ଜାତୀୟ |

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ: ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା

 ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ: ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା
ଅହମ୍ମଦାବାଦ୍‌,୧୪।୧୨: ଗୁଜରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ହୋଇଛି। ମତଦାନ ସାବ୍ୟସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣିପ ବୁଥ୍‌ରେ ପହଞ୍ଚି ଭୋଟ୍‌ ଦେଇଛନ୍ତି। ଭୋଟ୍‌ ଦେବାପରେ ସେ ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍‌ରେ ବସି ନ ଯାଇ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। ଏହାକୁ କଂଗ୍ରେସ ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ କୁହାଯାଇଛି। ପ୍ରଧାନମନ୍ତ୍ରୀ ଜାଣିଶୁଣି ଏପରି କରିଥିବା କଂଗ୍ରେସ ସୂଚିତ କରିବା ସହିତ ନିର୍ବାଚନ କମିଶନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି।
All Right Reserved By

ଜାତୀୟ |

ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗମ୍ଭୀର

ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗମ୍ଭୀର

ନୂଆଦିଲ୍ଲୀ, ୧୬।୧: ହାଇକୋର୍ଟର ତିନିଜଣ ବିଧାୟକଙ୍କ ବରିଷ୍ଠତାକୁ ଅଣଦେଖା କରି ଦୁଇଜଣ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ କରିଥିବା ସୁପାରିଶକୁ ନେଇ ବିବାଦ ଦେଖାଦେଇଛି।

ଭାଜପାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ

ଭାଜପାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ

ଇଟ୍ଟାନଗର, ୧୬।୧: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ପଠାଇଛନ୍ତି। 

ଘନଉଛି କର୍ନାଟକ ସଙ୍କଟ

ଘନଉଛି କର୍ନାଟକ ସଙ୍କଟ

ବେଙ୍ଗାଲୁରୁ, ୧୬।୧:କର୍ନାଟକରେ ଜେଡିଏସ ଓ କଂଗ୍ରେସ ମେଣ୍ଟ ଭୁଶୁଡିବା ପରିସ୍ଥିତି ଉପୁଜିଛିି। ମଙ୍ଗଳବାର ଦୁଇ ସ୍ବାଧୀନ ବିଧାୟକ ଆର୍‌ ଶଙ୍କର ଓ ଏଚ ନାଗେଶ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବାବେଳେ 

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ନୂଆଦିଲ୍ଲୀ, ୧୬।୧: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ମଙ୍ଗଳବାର ପୋଲିସ ସୋନାକ୍ଷୀଙ୍କ ସହ ଏହି ମାମଲାରେ ଜଡିତ ୪ଜଣଙ୍କୁ ନୋଟିସ୍‌ ପଠାଇଛି। 

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟି ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀର କାପସହେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷର ଶିଶୁ କାନ୍ଦିବାରୁ ତାଙ୍କ ମା’ଙ୍କ ପ୍ରେମିକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ଚପାଇଦେବା ପାଇଁ ଯୁବକ ଜଣଙ୍କ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। 

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

ଭାରତୀୟ କ୍ରିକେଟରମାନେ ପଡିଆ ଭିତରେ ଯେତିକି ପପୁଲାର୍‌ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ରୋଚକ। ବିବାହ ପୂର୍ବରୁ ପପୁଲାର କ୍ରିକେଟରମାନଙ୍କ ପତ୍ନୀ କ’ଣ କରୁଥିଲେ ତାହାକୁ ନେଇ ଉପସ୍ଥାପନା...

ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ପରଲୋକ

ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ପରଲୋକ

ନୂଆଦିଲ୍ଲୀ, ୧୬।୧: ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କର ପରଲୋକ ଘଟିଛି। ଅଯୋଧ୍ୟା ରାମଜନ୍ମ ଭୂମି ଆନ୍ଦୋଳନର ମୁଖ୍ୟ କର୍ନଧାର ଥିଲେ ବିଷ୍ଣୁ ହରି ଡାଲମିଆ। 

ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଶିଲା ଦୀକ୍ଷିତ

ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପଦବୀରେ ଥିବା ଅଜୟ ମାକେନ ଶୁକ୍ରବାର ଇସ୍ତଫା ଦେବା ପରେ ୮୦ବର୍ଷୀୟ ଶିଲା ତାଙ୍କ ସ୍ଥାନ ନେଇଛନ୍ତି।

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ଜୟପୁର, ୧୬।୧: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ସହ ଜଣେ ପରିବା ବିକ୍ରେତା ହସିକି ପଦେ କଥା ହେବାରୁ ତାଙ୍କ ବେକ କାଟି ଦେଇଛନ୍ତି ସ୍ବାମୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଶୀଘ୍ର ଚିକିତ୍ସା କରିବାକୁ କହିବାରୁ ରୋଗୀଙ୍କୁ  ପିଟିଲେ ୩ ଡାକ୍ତର

ଶୀଘ୍ର ଚିକିତ୍ସା କରିବାକୁ କହିବାରୁ ରୋଗୀଙ୍କୁ ପିଟିଲେ ୩ ଡାକ୍ତର

ନୂଆଦିଲ୍ଲୀ,୧୬।୧: ଡାକ୍ତର ରୋଗୀଙ୍କ ପାଇଁ ଦେବଦୂତ। ତେବେ ଜଣେ ରୋଗୀ ଶୀଘ୍ର ଚିକିତ୍ସା କରାଇବାକୁ ଅନୁରୋଧ କରିବାରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ୩ ଜଣ ଡାକ୍ତର ପିଟିଛନ୍ତି।

ଯୋଗୀ ସରକାରଙ୍କ ନୂଆ ନିୟମ: ଜେଲ୍‌ରେ ରହିବେ ବୁଲା ଗୋରୁ

ଯୋଗୀ ସରକାରଙ୍କ ନୂଆ ନିୟମ: ଜେଲ୍‌ରେ ରହିବେ ବୁଲା ଗୋରୁ

ଲକ୍ଷ୍ନୌ,୧୬।୧: ଉତ୍ତରପ୍ରଦେଶରେ ବୁଲା ଗୋରୁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିୟମ ପ୍ରଣୟନ କରିଛନ୍ତି।