ସମ୍ବଲପୁର

ଅସହାୟ କେତକୀ ନାଏକ

ଅସହାୟ କେତକୀ ନାଏକ
ଅତାବିରା, ୧୧।୧୨ (ଡି.ଏନ.ଏ.)- ଗରିବ, ଶ୍ରମିକ, ଖଟିଖିଆ ଆର ଦରିଦ୍ର ସୀମାରେଖା ତଲେ ଥିବାର ପରିବାର ମାନକର ଲାଗି ସରକାର ବହୁତଟେ ଯୋଜନା ବାହାର କରୁଛନ। ସେନ୍‌ତା ଗଁ।ଗଁଡାରେ ରହୁଥିବାର ବହୁତଟେ ଅସହାୟ ବୁଢ଼ୀବୁଢ଼ା, ଭିନ୍ନକ୍ଷମମାନେ ଭିଲ ସରକାରୀ ଯୋଜନାର ପଛଫାଲେ ରହିଯାଉଛନ। କେନ୍ଦ୍ର ଆର ରାଏଜ ସରକାର ଇ ବାବଦେ କୋଟି କୋଟି ଟଁକା ଖରଚ କରୁଛନ ହେଲେ ଅଧ୍‌କାରୀମାନକର ଇଛାଶକତି ଅଭା ଲାଗି ପ୍ରକୁତ ଲୋକ ଯୋଜନାର ଲାଭ ନାଇଁ ପାଏବାର। ଅତାବିରା ବ୍ଲକ କୁଲିତାଟୁକୁରା ପନ୍‌ଚେତ ଘନାପାଲି ଗଁ।ର ମୂଲବାସୀ ହେଉଛନ କେତକୀ ନାଏକ(୭୦)। ସେ ଅସହାୟ ଭାବେଁ ବୁଲୁଛନ ଆର ଯେନ୍‌ନେ ଯାହା ମୁଠେ ମିଲ୍‌ଲା ଖାଇ ଇତାର ପିଁଢ଼ା ତାର ପିଁଢ଼ାରେ ଶୁଉଥିବାର ସେ କହିଛନ। ଦିନେ ଦିନେ ଖାଏବାକେ ନାଇଁ ମିଲଲେ ଉପାସେ ରହୁଛନ। ତାକର ଅପନେ ଗୋବିନ୍ଦ ନାଏକ ଝନେ ଭିନ୍ନକ୍ଷମ ଥିଲେ। ସେ ଭିଲ ୫ ବଛର ହେଲା କେତକୀକେ ଏକଲା ଛାଡି ଆରପାରକେ ଚାଲିଯାଇଛନ। ନିସନତାନି ହେଇଥିବାର ଲାଗି କେତକୀ ବହୁତ ଗୁଲଗୁଲା ହେଇ ଜୀବନ ବିତଉଛନ। ହେଲେ ଆଏଜତକ୍‌ ବିଧବା ଭତ୍ତା, ଟଁକାକିଆ ଚାଉଲ, ଇନ୍ଦିରା ଆବାସ କି ପ୍ରଧାନ ମନ୍ତ୍ରୀ ଆବାସ ବାଗିର ସରକାରୀ ଯୋଜନାରୁ କିଛି ଲାଭ ନାଇଁ ପାଇଥିବାର ସେ କହିଛନ। ରଏବାର କେତକୀ ଅତାବିରା ବ୍ଲକ ଟୁକୁରା ପନ୍‌ଚେତରୁ ଆସି ଭେଡେନ ବ୍ଲକ ଦେଶଭଟିଲି ଗଁାରେ ଝନକର ଘରେ ଆଶ୍ରେ ନେଇ ରହିଥିଲେ। ଇ ସମିଆରେ ଧରିତ୍ରୀ ପ୍ରତିନିଧି ଖବର ପାଇ କେତକୀକୁଁ ଭେଟିଥିଲେ। ଆର ଇ ବାବଦେ କୁଲିତାଟୁକୁରା ପନ୍‌ଚେତ ସରପଁଚ, ଯୋଗାନ ନିରୀକ୍ଷକକୁଁ ଫୋନ କରି କହିଥିଲେ। ସୂଚନା ପାଇ କୁଲିତାଟୁକୁରା ସରପଁଚକର ପରତିନିଧି ଅକ୍ଷୟ କୁମାର ପତି ଦେଶଭଟିଲି ଗଁ।କେ ଆସି ମହିଲାକୁଁ ଶୀତ ବସତର, ଶାଢ଼ୀ ବାଗିର ସାମାନ ଦେଇଥିଲେ। ଘନାପାଲି ଗଁ।କେ ନେଇ ଡାକତରଖାନାରେ ଉଷୋକଷାର ବେବସତା କରବାର, ମାସିକ ୩୫ କେଜେି ଚାଉଲ, ବିଧବା ଭତ୍ତା, ଇନ୍ଦିରା ଆବାସ ଘର ବାଗିର ସରକାରୀ ସୁବିଧା ପନ୍‌ଚେତ ତରଫୁ ଯୁଗେଇ ଦେବାକେ ପ୍ରତିଶୁରତି ଦେଇଥିଲେ। ଯୋଗାଣ ନିରୀକ୍ଷକ ବିଶ୍ୱରଞ୍ଜନ ସାହୁକୁଁ ପଚରାବାରେ ରାସନ କାର୍ଡ ମାଧ୍ୟମରେ ଚାଉଲ ଦେବାର ବେବସତା କରାଯିବା ବଲି କହିଥିଲେ।
All Right Reserved By

ସମ୍ବଲପୁର

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଭବାନୀପାଟଣା,୧୬।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଗ୍ରାମପଞ୍ଚାୟତର ବେହେରାଗୁଡା, ମୁଶିଗୁଡା, ଅଟାଙ୍ଗଗୁଡା, କୁଟେନପଦର, ସୁକନାଭଟା, ଦୁଆରସୁନୀ, ବଣ୍ଡେଲଗୁଡା, ସକ୍ରିଂଗୁଡା, ସିର୍ଲିଗୁଡା ଏବଂ ଦାମଦୋରପୁର ଅଞ୍ଚଳରେ ବେଆଇନ ଭାବେ ବହୁ ସଂଖ୍ୟାରେ ମଦକୋଠି ଖୋଲାଯାଇଛି।

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ,୧୬।୧(ଡି.ଏନ.ଏ.)କଳାହାଣ୍ଡି ଜିଲା ଧର୍ମଗଡସ୍ଥିତ ଇନ୍ଦ୍ରାବତୀ ପରିସରରେ ବୁଧବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ତହସିଲଦାର ତନ୍ମୟ କୁମାର ଦରଓ୍ବାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । 

କଂଗ୍ରେସ ଛାଡିଲେ ବିଧାୟକ ନବ  ଦାସ

କଂଗ୍ରେସ ଛାଡିଲେ ବିଧାୟକ ନବ ଦାସ

ଝାରସୁଗୁଡା ଅଫିସ/ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଫଳରେ ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି।

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ବଲାଙ୍ଗୀର ଅଫିସ, ୧୬।୧- ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ବଲାଙ୍ଗୀରଠାରେ ମଙ୍ଗଳବାର ଏକ ସରକାରୀ କାର୍ଯ୍ୟକ୍ରମରେ ମୋଦି ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ପଥରଚେପା ପଡିଆରେ ଭାଜପା ପକ୍ଷରୁ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ମୋଦି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ହୋଇ ସମାଲୋଚନା କରିଥିବାବେଳେ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଗରମ ଥିଲେ। 

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ସୁନ୍ଦରଗଡ଼, ୧୬।୧ (ଡି.ଏନ୍‌.ଏ) -ସୁନ୍ଦରଗଡ ଫୁଟବଲ ରେଫରୀମାନଙ୍କୁ ନେଇ ଗଠିତ ରୁରାଲ ସ୍ପୋର୍ଟସ ଆସୋସିଏଶନ୍‌ ଓ କିଞ୍ଜିର୍ମା ଏସ୍‌ଡିବିଏଲ କ୍ଲବର ମିଳିତ ଆନୁକୂଲ୍ୟରେ କିଞ୍ଜିର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଚାଲିଥିବା ଚତୁର୍ଥ ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୁତ୍ରା, ୧୬।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ବ୍ଲକ ତଥା କୁତ୍ରା ଥାନା ଅଧିନ ଗରିଆମୁଣ୍ଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଡମ୍ପର ନଂ. ଆର୍‌ ୧୪ କ୍ୟୁ- ୪୮୭୨ ଧକ୍କାରେ ଜଣେ ନାବାଳିକା ନମ୍ରତା ଲାକଡା (୧୧)ଙ୍କ ମୃତ୍ୟୁ ଘଟିଥିଲା। 

କୋମନା ବ୍ଲକରେ ହାତୀ ଆତଙ୍କ, ବିଜୁଳି ସେବା ଠପ : ୨୮ଟି ହାତୀ ବୁଲୁଛନ୍ତି ପେଣ୍ଡ୍ରାବନ୍ଧ ଜଙ୍ଗଲରେ

କୋମନା ବ୍ଲକରେ ହାତୀ ଆତଙ୍କ, ବିଜୁଳି ସେବା ଠପ : ୨୮ଟି ହାତୀ ବୁଲୁଛନ୍ତି ପେଣ୍ଡ୍ରାବନ୍ଧ ଜଙ୍ଗଲରେ

ନୂଆପଡା ଅଫିସ,୧୬ା୧-ନୂଆପଡ଼ା ଜିଲା କୋମନା ବ୍ଲକ ପେଣ୍ଡ୍ରାବନ୍ଧ ଅଞ୍ଚଳରେ ମଙ୍ଗଳବାର ୨୮ରୁ ଊର୍ଦ୍ଧ୍ୱ ହାତୀ ବୁଲୁ ଥିବାବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । 

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ନୂଆପଡା ଅଫିସ,୧୬ା୧-ନୂଆପଡା ଜିଲାରେ ଧାନକିଣାରେ ନିୟୋଜିତ ଶ୍ରମିକମାନେ ନିର୍ଦ୍ଧାରିତ ଦରଠାରୁ କମ ପାରିଶ୍ରମିକ ପାଉଥିବା ଅଭିଯୋଗ ହେଉଛି । 

ଇନ୍ଦିରା ଆବାସ, ଘରଭଂଗା ଟଁକା ସାତ୍‌ସପନ୍‌: ଶୀତ୍‌ କାକ୍‌ରେ ବିତୁଛେ ଗରିବ ଦୁଖିକର ଜୀବନ୍‌

ଇନ୍ଦିରା ଆବାସ, ଘରଭଂଗା ଟଁକା ସାତ୍‌ସପନ୍‌: ଶୀତ୍‌ କାକ୍‌ରେ ବିତୁଛେ ଗରିବ ଦୁଖିକର ଜୀବନ୍‌

ଜୁନାଗଡ,୧୬।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଁଚେତ୍‌ରେ ବର୍ଷା ଦିନେ କେତେ ଗରିବ୍‌ ଦୁଖିକର ଘରଦୁଆର ଭାଂଗି ଯାଇଥିଲା।

ପଢ଼ାକୁଠି ଅଭାବ୍‌: ବାରନ୍‌ଡାରେ ଚାଲିଛେ ପାଠ୍‌ପଢ଼ା

ପଢ଼ାକୁଠି ଅଭାବ୍‌: ବାରନ୍‌ଡାରେ ଚାଲିଛେ ପାଠ୍‌ପଢ଼ା

ଲାଠୋର, ୧୬ା୧ (ଡି.ଏନ.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଁଚେତ୍‌ର ସାନଗୁର୍ଜିଭଟା ସରକାରୀ ନୂତନ ଉପ୍ରା ବିଦ୍ୟାଲୟ। 

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ:  ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ: ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ବେଲପଡା, ୧୬ା୧(ଡି.ଏନ.ଏ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସିହିନୀ ପଁଚେତ୍‌ ସିହିନୀ ଗଁାର ସ୍ବର୍ଗତ ଗୋପୀନାଥ ରଣାକଁର ପୁଓ ଯୁବରାଜ ରଣା(୬୨)। ଗଲା ୨୦୦୯ ମସିହାରେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ତାକର ଦୁଇ ହାତ୍‌ ଅକାମି ହେଇଗଲା। 

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଗ୍ରାମସଭା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଗ୍ରାମସଭା

ଟିକ୍ରାପଡା,୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଳକ କରମତଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ସମ୍ପର୍କିତ ଏକ ସ୍ବତନ୍ତ୍ର ଗ୍ରାମସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।  ସ୍ଥାନୀୟ ସରପଞ୍ଚ ହିମାଳ ବୁଡେକ ସଭାରେ ଅଧକ୍ଷତା କରିଥିଲେ।  ପିଇଓ ଦେବରାଜ ମାଝୀ ସଭା ସଂଯୋଜନା କରିଥିଲେ।