ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳ ସିଭିଲ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଢେଙ୍କାନାଳ ସିଭିଲ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ


ଢେଙ୍କାନାଳ ଅଫିସ, ୯।୧୨ - ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଆରମ୍ଭ ହୋଇଛି। ଏଥିରେ ଜିଲା ଦୌରାଜଜ୍‌ ପ୍ରଣୀତା ମହାନ୍ତିଙ୍କ ସମେତ ବହୁ ବିଚାରପତି ଯୋଗଦେଇ ବିଭିନ୍ନ ମାମଲାର ଶୁଣାଣି କରିଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପରଜଙ୍ଗ,୧୯।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଜହଁାପଡ଼ା ଗ୍ରାମର ପ୍ରଶାନ୍ତ ନାୟକ ଗୁରୁବାର ସକାଳେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ପଞ୍ଚାୟତ ହରିଡାନାଳୀ ଗ୍ରାମର ବସନ୍ତ ଦେହୁରୀଙ୍କୁ ଗୁରୁବାର ଅନୁଗୋଳ ସ୍ପେସିଆଲ ଜଜ୍‌ ସୌଭାଗିନୀ ମଲ୍ଲିକ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପାଇକସାହି ବରୋଦା ବ୍ୟାଙ୍କରେ ସେବା ବିପର୍ଯ୍ୟସ୍ତ : ଟଙ୍କା ଉଠାଣ ପାଇଁ ଘଣ୍ଟା ଘଣ୍ଟା ଖରାରେ ଠିଆ ହେଉଛନ୍ତି  ଗ୍ରାହକ

ପାଇକସାହି ବରୋଦା ବ୍ୟାଙ୍କରେ ସେବା ବିପର୍ଯ୍ୟସ୍ତ : ଟଙ୍କା ଉଠାଣ ପାଇଁ ଘଣ୍ଟା ଘଣ୍ଟା ଖରାରେ ଠିଆ ହେଉଛନ୍ତି ଗ୍ରାହକ

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବରୋଦା ବ୍ୟାଙ୍କରେ ଗ୍ରାହକସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକୀୟ ଗୃହ ନ ଥିବାବେଳେ ଏକ ଛୋଟ ଘରେ ଏହି ବ୍ୟାଙ୍କ ଚାଲୁଛି। ଫଳରେ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ

୨୧ରେ ଜିଲା କୋର୍ଟ ଉଦ୍‌ଘାଟନ

୨୧ରେ ଜିଲା କୋର୍ଟ ଉଦ୍‌ଘାଟନ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା କୋର୍ଟ ଆସନ୍ତା ୨୧ ତାରିଖରେ ଉଦ୍‌ଘାଟନ ହେବ। ଏ ନେଇ ଗୁରୁବାର ଅନୁଗୋଳ ବାର ଆସୋସିଏଶନର ସଭାପତି ଦିଲୀପ ଦାସ ଏକ ଖବରଦାତା ସମ୍ମଳନୀରେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ଷମ ହେଉନି ନିଉ ଭେରାଇଟି ଷ୍ଟୋର

କାର୍ଯ୍ୟକ୍ଷମ ହେଉନି ନିଉ ଭେରାଇଟି ଷ୍ଟୋର

ଅନୁଗୋଳ ଅଫିସ / ବଅଁରପାଳ, ୧୯।୪ (ଡି.ଏନ.ଏ.)- ବ୍ୟବସାୟିକ ଉଦ୍ଦେଶ୍ୟରେ ଅନୁଗୋଳ ପୌର ପରିଷଦ ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ ଭାବେ ନିର୍ମାଣ କରାଯାଇଥିଲା ନିଉ ଭେରାଇଟି ଷ୍ଟୋର।

ଦୁର୍ଘଟଣାରେ ୨ ଆହତ

ଦୁର୍ଘଟଣାରେ ୨ ଆହତ

ଅନୁଗୋଳ ଅଫିସ,୧୯।୪- ଅନୁଗୋଳ ଥାନା ଖଲାରୀ ନିକଟସ୍ଥ ଖମାର ଛକରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ (ନଂ. ଓଆର୧୯ଏନ୍‌- ୭୭୧୦) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଜଳିଗଲା ସ୍ପେୟାର ପାର୍ଟସ ଦୋକାନ

ଜଳିଗଲା ସ୍ପେୟାର ପାର୍ଟସ ଦୋକାନ

ତାଳଚେର, ୧୯ା୪(ନି.ପ୍ର)- ତାଳଚେର ହାଟତୋଟାସ୍ଥିତ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ସ୍ପେୟାର ପାର୍ଟସ ଦୋକାନ ଓ ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସମସ୍ତ ସାମଗ୍ରୀ ପୋଡି ଯାଇଛି।

ଅଭିଯୁକ୍ତଙ୍କୁ ୨ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୯।୪- ହିନ୍ଦୋଳ ରୋଡ୍‌ ଅଞ୍ଚଳର ଏକ ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ୮ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ରାୟ ବୁଧବାର ଢେଙ୍କାନାଳ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ କୋର୍ଟରେ ପ୍ରକାଶ ପାଇଛି। ଏଡିଜେ ତଥା ଭିଜିଲାନ୍ସ ସ୍ପେଶାଲ ଜଜ୍‌ କ୍ଷୀରୋଦ କୁମାର ଦାସ ଅଭିଯୁକ୍ତ ଦିଲେଶ୍ୱର ରାଉତ ଓରଫ୍‌ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁ ରୋଗୀ ହନ୍ତସନ୍ତ

ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁ ରୋଗୀ ହନ୍ତସନ୍ତ

ଅନୁଗୋଳ ଅଫିସ, ୧୯।୪- ପୁଣି ଚର୍ଚ୍ଚାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ର। ବାରମ୍ବାର ଦାବି, ଆନ୍ଦୋଳନ ସତ୍ତ୍ୱେ ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ସୁଧୁରିବାରେ ନାଁ ଧରୁ ନାହିଁ।

 ଟ୍ରକ୍‌  ଧକ୍କାରେ ମହିଳା ମୃତ

ଟ୍ରକ୍‌ ଧକ୍କାରେ ମହିଳା ମୃତ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ୫୫ ନଂ. ଜାତୀୟ ରାଜପଥର ହନୁମାନ ବଜାରଠାରେ ଗୁରୁବାର ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ୪ ବର୍ଷର ଝିଅ ଗୁରୁତର ହୋଇଛନ୍ତି।

ଜାତୀୟ ରାଜପଥରେ ମୋବାଇଲ କୋର୍ଟ

ଜାତୀୟ ରାଜପଥରେ ମୋବାଇଲ କୋର୍ଟ

ବଅଁରପାଳ,୧୯।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳଠାରେ ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ମୋବାଇଲ କୋର୍ଟ ଅନୁଷ୍ଠିତ ହୋଇଯାଇଛି।

ପାଣି ପାଇଁ ରାସ୍ତାରୋକୋ

ପାଣି ପାଇଁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୯।୪(ଡି.ଏନ୍‌.ଏ.): ଢେଙ୍କାନାଳ ପୌରାଞ୍ଚଳ ୧୩ ଓ ୧୪ ନଂ. ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱ ଦେଉନାହିଁ।