ଜାତୀୟ |

ବେଆଇନ ଖଣି ଖନନ ମାମଲାରେ ୨ମାଜିଷ୍ଟ୍ରେଟଙ୍କୁ ନିଲମ୍ବନ

ବେଆଇନ ଖଣି ଖନନ ମାମଲାରେ ୨ମାଜିଷ୍ଟ୍ରେଟଙ୍କୁ ନିଲମ୍ବନ

ଆଲ୍ଲାହାବାଦ,୧୪।୧୨: ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ବେଆଇନ ଖଣି ଖନନ ପାଇଁ କାନପୁର ଗ୍ରାମୀଣ ଜିଲାଧିକାରୀ ରାକେଶ କୁମାର ସିଂ ଏବଂ ଗୋରଖପୁର ଜିଲା ମାଜିଷ୍ଟ୍ରେଟ୍‌ ରାଜୀବ ଶୌତେଲାଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି। ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବାବାସାହେବ ଭୋସାଲେ ଏବଂ ନ୍ୟାୟମୂର୍ତ୍ତି ମନୋଜ କୁମାର ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

All Right Reserved By

ଜାତୀୟ |

ଗ୍ରେଟର ନୋଏଡା କୋଠା ଭୁଷୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଗ୍ରେଟର ନୋଏଡା କୋଠା ଭୁଷୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ,୧୯।୭: ଗ୍ରେଟର ନୋଏଡାର ଶାହବରିରେ ମଙ୍ଗଳବାର ଏକ ନିର୍ମାଣାଧୀନ ୬ ମହଲା ଘର ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଆଉ କେହି ଭଙ୍ଗା କୋଠା ତଳେ ରହିଯାଇଥିବା ସନ୍ଦେହ କରି ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଚିକିତ୍ସା ପାଇଁ ମହିଳାଙ୍କୁ କାନ୍ଧରେ ବୋହି ୪୦ କିମି ଚାଲିଲେ ଆଇଟିବିପି ଯବାନ

ଚିକିତ୍ସା ପାଇଁ ମହିଳାଙ୍କୁ କାନ୍ଧରେ ବୋହି ୪୦ କିମି ଚାଲିଲେ ଆଇଟିବିପି ଯବାନ

ରାୟପୁର,୧୯।୭: ଛତିଶଗଡ଼ ମାଓପ୍ରବଣ ଅଞ୍ଚଳ କୋଡ଼ାଗାଓ୍ବଁ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ କାନ୍ଧରେ ବୋହି ପାଦରେ ୪୦ କିଲୋମିଟର ଚାଲି ଚାଲି ଜିଲା ମୁଖ୍ୟାଳୟରେ ପହଞ୍ଚାଇଛନ୍ତି ଆଇଟିବିପି ଯବାନ।

୫୫ ବର୍ଷରେ ୨୬ ଥର ଅନାସ୍ଥା ପ୍ରସ୍ତାବ, ୨ ଥର ବିରୋଧୀ ସଫଳ

୫୫ ବର୍ଷରେ ୨୬ ଥର ଅନାସ୍ଥା ପ୍ରସ୍ତାବ, ୨ ଥର ବିରୋଧୀ ସଫଳ

ନୂଆଦିଲ୍ଲୀ,୧୯।୭: ଦେଶର ରାଜନୈତିକ ଇତିହାସରେ ୫୫ ବର୍ଷ ମଧ୍ୟରେ ଲୋକ ସଭାରେ ୨୬ଥର ଅନାସ୍ଥା ପ୍ରସ୍ତାବ ଆସିଛି। ସେଥିମଧ୍ୟରୁ ୨ ଥର ବିରୋଧୀ ଦଳ ସଫଳତା ହାସଲ କରିଥିବାବେଳେ ୨୪ ଥର ସରକାରଙ୍କୁ କୌଣି କ୍ଷତି ପହଞ୍ଚି ନାହିଁ।

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ନୂଆଦିଲ୍ଲୀ,୧୯।୭: ଲୋକ ସଭାରେ ଆଉ ଗୋଟିଏ ଆସନ ଖାଲି ହୋଇଛି। ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ଗୁରୁବାର ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି।

ଟଙ୍କା ଦେଇ ଜେଲ୍‌ରେ ରହିବେ ପର୍ଯ୍ୟଟକ

ଟଙ୍କା ଦେଇ ଜେଲ୍‌ରେ ରହିବେ ପର୍ଯ୍ୟଟକ

ଥିରୁଭନନ୍ତପୁରମ୍‌,୧୯।୭: କେରଳ ଯାଉଥିବା ପର୍ଯ୍ୟଟକମାନେ ଏବେ ଟଙ୍କା ଦେଇ ଜେଲ୍‌ରେ ରହିପାରିବେ। ଖୁବଶୀଘ୍ର ଏଠାରେ ଏକ ଜେଲ ମ୍ୟୁଜିୟମ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଉଛି।

ଅନାସ୍ଥା ପ୍ରସ୍ତାବକୁ ଡରି ନାହାଁନ୍ତି ମୋଦି

ଅନାସ୍ଥା ପ୍ରସ୍ତାବକୁ ଡରି ନାହାଁନ୍ତି ମୋଦି

ନୂଆଦିଲ୍ଲୀ,୧୯।୭: ଚଳିତ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଟିଡ଼ିପି ଆଣିଛି ଅନାସ୍ଥା ପ୍ରସ୍ତାବ। ଏହାଉପରେ ଶୁକ୍ରବାର ଆଲୋଚନା ହେବ। କଂଗ୍ରେସ ସହିତ ବିରୋଧୀ ମେଣ୍ଟ ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଥିବା କଥା କହୁଛନ୍ତି।

ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଅମୃତସର,୧୯।୭: ପଞ୍ଜାବ ଅମୃତସର ନିକଟସ୍ଥ ଅଜନଳାଠାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୭୩ ବାଟାଲିଅନ ଯବାନ ପାକିସ୍ତାନ ପଟୁ ଭାରତ ଭିତରକୁ ପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧଙ୍କୁ ସତର୍କ ସୂଚନା ଦେଇଥିଲେ।

୨୫୦ ମିଟର ଗଭୀର ଖାଇକୁ ଖସିଲା ବସ: ୧୪ ମୃତ

୨୫୦ ମିଟର ଗଭୀର ଖାଇକୁ ଖସିଲା ବସ: ୧୪ ମୃତ

ଚମ୍ବା,୧୯।୭: ଉତ୍ତରାଖଣ୍ଡ ତେହରୀ ଜିଲା ଚମ୍ବା ଠାରେ ଗୁରୁବାର ପୂର୍ବାହ୍ନ ୯ଟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବସ ୨୫୦ ମିଟର ଗଭୀର ଖାଇକୁ ଖସି ପଡ଼ିଛି।

ସ୍କୁଲ ଭାଙ୍ଗିଲେ ମାଓବାଦୀ

ସ୍କୁଲ ଭାଙ୍ଗିଲେ ମାଓବାଦୀ

ଲେଟେହାର,୧୯।୭: ଝାଡଖଣ୍ଡର ଲେଟେହାରରେ ଥିବା ଏକ ସରକାରୀ ସ୍କୁଲଙ୍କୁ ବୁଧବାର ମାଓବାଦୀମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଠାରେ ସୁରକ୍ଷାକର୍ମୀମାନେ ରହୁଥିବାରୁ ଉକ୍ତ ସ୍କୁଲକୁ ମାଓବାଦୀ ରାଗରେ ଭାଙ୍ଗି ଦେଇଥିବା ଜଣାପଡିଛି।

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

ରାୟପୁର,୧୯।୭: ଚଳିତ ବର୍ଷ ଜାନୁୟାରୀ ୧ ଠାରୁ ଜୁଲାଇ ୧୫ ତାରିଖ ସୁଦ୍ଧା ୨୧ ମହିଳା ମାଓବାଦୀ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୬୧ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

୨୦୧୭: ସୀମାରେ ୧୦୬ ଯବାନ ଶହୀଦ

୨୦୧୭: ସୀମାରେ ୧୦୬ ଯବାନ ଶହୀଦ

ନୂଆଦିଲ୍ଲୀ,୧୯।୭: ପାକିସ୍ତାନୀ ସୀମାନ୍ତରେ ସଂଘର୍ଷ ବେଳେ ୨୦୧୭ରେ ୧୦୬ ଜଣ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ଅଧିକାରୀ ଥିବା ବୁଧବାର କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୧୯।୭: ପାର୍ଲାମେଣ୍ଟକୁ ଟାର୍ଗେଟ କରିଛନ୍ତି ୨ ଖଲିସ୍ତାନ ଆତଙ୍କବାଦୀ। ସେମାନେ ନେପାଳରୁ ଏକ ଧଳା ଇନୋଭା କାରରେ ବିସ୍ଫୋରକ ନେଇ ଦିଲ୍ଲୀ ଆସୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Model This Week

ରୂପେଶ