ଅନ୍ତର୍ଜାତୀୟ |

ଉତ୍ତରକୋରିଆ ଉପରେ କଟକଣା ଜାରି କଲା ଦକ୍ଷିଣକୋରିଆ

 ଉତ୍ତରକୋରିଆ ଉପରେ କଟକଣା ଜାରି କଲା ଦକ୍ଷିଣକୋରିଆ

ସିଓଲ୍‌,୧୧।୧୨: ଉତ୍ତରକୋରିଆ ଉପରେ ଦକ୍ଷିଣ କୋରିଆ କଟକଣା ଜାରି କରିଛି। ଏହା ଅନ୍ତର୍ଗତ ଦକ୍ଷିଣକୋରିଆ ସମସ୍ତ ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଚିନ୍ତା କରୁଛି। ସୋମବାର ୨୦ ଉତ୍ତରକୋରିଆ ବ୍ୟବସାୟୀ ଗୋଷ୍ଠୀ ଓ ୧୨ଜଣ ବ୍ୟକ୍ତିଗତ ବ୍ୟବସାୟୀଙ୍କ ଉପରେ ଦକ୍ଷିଣକୋରିଆ କଟକଣା ଜାରି କରିଛି। ସୂଚନାଯୋଗ୍ୟ, ଉତ୍ତରକୋରିଆ ଆଣବିକ ପରୀକ୍ଷଣ ଜାରି ରଖିଛି। ତେଣୁ ଆମେରିକା ମଧ୍ୟ ଏହି ଦେଶ ଉପରେ କଟକଣା ଜାରି କରିଛି।

All Right Reserved By

ଅନ୍ତର୍ଜାତୀୟ |

କିଙ୍ଗ୍‌ ମେକର ହେବା ପାଇଁ ହାଫିଜ୍‌ଙ୍କ ଆଶା

କିଙ୍ଗ୍‌ ମେକର ହେବା ପାଇଁ ହାଫିଜ୍‌ଙ୍କ ଆଶା

ଲାହୋର,୨୨।୭: ଆଗାମୀ ଜୁଲାଇ ୨୫ ହେବ ପାକିସ୍ତାନ ସାଧାରଣ ନିର୍ବାଚନ। ନିର୍ବାଚନ ତାରିଖ ଯେତେ ପାଖେ ଆସୁଛି ବିଭିନ୍ନ ରାଜନୈତିକ ନେତାଙ୍କ ମନ୍ତବ୍ୟ ନେଇ ସେତେ ଚର୍ଚ୍ଚା ଜାରି ରହିଛି।

ସୁପର ମାର୍କେଟରେ ଗୁଳିକାଣ୍ଡ: ଜଣେ ମୃତ

ସୁପର ମାର୍କେଟରେ ଗୁଳିକାଣ୍ଡ: ଜଣେ ମୃତ

ଲସ୍‌ଏଞ୍ଜେଲସ୍‌,୨୨।୭: ଆମେରିକା କର୍ଲିଫର୍ନିଆ ସ୍ଥିିତ ଲସ୍‌ଏଞ୍ଜେଲସ୍‌ର ଏକ ସୁପର ମାର୍କେଟରେ ଗୁଳିକାଣ୍ଡ ଘଟି ଜଣେ ଲୋକଙ୍କ ମୃତ୍ୟୁ ଘଟିଛି।

 ଏବେ ବଲ୍‌ ଆପଣଙ୍କ ହାତରେ

ଏବେ ବଲ୍‌ ଆପଣଙ୍କ ହାତରେ

ଓ୍ବାଶିଂଟନ,୨୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଫୁଟବଲ ଉପହାର ଦେଇଛନ୍ତି। ଲାଲ ଓ ଧଳା ରଙ୍ଗର ଏହି ଫୁଟବଲକୁ ସୁରକ୍ଷା ଦୃଷ୍ଟିରୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ଦକ୍ଷିଣ ସିରିଆରେ ବିମାନ ଆକ୍ରମଣ: ୨୬ ମୃତ

ଦକ୍ଷିଣ ସିରିଆରେ ବିମାନ ଆକ୍ରମଣ: ୨୬ ମୃତ

ଦମିସ୍କ,୨୧।୭: ସିରିଆର ଦକ୍ଷିଣରେ ଥିବା ଦାରା ଅଞ୍ଚଳରେ ଶୁକ୍ରବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଏଚ୍‌ଆଇଭି ପଜିଟିଭ୍‌ ରକ୍ତରେ ହେଲା ଲେଡି ଡାଏନାଙ୍କ ପେଣ୍ଟିଂ

ଏଚ୍‌ଆଇଭି ପଜିଟିଭ୍‌ ରକ୍ତରେ ହେଲା ଲେଡି ଡାଏନାଙ୍କ ପେଣ୍ଟିଂ

ଲଣ୍ଡନ,୨୧।୭: ବ୍ରିଟେନ୍‌ ରାଜକୁମାରୀ ଲେଡି ଡାଏନାଙ୍କ ମୃତ୍ୟୁକୁ ପାଖାପାଖି ୨୧ ବର୍ଷ ବିତି ଗଲାଣି। ହେଲେ ଏବେବି ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରିନ୍ସ ଚାର୍ଲସଙ୍କଠାରୁ ଅଲଗା ହେବା ପରେ ଏକ କାର୍‌ ଦୁର୍ଘଟଣାରେ ୧୯୯୭ରେ ଡାଏନାଙ୍କର ମୃତ୍ୟୁ ହୋଇଥିଲା।

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ନୂଆଦିଲ୍ଲୀ/କାନବେରା,୨୧।୭: ଅଷ୍ଟ୍ରେଲିଆ ବାୟୁସେନା ଦ୍ୱାରା ଆୟୋଜିତ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ ‘ପିଚ୍‌ ବ୍ଲାକ୍‌-୨୦୧୮’ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଛି।

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ନ୍ୟୁୟର୍କ,୨୦।୭: ଆମେରିକାର ମିସୌରୀ ରାଜ୍ୟରେ ଏକ ପର୍ଯ୍ୟଟନ ଡଙ୍ଗା ଓଲଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ହନୋଇ,୨୦।୭: ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ ତାଣ୍ଡବ ରଚିଛି। ଶୁକ୍ରବାର ଏହା ଭିଏତନାମ୍‌ ଉପକୂଳ ଛୁଇଁବା ପରେ ଥାନ୍‌ ହୋଆ ପ୍ରଦେଶରେ ଧାରଣ କରିଛି ଉଗ୍ରରୂପ।

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ଇସ୍‌ଲାମାବାଦ,୨୦।୭: ଏଓ୍ବେନଫିଲ୍ଡ ପ୍ରପର୍ଟିଜ୍‌ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଓ ତାଙ୍କ ଝିଅ ମରିୟମ ଶୁକ୍ରବାର ପରସ୍ପର ସହ କଥା ହୋଇଥିବା ଜଣାପଡିଛି।

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା/ନୂଆଦିଲ୍ଲୀ,୨୦।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଯୌନଶୋଷଣକୁ ଏକ ମାନସିକ ରୋଗଭାବେ ସୂଚିତ କରାଯାଇଛି।

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

ସିଓଲ,୨୦।୭: ଦକ୍ଷିଣ କୋରିଆ ଓଲୁଂଗଡୋ ଦ୍ୱୀପଠାରେ ୧୧୩ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ରୁଷିଆର ଏହି ଜାହାଜ ୧୯୦୫ରେ ବୁଡ଼ିଯାଇଥିଲା।

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୦।୭: ଲିବିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ୧୫୬ ଜଣ ଅନୁପ୍ରବେଶକାରୀଙ୍କୁ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ଏବଂ ୧୦ ଜଣ ଛୋଟ ପିଲା ରହିଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ