ଜାତୀୟ |

ଅଧିକ ଦରରେ ପାଣି ବୋତଲ ବିକିପାରିବେ ହୋଟେଲ: ସୁପ୍ରିମକୋର୍ଟ

ଅଧିକ ଦରରେ ପାଣି ବୋତଲ ବିକିପାରିବେ ହୋଟେଲ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩।୧୨: ହୋଟେଲରେ ପାଣି ବୋତଲ ଏବେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରାଯାଇପାରିବ। ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ପାଣି ବୋତଲ ବିକ୍ରି କରୁଥିବା ହୋଟେଲଗୁଡ଼ିକରୁ ଜରିମାନା ଆଦାୟ କରିବାକୁ ନେଇ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଏହା କହିଛନ୍ତି। ଅଦାଲତଙ୍କ ଅନୁଯାୟୀ ହୋଟେଲକୁ ପାଣି ବୋତଲ ଆଣିବାକୁ ଯାଉଥିବା ଲୋକଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ। ତେଣୁ ହୋଟେଲ ଓ ରେସ୍ତୋରାଁ ଏପରିସ୍ଥଳେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ଏହାକୁ ବିକ୍ରି କରିପାରିବେ।
All Right Reserved By

ଜାତୀୟ |

ସନ୍ନି ଲିଓନଙ୍କୁ ବିରୋଧ

ସନ୍ନି ଲିଓନଙ୍କୁ ବିରୋଧ

ବେଙ୍ଗାଲୁରୁ,୨୨।୧୦: କର୍ନାଟକ ରକ୍ଷଣ ବେଦୀକେ(କେଆର୍‌ଭି)ର ସଦସ୍ୟମାନେ ବଲିଉଡ୍‌ ଷ୍ଟାର ସନ୍ନି ଲିଓନଙ୍କ ବିରୋଧରେ ସୋମବାର ପ୍ରଦର୍ଶନ କରିଛନ୍ତି। ଟାଉନ୍‌ହଲ୍‌ଠାରେ କରାଯାଇଥିବା ଏହି ବିରୋଧ ପ୍ରଦର୍ଶନରେ ଲୋକେ ସନ୍ନିଙ୍କ ପୋଷ୍ଟର ଜାଳିଥିବା ଦେଖିବାକୁ ମିଳିଥିଲା।

ସାମାଜିକ ବାସନ୍ଦ: ପୁଅ ଦେଲେନି ମା’ଙ୍କ କୋକେଇକୁ କାନ୍ଧ

ସାମାଜିକ ବାସନ୍ଦ: ପୁଅ ଦେଲେନି ମା’ଙ୍କ କୋକେଇକୁ କାନ୍ଧ

ବିଳାସପୁର,୨୨।୧୦: ମଧ୍ୟପ୍ରଦେଶ ବିଳାସପୁରରେ ସମାଜିକ ବାସନ୍ଦ ପାଇଁ ଜଣେ ପୁଅ ମଧ୍ୟ ମା’ଙ୍କ କୋକେଇକୁ କାନ୍ଧ ଦେବାକୁ ପଛେଇଛନ୍ତିି। 

ଦମ୍ପତିଙ୍କ ମଧ୍ୟରେ ବଢୁଛି ଯାଆଁଳା ସନ୍ତାନଙ୍କ ପ୍ରତି ଆଗ୍ରହ

ଦମ୍ପତିଙ୍କ ମଧ୍ୟରେ ବଢୁଛି ଯାଆଁଳା ସନ୍ତାନଙ୍କ ପ୍ରତି ଆଗ୍ରହ

ନୂଆଦିଲ୍ଲୀ,୨୨।୧୦: ଦମ୍ପତିଙ୍କ ମଧ୍ୟରେ ଯାଆଁଳା ସନ୍ତାନଙ୍କ ପ୍ରତି ଆଗ୍ରହ ବଢୁଛି। ଓ୍ବାଇଭିଏଫ୍‌ ଜ୍ଞାନକୌଶଳ ଯୋଗୁ ଏଥିପ୍ରତି ଦମ୍ପତି ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। 

ସର୍ଜରୀ ଓ୍ବାର୍ଡରୁ ରୋଗୀଙ୍କ କଟା ଗୋଡ଼ ନେଇଗଲା କୁକୁର

ସର୍ଜରୀ ଓ୍ବାର୍ଡରୁ ରୋଗୀଙ୍କ କଟା ଗୋଡ଼ ନେଇଗଲା କୁକୁର

ବକ୍ସର, ୨୨।୧୦: ବିହାର ବକ୍ସର ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଆରା ଅଞ୍ଚଳର ଜଣେ ଚିକିତ୍ସାଧୀନ ଜଣେ ରୋଗୀଙ୍କ କଟାଗୋଡ଼ କୁକୁର ନେଇ ପଳାଇଛି।

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ରାୟପୁର,୨୨।୧୦: ଛତିଶଗଡ଼ ରାୟପୁରରେ ଜଣେ ନକଲି ପୋଲିସ ଅଫିସର ଧରା ପଡ଼ିଛନ୍ତି। ନିଜକୁ ଏସଆଇଟି  ସଦସ୍ୟ କହି ପୋଲିସ ବିଭାଗର ପ୍ରତିଟି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିଲା। 

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

ଥିରୁଭାନନ୍ତପୁରମ,୨୨।୧୦: ବହୁ ଚର୍ଚ୍ଚିତ କେରଳ ନନ୍‌ ବଳାତ୍କାର ମାମଲାର ମୁଖ୍ୟ ସାକ୍ଷୀ ଥିବା କ୍ୟାଥୋଲିକ୍‌ ଚର୍ଚ୍ଚର ପୂଜାରୀ ଫାଦର କୁରିଆକୋସ କଟୁଥାରାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। 

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ଥାଣେ,୨୨।୧୦: ମହାରାଷ୍ଟ୍ରର କଲ୍ୟାଣ ସହରରେ ଥିବା ଏକ ହୋଟେଲରେ ଜଣେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସନ୍ଦୀପ ବଢେ(୪୧)ଙ୍କୁ ପୋଲିସ ଗିରଫ କରିଛି। 

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

ଇନ୍ଦୋର,୨୨।୧୦: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଆରମ୍ଭ ହୋଇ ଯାଇଛି। ତେବେ ଏଥର ଏହି ବିଧାନସଭା ନିର୍ବାଚନର ଏକ ବିଶେଷତ୍ୱ ହେଉଛନ୍ତି ସୁଦୀପ ଶୁକ୍ଳା।

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଅହମ୍ମଦାବାଦ୍‌,୨୨।୧୦: ପରୀକ୍ଷାରେ ଶିକ୍ଷାର୍ଥୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଜଣେ ପ୍ରଫେସର ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି। 

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଲକ୍ଷ୍ନୌ,୨୨।୧୦: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବର ଯୌତୁକ ମାଗିବାରୁ ଏହାର ପରିଣତି ଭୋଗିବାକୁ ପଡିଛି। 

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୧୦: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍‌ ହେବା ସହିତ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।