଶ-ରାଜସ୍ଥାନରେ କିଙ୍ଗ୍‌ ମେକର ହେଲା ବିଏସ୍‌ପି: କଂଗ୍ରେସକୁ ସହଯୋଗର ହାତ ବଢ଼ାଇଲେ ମାୟାବତୀ

ଭୋପାଳ/ଜୟପୁର, ୧୨।୧୨: ସରକାର ଗଠନ ପାଇଁ ମଧ୍ୟପ୍ରଦେଶରେ କିଙ୍ଗ୍‌ ମେକରଙ୍କ ଆବଶ୍ୟକତା ରହିଥିବାବେଳେ କଂଗ୍ରେସକୁ ମାୟାବତୀଙ୍କ ବିଏସ୍‌ପି ସହଯୋଗର ହାତ ବଢ଼ାଇଛି। 

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ବେଙ୍ଗାଲୁର୍‌,୧୨।୧୨: ଫିଲ୍ମଷ୍ଟାର ରଜନୀକାନ୍ତ ବୁଧବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌।

ମଧ୍ୟପ୍ରଦେଶ-ରାଜସ୍ଥାନରେ କଂଗ୍ରେସର ସର୍ବାଧିକ ଆସନ: ସରକାର ଗଠନ ପାଇଁ ସହଯୋଗୀ ଖୋଜା

ମଧ୍ୟପ୍ରଦେଶ-ରାଜସ୍ଥାନରେ କଂଗ୍ରେସର ସର୍ବାଧିକ ଆସନ: ସରକାର ଗଠନ ପାଇଁ ସହଯୋଗୀ ଖୋଜା

ନୂଆଦିଲ୍ଲୀ,୧୨।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। 

ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ କିଙ୍ଗ୍‌ ମେକର ଭରସା: ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ କିଙ୍ଗ୍‌ ମେକର ଭରସା: ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଏଠାରେ ଭାଜପାକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସରକାର ଗଠନ ପାଇଁ ମଧ୍ୟପ୍ରଦେଶରେ କିଙ୍ଗ୍‌ ମେକରଙ୍କ ଆବଶ୍ୟକତା ରହିଛି। 

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୨-୧୨:  କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ନର ଭାବେ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା।

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ଆଇଜଲ,୧୧।୧୨: ମିଜୋରାମର ମୋଟ ୪୦ଟି ବିଧାନସଭା ଆସନ ମଧ୍ୟରୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌ )କୁ ୨୬ଟି ଆସନ ମିଳିଛି। ଏଠାରେ କଂଗ୍ରେସ ୫ଟି ଆସନରେ ବିଜୟଲାଭ କରିଥିବା ବେଳେ ଭାଜପାକୁ ଗୋଟିଏ  ଓ ଅନ୍ୟାନ୍ୟଙ୍କୁ ୮ଟି ଆସନ ମିଳିଛି। 

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ସୁକମା,୧୧।୧୨: ଛତିଶଗଡ଼ର ଚିନ୍ତାଗୁଫାଠାରେ ମଙ୍ଗଳବାର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

କୋଲକାତା,୧୧।୧୨: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଗଣତି ମଙ୍ଗଳବାର ହୋଇଛି। ଏଥିରେ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ରହିଛି। ଭାଜପାକୁ ପ୍ରାୟ ଅଧିକାଂଶ ସ୍ଥାନରେ ପଛରେ ପକାଇ କଂଗ୍ରେସ ଓ କିଛି ନିର୍ଦଳୀୟ ପ୍ରାର୍ଥୀ ଆଗକୁ ବଢି ଚାଲିଛନ୍ତି।

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଶୋପିଆନ,୧୧।୧୨: ଜମ୍ମୁ-କଶ୍ମୀର ଶୋପିଆନର ଜିନାପୁରାରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। 

ଜିତିଲେ କେସିଆର୍‌

ଜିତିଲେ କେସିଆର୍‌

ହାଇଦ୍ରାବାଦ,୧୧।୧୨: ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌)ର ଅଧ୍ୟକ୍ଷ ତଥା ତେଲେଙ୍ଗାନା ରଖୁଆଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଚଳିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିଛନ୍ତି।