Dharitri News
ସମ୍ବଲପୁର

ରାସତାରେ ରହୁଛେ ଜବତ ଗାଡ଼ି: ଜିଲା ପୁଲିସର ସଠିକ୍‌ ବେବସତା ନାଇଁ

ରାସତାରେ ରହୁଛେ ଜବତ ଗାଡ଼ି: ଜିଲା ପୁଲିସର ସଠିକ୍‌ ବେବସତା ନାଇଁ ମାନେଶ୍ୱର, ୧୦।୧୨ (ଡି.ଏନ.ଏ)-ସମ୍ବଲପୁର ଜିଲାରେ ଜାତୀୟ ସଡ଼କ ହେଉ କି ରାଜ୍ୟ ସଡ଼କ ହେଉ ସବୁବେଲେ ଦୁର୍ଘଟନା ଘଟୁଛେ। ଦୁର୍ଘଟନାରେ ବହୁତ ଧନଜୀବନର କ୍ଷତି ହେଉଛେ। ଦୁର୍ଘଟନା ହେଇଥିବାର ଜାଗାରେ ବହୁତ ସମିଆ ରାସତା ଜାମ ରହୁଛେ ଆର କେତେ ଜାଗାରେ ରାସତା ରୋକ୍‌ କରାଯାଉଛେ। ଏନତାଥି ପୁଲିସ ଘଟନା ଜାଗାରେ ପୁହୁଁଚି ରାସତା ଜାମ୍‌ ହଟଉଛେ। ଦୁର୍ଘଟନା ହେଇଥିବାର ଗାଡିମଟର ଜବତ କରି ଥାନାକେ ଆନୁଛେ। ଥାନାରେ ରଖବାର ସୁବିଧା ନାଇଁଥିବାର ଲାଗି ଜବତ ଗାଡିମଟରକେ ବାହାରେ ରଖୁଛେ। ଇ ସବୁ ରାସତା ଉପରେ ରହୁଥିବାର ଦେଖବାକେ ମଲୁଛେ। ରାସତା ତରାରେ ରଖ୍‌ଲେ ଗାଡିର ସୁରକ୍ଷାକେ ନେଇ ପ୍ରଶ୍ୱବାଚୀ ସୁରୁଷଟି ହେଉଛେ। ଗାଡିମାନକର କଲକବଜା ଚୁରି ହେବାର ଭଏ ରହୁଛେ। ସେଥିରଲାଗି ଗାଡିମାଲିକ ମାନକର କ୍ଷତି ହେବାର ଶଁକା ରହିଛେ। ବଡଭାରି ମାଲିକମାନେ ପୁଲିସକେ ଡରି ଅଭିଯୋଗ ନାଇଁ କରିପାରନ। ଜବତ ଗାଡିମାନକେ ସୁରକ୍ଷିତ ରଖବାର ଦାୟିତ୍ୱ ପୁଲିସର। ହେଲେ ଥାନା ଅଧ୍‌କାରି ରଖ୍‌ବାର ସମସ୍ୟା କହି ନିଜର ବିଭାଗର ଦୋଷକେ ଚାପି ଦେଉଛନ। ରାସତା ତରାଥି ଗାଡିମଟର ରହେବାର ଲାଗି ରାସତାରେ ଯିବାର ଆଏବାର କରୁଥିବାର ଲୁକ୍‌କର ଅସବିଧା ହେଉଥିବାର ଅଭିଯୋଗ ହେଉଛେ। ଜିଲାର ବଡଭାଗି ଥାନାରେ ନିଜର ସୁବିଧା ନାଇଁ। ସହର ଭିତରେ ଥିବାର ଥାନାମାନକେ ଇ ସମସ୍ୟା ବେଶୀ ଦେଖବାକେ ମିଲୁଛେ। ଗାଡି ନେବାର ଆନବାର, ନିଜର ଜିମାରେ ରଖ୍‌ବାର ପୁଲିସ ଲାଗି ଫିଦିନ ଗୁଟେ ଚେଲେଂଜ ହେଇଛେ। ସେଥିରଲାଗି ବହୁତ ସମିଆରେ ପୁଲିସ କୋର୍ଟ ନିର୍ଦେଶ ନାଇଁ ମାନିକରି ଥାନାରୁ ଗାଡି ମାନକର ଜାମିନ ଦେଇଥିବାର ନଜିର ଅଛେ। ଇ ସବୁ ନିୟମ ବିରୁଧ ହେଲେ ଭିଲ ପୁଲିସ ସମସ୍ୟାର ଲାଗି ନିୟମ ଭାଂଗବାକେ ବାଧ୍ୟ ହେଉଛେ। କୋଟି କୋଟି ଟଁକା ଖରଚ କରି ପୁଲିସ କ୍ୱାଟର, ନୂଆଁ ଥାନା ତିଆର କରାଯାଉଛେ। ହେଲେ ଷ୍ଟକ ୟାର୍ଡ ତିଆର କରବାର ଲାଗି ପୁଲିସ ବିଭାଗର ଉଁଚ ଅଧ୍‌କାରୀମାନେ ଧ୍ୟାନ ନାଇଁ ଦେବାର। ଇ ବାବଦେ ଏସପି ସଞ୍ଜିବ ଆରୋରାକେ ପଚରାବାରେ କହେଲେ ଯେ, ଇ ସମସ୍ୟାଟା ଜିଲା ପୁଲିସ ଲାଗି ଗୁଟେ ବଡ ସମସ୍ୟା ଆଏ। ବହୁତଟେ ଥାନାରେ ଇ ସମସ୍ୟା ଅଛେ। ଦରକାର ପଡଲେ ଭଡାରେ ଗାଡି ରଖ୍‌ବାର ବେବସ୍‌ତା କରାଯାଇସି ବଲି ସେ କହିଥିଲେ। କୋର୍ଟକେ ଭିଲ ବିଭାଗ ତରଫୁ ଏନତା ମାମଲା ମାନକର ଜଲଦି ଶୁନାନି କରବାକେ ଗୁହାରୀ କରାଯାଏସି ବଲି ସେ କହିଥିଲେ।

ସମ୍ବଲପୁର

୨.୭୪ ଲକ୍ଷ ଜାଲନୋଟ୍‌ ଜବତ, ୫ ଗିରଫ

୨.୭୪ ଲକ୍ଷ ଜାଲନୋଟ୍‌ ଜବତ, ୫ ଗିରଫ

ଦେବଗଡ଼,୨୩।୧(ସ୍ବ.ପ୍ର.) ଦେବଗଡ଼ ପୋଲିସ ଏକ ଜାଲନୋଟ୍‌ କାରବାର କରୁଥିବା ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଜିଲାର ରିଆମାଳ ଥାନାଞ୍ଚଳ ଓ ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରୁ ୨ ଲକ୍ଷ ୭୪ ହଜାର ମୂଲ୍ୟର ଜାଲ୍‌ନୋଟ୍‌ ଜବତ କରିଛି।

ଗର୍ଭବତୀଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ୍‌ ଗଲେ ସ୍ବାମୀଙ୍କ ସମେତ ୪

ଗର୍ଭବତୀଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ୍‌ ଗଲେ ସ୍ବାମୀଙ୍କ ସମେତ ୪

ଜୁନାଗଡ,୨୩।୧(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ହଣ୍ଡାଖାଲପଡାଠାରେ ସୋମବାର ସବିତା ନାମ୍ନୀ ଗର୍ଭବତୀଙ୍କୁ ଶ୍ୱଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଶାଶୁ ହର୍ଷ, ଶ୍ୱଶୁର ପିଲାକୁନୁ ଓ ଦିଅର ରିତିକ ଓ ସ୍ବାମୀ ମଞ୍ଜିତଙ୍କୁ ଥାନାରେ ଅଟକ ରଖିଥିଲେ। ମଙ୍ଗଳବାର ପୋଲିସ ସ୍ବାମୀ ମଞ୍ଜିତଙ୍କ ସମେତ ୪ଜଣଙ୍କୁ ଧର୍ମଗଡ ଜେଲ ହାଜତକୁ ପଠାଇ ଦେଇଛନ୍ତି।

ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିକ୍ଷୋଭ

ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିକ୍ଷୋଭ

ଗୋଲାମୁଣ୍ଡା,୨୩।୧(ଡି.ଏନ୍‌.ଏ.): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡିତା ସୋମବାର ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରାରାଜ୍ୟରେ ଚହଳ ପକାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ।

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ରାଉରକେଲା ଅଫିସ,୨୩।୧: ରାଉରକେଲା ସହରରେ ଏଟିଏମ୍‌ ଲୁଟେରା ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଗତ ୪ ଦିନ ମଧ୍ୟରେ ୪ଟି ଏଟିଏମ୍‌ ଲୁଟ୍‌ ଉଦ୍ୟମ ଏହା ପ୍ରମାଣ କରୁଛି। ଲୁଟେରାମାନେ ମଙ୍ଗଳବାର ଭୋର ସମୟରେ ଝିରପାଣି ଥାନା ଅନ୍ତର୍ଗତ ଆଦର୍ଶପଲ୍ଲୀ ଅଞ୍ଚଳରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ପୁଣି ଲୁଟ୍‌ ଉଦ୍ୟମ କରିଛନ୍ତି।

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ଝାରସୁଗୁଡ଼ା ଅଫିସ,୨୩।୧- ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହୋଇଥିବା ସେତୁ ଝାରସୁଗୁଡ଼ା ଓ ପଡ଼ୋଶୀ ଛତିଶଗଡ଼ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ। ବୁର୍ଲା ମେଡିକାଲ ଉପରେ ନିର୍ଭରଶୀଳ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ସେତୁ ଦ୍ୱାରା ଲାଭବାନ ହେବେ। ବିଶେଷକରି ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ, ବେଲପାହାଡ଼ ପୌରପରିଷଦ ଓ ପଡ଼ୋଶୀ ଛତିଶଗଡ଼ର

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଲାବିରା,୨୩।୧(ଡି.ଏନ୍‌.ଏ.)- ମକର ଯାତ୍ରାରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା କୋଲାବିରା ଥାନା ଅନ୍ତର୍ଗତ ଯୁଗିଆଡିହି ଗ୍ରାମର ଆଇନଜୀବୀ କୃଷ୍ଣଚନ୍ଦ୍ର ବେହେରାଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛିି। କୃଷ୍ଣଚନ୍ଦ୍ରଙ୍କ ଦୁଇଗୋଡ଼ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରାସ୍ତାରେ ହିଁ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

ବାରକୋଟ,୨୨।୧(ଡି.ଏନ.ଏ.)- ଦେବଗଡ଼ ଜିଲା ବାରକୋଟ ବ୍ଲକ ହେଡକ୍ବାର୍ଟରରୁ ୪୮ କିମି ଓ ସରୁଆଳି ଗ୍ରାମ ପଞ୍ଚାୟତରୁ ୧୮ କିମି ଦୂର ଅପହଞ୍ଚ ପାହାଡ଼ିଆ ଇଲାକାରେ ରହିଛି କଦଳୀଡ଼ିହି ଗାଁ। ଏହି ପାହାଡ଼ଘେରା ଗାଁରେ ମୋଟ ୨୯ ପରିବାରର ୧୭୫ ପାହାଡ଼ି ଭୂୟାଁ ଜନଜାତିର ଲୋକେ ବାସ କରନ୍ତି।

୨ ବାଇକ୍‌ ମଧ୍ୟରେ ଧକ୍କା : ଜଣେ ମୃତ

ବିଶ୍ରା,୨୨।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ପ୍ରଧାନଟୋଲା ଚୌକଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟିଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।