ସମ୍ବଲପୁର

ବରଗଡ଼ରେ ସଶସ୍ତ୍ର ଡକାୟତି

ବରଗଡ଼ରେ ସଶସ୍ତ୍ର ଡକାୟତି

ବରଗଡ଼ ଅଫିସ, ୧୨।୧୨(ଡି.ଏନ୍‌.ଏ.): ବରଗଡ଼ ସହର ୧୯ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବ୍ରହ୍ମବିହାରରେ ସୋମବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ପ୍ରାୟ ୧୦ରୁ ୧୨ ଦୁର୍ବୃତ୍ତ ବ୍ରହ୍ମବିହାରସ୍ଥିତ ଅବିନାଶ ପତିଙ୍କ ଘରେ ପଶି ୧୨ଭରି ଓଜନର ସୁନାଗହଣା ସମେତ ନଗଦ ୪ ହଜାର ଟଙ୍କା ନେଇଯାଇଛନ୍ତି। ସେମାନେ ହାତରେ ଭୁଜାଲି, ଚାବୁକ ଓ ଠେଙ୍ଗା ଧରିଥିବା ବେଳେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ। ଖବର ପାଇ ବରଗଡ଼ ଏସ୍‌ପି ବି. ଯୁଗଳ କିଶୋର, ଏସ୍‌ଡିପିଓ ସୁରେଶ କୁମାର ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡକାୟତଙ୍କୁ ଠାବ କରାଯାଇପାରି ନାହିଁ।

All Right Reserved By

Model This Week

Model This Week

ସମ୍ବଲପୁର

ସଚିବଙ୍କ କଣ୍ଟାମାଳ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

ସଚିବଙ୍କ କଣ୍ଟାମାଳ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

ଘଣ୍ଟାପଡ଼ା,୨୪।୪(ଡି.ଏନ.ଏ.): କଲଚୁରାଲ ସେକ୍ରେଟାରୀ ମନୋରଞ୍ଜନ ପାଣିଗ୍ରାହୀ ମଙ୍ଗଳବାର କଣ୍ଟାମାଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ବିକାଶର ଚିତ୍ର ପରଖିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ ସହ ହିତାଧିକାରୀଙ୍କୁ ସଚେତନା

ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ ସହ ହିତାଧିକାରୀଙ୍କୁ ସଚେତନା

ମୁରିବାହାଲ, ୨୪।୪ (ଡି.ଏନ.ଏ.): ମୁରିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପୂର୍ବରୁ ଚୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାସଗୃହ ଗତ ସୋମବାର ବଣ୍ଟନ କରାଯିବା ସହ ଏକ ସଚେତନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ଝାରସୁଗୁଡା ଅଫିସ,୨୪। ୪: ଝାରସୁଗୁଡା ଜିଲା ବ୍ରଜରାଜନଗରରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ମଙ୍ଗଳବାର ପ୍ରକାଶ ପାଇଛି।

ପପଙ୍ଗା ସରସ୍ବତୀ ଶିଶୁମନ୍ଦିରର ଦଶମ ବାର୍ଷିକୋତ୍ସବ

ପପଙ୍ଗା ସରସ୍ବତୀ ଶିଶୁମନ୍ଦିରର ଦଶମ ବାର୍ଷିକୋତ୍ସବ

ଭେଡ଼େନ,୨୪।୪(ଡ଼ି.ଏନ.ଏ.) : ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ବାର୍ଷିକୋତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

ମନ ଜିଣିଲା ‘କୁକୁରର୍‌ ନାଁ ହେରେସ୍‌ମେଣ୍ଟ’ ନାଟକ

ମନ ଜିଣିଲା ‘କୁକୁରର୍‌ ନାଁ ହେରେସ୍‌ମେଣ୍ଟ’ ନାଟକ

ସୋହେଲା,୨୪।୪(ଡି.ଏନ.ଏ.): ସମ୍ବଲପୁର ଜିଲା ହୀରାକୁଦଠାରେ ହିଣ୍ଡାଲକୋ କ୍ଲବ ତରଫରୁ ୪୧ତମ ହିଣ୍ଡାଲକୋ ନାଟ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ରଣରଣା ଗଁ।ରେ ବିକାଶ ଅପହଞ୍ଚ, ପୋଖରୀ ପାଣି ସାହା ଭରସା

ରଣରଣା ଗଁ।ରେ ବିକାଶ ଅପହଞ୍ଚ, ପୋଖରୀ ପାଣି ସାହା ଭରସା

ଲାଞ୍ଜିଗଡ଼,୨୪।୪(ଡି.ଏନ୍‌.ଏ.): ଜଙ୍ଗଲ ଭିତରେ ଗଁ। ଟିଏ । ଏଠାରେ ଲୋକେ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟ ଦେଇ ଜୀବନ ଅତିବାହିତ କରୁଛନ୍ତି । ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଉନ୍ନୟନମୂଳକ ତଥା ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ଓ କର୍ମଚାରୀଙ୍କ ଅବହେଳାରୁ ଯୋଜନା କେବଳ କାଗଜ କଲମରେ ସିମିତ ଥିବା ଅଭିଯୋଗ ହେଉଛି।

ଶିଶୁ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସଚେତନତା ଶିବିର

ବୀରମହାରାଜପୁର, ୨୪।୪ (ଡି.ଏନ.ଏ.): ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

୨୯ରୁ ରାଜ୍ୟସ୍ତରୀୟ ମହିଳା ସୁଇମିଂ ଚାମ୍ପିୟନସିପ୍‌

ସମ୍ବଲପୁର, ୨୪ ।୪ (ବ୍ୟୁ.ରୋ.): ଲାୟନ୍ସ କ୍ଲବ ଅଫ୍‌ ସମ୍ବଲପୁର ସିଲ୍କ ପକ୍ଷରୁ ଆସନ୍ତା ୨୯ରୁ ପ୍ରଥମ ରାଜ୍ୟସ୍ତରୀୟ ଓପନ୍‌ ମହିଳା ସୁଇମିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ସମ୍ବଲପୁର,୨୪।୪ (ବ୍ୟୁ.ରୋ.): ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୮ତମ ବାର୍ଷିକଉତ୍ସବ ମଙ୍ଗଳବାର ଭତରା ମଠପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ଦେଓଗାଁ,୨୪।୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗଁ। ତହସିଲ ଅନ୍ତର୍ଗତ ମହଲାଇ ଆରଆଇ ଅଫିସର ରାଜସ୍ବ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲାଞ୍ଚ ନେବାବେଳେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁବଳାତ୍କାର ଅଭିଯୋଗ

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁବଳାତ୍କାର ଅଭିଯୋଗ

ସମ୍ବଲପୁର,୨୪।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ବୁର୍ଲା ଥାନା ଅଧିନରେ ମଙ୍ଗଳବାର ଏକ ୫ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ପାଟଣାଗଡ, ୨୪।୪ (ଡି.ଏନ.ଏ.): ସମଗ୍ର ପଶ୍ଚିମ ଓଡିଶାରେ ଅଗ୍ନି ବର୍ଷା ହେଉଥିବାବେଳେ ବଲାଙ୍ଗୀର ଜିଲାରେ ତାର ପ୍ରକୋପ ଅଧିକ ରହିଛି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବଲାଙ୍ଗୀର ଜିଲାର ନଁ। ସଭା ଆଗରେ। ତାପମାତ୍ରା ୪୩ ରୁ ଅଧିକ ହେଲାଣି।