ଅନ୍ତର୍ଜାତୀୟ |

ଉତ୍ତରକୋରିଆର ଧମକ: ଆମେରିକା-ଜାପାନ ଆଲୋଚନା

ଉତ୍ତରକୋରିଆର ଧମକ: ଆମେରିକା-ଜାପାନ ଆଲୋଚନା
ଓ୍ବାଶିଂଟନ,୧୪।୧୨: ଉତ୍ତରକୋରିଆର ପରମାଣୁ ପରୀକ୍ଷା ପରେ ସୁରକ୍ଷାକୁ ନେଇ ଆମେରିକା ଓ ଜାପାନର ଚିନ୍ତା ବଢିଯାଇଛି। ବ୍ରିଟିଶର ବୈଦେଶିକ ଓ ସ୍ବାଧୀନରାଷ୍ଟ୍ର ସଚିବ ବୋରିସ୍‌ ଜନସନ୍‌ ଏବଂ ପ୍ରତିରକ୍ଷା ସଚିବ ଗାଭିନ୍‌ ଓ୍ବିଲିୟମ୍‌ସନ୍‌, ଗୁରୁବାର ଲଣ୍ଡନ ଠାରେ ଜାପାନର ବୈଦେଶିକ ମନ୍ତ୍ରୀ ଟେଶରୋ କୋନୋ ଓ ପ୍ରତିରକ୍ଷା ମନ୍ତ୍ରୀ ଇତସୁନୋରି ଓନୋଡେରାଙ୍କ ସହ କଥାହେବାର କାର୍ଯ୍ୟକ୍ରମ ରହିଛି। ଉତ୍ତର କୋରିଆ ପରମାଣୁ ପରୀକ୍ଷା କରିବା ପରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆକୁ ଧମକ ଦେବା ଫଳରେ ଏହି ଦେଶଗୁଡ଼ିକର ସୁରକ୍ଷା ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି।
All Right Reserved By

ଅନ୍ତର୍ଜାତୀୟ |

୪୯ ଦିନ ପରେ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ : କେବଳ ପୋଡା ମାଛ ହିଁ ଥିଲା ଆହାର

୪୯ ଦିନ ପରେ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ : କେବଳ ପୋଡା ମାଛ ହିଁ ଥିଲା ଆହାର

ଜାକର୍ତ୍ତା, ୨୬।୯: ଦୀର୍ଘ ୪୯ ଦିନ ଧରି ସମୁଦ୍ର ଭିତରେ ରହି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଇଣ୍ଡୋନେସିଆର ଜଣେ ଯୁବକ।

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୯: ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ୍‌ ରୁଶିଦ୍‌ଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥା ସମ୍ପର୍କରେ ପ୍ରକାଶ କରିଛନ୍ତି। 

ନବଜାତ ଶିଶୁ ମୃତଦେହକୁ ୫ ବର୍ଷ ଲକରରେ ରଖିଥିଲେ ମହିଳା

ନବଜାତ ଶିଶୁ ମୃତଦେହକୁ ୫ ବର୍ଷ ଲକରରେ ରଖିଥିଲେ ମହିଳା

ଟୋକିଓ,୨୬।୯: ଜାପାନର ଟୋକିଓରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନବଜାତ ଶିଶୁର ମୃତ୍ୟୁ ହେବାରୁ ଜଣେ ମା’ ତା’ର ମୃତଦେହକୁ ୫ ବର୍ଷ ପର୍ଯ୍ୟନ୍ତ ରଖିଥିଲେ। 

ନମ୍ବର କମାଇବା ଧମକ ଦେଇ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶିକ୍ଷୟିତ୍ରୀ

ନମ୍ବର କମାଇବା ଧମକ ଦେଇ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶିକ୍ଷୟିତ୍ରୀ

ଓ୍ବାଶିଂଟନ,୨୬।୯: ଆମେରିକା ଚାଲଷ୍ଟନ କାଉଣ୍ଟି ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୨୭ ବର୍ଷ ବୟସ୍କ ଜେନିଫର ଓଲାଜିରେ-ଆରୋ ନାମକ ଜଣେ ଗଣିତ ଶିକ୍ଷୟିତ୍ରୀ ୧୭ ବର୍ଷ ବୟସ୍କ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲେ।

ଚୋରିକଲେ ରାଜକୁମାର: ଭିଡିଓ ଭାଇରାଲ

ଚୋରିକଲେ ରାଜକୁମାର: ଭିଡିଓ ଭାଇରାଲ

ଲଣ୍ଡନ,୨୫।୯: ବ୍ରିଟେନ ରାଜକୁମାର ହ୍ୟାରୀ ଦେଶ ବିଦେଶରେ ଖୁବ୍‌ ପରିଚିତ। ତାଙ୍କ ରାଜକୀୟ ବିବାହ ମଧ୍ୟ ସାରା ବିଶ୍ୱରେ ବେଶ ଚର୍ଚ୍ଚା ସାଉଁଟିଥିଲା। ହେଲେ ଏହି ରାଜକୁମାର ଏବେ ଏମିତି କାମ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଢାକା,୨୫।୯: ବଲିଉଡର ନାଁକରା ଅଭିନେତା ଇରଫାନ ଖାଁଙ୍କ ଅଭିନୀତ ଏକ ବାଂଲାଦେଶୀ ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି। ‘ଡୁବ: ନୋ ବେଡ୍‌ ଅଫ୍‌ ରୋଜେସ୍‌’ ନାମକ ଏହି ଫିଲ୍ମ ୨୦୧୯ ଓସ୍କାର ସମ୍ମାନ ପାଇଁ ବାଂଲାଦେଶରୁ ପଠାଯାଇଥିବା ସୂଚନା ମିଳିଛି।

ସନ୍ଧ୍ୟା ସମାଚାର ପଢିଲେ ପ୍ରଥମ ମହିଳା ଆଙ୍କର

ସନ୍ଧ୍ୟା ସମାଚାର ପଢିଲେ ପ୍ରଥମ ମହିଳା ଆଙ୍କର

ରିୟାଦ,୨୫।୯: ସୌଦି ଆରବରେ ମହିଳାମାନଙ୍କ ଉପରେ ଥିବା କଟକଣା ଧିରେ ଧିରେ ହଟାଇ ନିଆଯାଉଛି। ତା’ର ଏକ ଉଦାହରଣ ହେଲା ସନ୍ଧ୍ୟାରେ ଟେଲିଭିଜନ ଚ୍ୟାନେଲରେ ମହିଳା ଆଙ୍କର ନ୍ୟୁଜ ପଢିବା ଘଟଣା।

୩ ମାସର ଝିଅ ସହ ଜାତିସଙ୍ଘ ମହାସଭାରେ ଯୋଗଦେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

୩ ମାସର ଝିଅ ସହ ଜାତିସଙ୍ଘ ମହାସଭାରେ ଯୋଗଦେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବାଶିଂଟନ,୨୫।୯: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିନ୍ଦା ଅଡ୍ରେନ ତାଙ୍କ ୩ ମାସର ଶିଶୁକନ୍ୟା ସହ ଜିତିସଙ୍ଘ ମହାସଭାରେ ଯୋଗଦେବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଇଭାଙ୍କାଙ୍କୁ ପୁଣି ନିମନ୍ତ୍ରଣ ଦେଲା ଦକ୍ଷିଣ କୋରିଆ

ଇଭାଙ୍କାଙ୍କୁ ପୁଣି ନିମନ୍ତ୍ରଣ ଦେଲା ଦକ୍ଷିଣ କୋରିଆ

ନ୍ୟୁୟର୍କ,୨୫।୯: ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫଙ୍କୁ ପୁଣିଥରେ ଦକ୍ଷିଣ କୋରିଆରୁ ନିମନ୍ତ୍ରଣ ମିଳିଛି। ସିଓଲ ଓ ଓ୍ବାଶିଂଟନ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏହି ନିମନ୍ତ୍ରଣ ଦେଇଛି ଦକ୍ଷିଣ କୋରିଆ।

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୪।୯: ପାକିସ୍ତାନର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ନ୍ୟୁଜ ଆଙ୍କର ଭାବେ କାମ କରନ୍ତି ଶୟିଦ ରଜା ମେହେଦି। ଏବେ ଏହି ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଆଟଲାଣ୍ଟା,୨୪।୯: ଆମେରିକା ଆଟଲାଣ୍ଟାରେ ଗର୍ଲ ଫ୍ରେଣ୍ଡ୍‌ଙ୍କ ନାବାଳିକା କନ୍ୟାଙ୍କୁ ଏକାଧିକ ଥର ବଳାତ୍କାର କରିଥିବା ଅଭିଯୋଗରେ ନିକୋଲୋସ ନାମକ ଜଣେ ଯୁବକଙ୍କୁ ୧୬୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି।