ବ୍ରହ୍ମପୁର

୪ ଟିପର ଜବତ, ଜରିମାନା ଆଦାୟ

୪ ଟିପର ଜବତ, ଜରିମାନା ଆଦାୟ
ଗଞ୍ଜାମ,୯।୧୨(ଡି.ଏନ.ଏ.)- ରମ୍ଭା ଥାନା ଶତୃଶୋଲ ପାହାଡ଼ରୁ ବେଆଇନ ମୋରମ ଚାଲାଣ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ତହସିଲଦାର ଶକ୍ତିକାନ୍ତ ରାଏ ଚଢ଼ାଉ କରି ମୋରମ ଚୋରି ଅଭିଯୋଗରେ ସେଠାରୁ ୪ଟି ଟିପର (ନଂ.ଓଆର୧୬ଡି-୩୭୨୪, ଓଆର୦୭ଟି-୭୨୯୦, ଓଆର୧୬ଡି-୨୫୩୬ ଏବଂ ଓଆର୦୯ଡି-୨୮୮୭) ଜବତ କରିଥିଲେ। ଜବତ ଟିପର ଗୁଡିକୁ ରାତି ପ୍ରାୟ ୨ଟାରେ ହୁମ୍ମା ଫାଣ୍ଡିକୁ ହସ୍ତାନ୍ତର କରିଥିବା ଫାଣ୍ଡି ଏସ୍‌ଆଇ ନରହରି ବିଷୋଇ କହିଛନ୍ତି। ଟିପର ମାଲିକମାନଙ୍କଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ ପରେ ଶନିବାର ଛାଡି ଦିଆଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ରମ୍ଭା ଥାନା ଆଇଆଇସି ନମିତା ନାୟକ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଦିଗପହଣ୍ଡି, ୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୋମବାର ରାତିରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩,୫୦୦ ଟଙ୍କା, ତାସ୍‌ ମୁଠା ଓ ଜରିପାଲ ଜବତ କରାଯାଇଛି। 

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

୧୭ରେ ମିନି ମାରାଥନ

୧୭ରେ ମିନି ମାରାଥନ

ଛତ୍ରପୁର,୧୬ା୧୦(ଡି.ଏନ.ଏ)-
ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ୨୧ ତାରିଖରେ ପୋଲିସ ଶହୀଦ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ। ଉକ୍ତ ଦିନ ଜିଲାର ୩ ଶହୀଦଙ୍କ ସ୍ମୃତିଚାରଣ ସହ ସମ୍ମାନ ଜଣାଇବା ବ୍ୟବସ୍ଥା କରାଯାଇଛି।

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୧୬ା୧୦-ତିତ୍‌ଲି ପରବର୍ତ୍ତୀ ବାନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆସିକା ଅଞ୍ଚଳକୁ ବ୍ରହ୍ମୁପୁର ଆଇଟିଆଇର ଏକ ୨୦ ଜଣିଆ ଟିମ୍‌ ସୋମବାର ଗସ୍ତ କରିଛନ୍ତି ା ଗଞ୍ଜାମ ଆଇଟିଆଇର ଇଲେକ୍ଟ୍ରିକାଲ, ପ୍ଲମ୍ବର, ଆଟୋମୋବାଇଲ ଟ୍ରେଡର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଗଠିତ ଏହି ଟିମ୍‌ ଆସିକା ଏନ୍‌ଏସି ଅଞ୍ଚଳରେ ପହଞ୍ଚିଥିଲେ ା 

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମାନବ ଅଧିକାର ସୁରକ୍ଷା  ମଞ୍ଚ ପକ୍ଷରୁ ୬୪ ତମ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୬ା୧୦-
ବାମପନ୍ଥୀ ଦଳ ସିପିଆଇ (ଏମ-ଏଲ) ରେଡଷ୍ଟାର ଗଞ୍ଜାମ ଜିଲା କମିଟି ଓ ଆଦିବାସୀ ଭାରତ ମହାସଭା  ମିଳିତ ଆନୁକୂଲ୍ୟରେ ସୋମବାର ବ୍ରହ୍ମପୁରରେ ଶୋଭାଯାତ୍ରା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । 

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

କବିସୂର୍ଯ୍ୟନଗର,୧୫ା୧୦-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଜଣେ ଛାତ୍ରଙ୍କ ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ସେଠୀ (୧୮)।

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଖଜୁରିପଡ଼ା,୧୫।୧୦(ଡି.ଏନ୍‌.ଏ): ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ବଲସକୁମ୍ପାଠାରୁ ଆର୍‌ ନୂଆଗାଁ ପଞ୍ଚାୟତକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଗାରଡ଼ାପାଜୁ ଓ ଛନ୍ଦୁପଦର ମଝିରେ ଥିବା ପିଲାସାଲୁଙ୍କି ଡ୍ୟାମ ନାଳର ପୋଲ ତିତଲି ପ୍ରଭାବ ହୋଇଥିବା ବର୍ଷାରେ ଧୋଇଯାଇଛି।

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

ବେଗୁନିଆପଡ଼ା,୧୫ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡ଼ା ଗ୍ରାମରେ ପୋଲିସ ଚଢ଼ାଉ କରି ସମାନ ନମ୍ବର ଥିବା ୨ଟି ବାଇକକୁ ଜବତ କରିଛି । 

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ଗଞ୍ଜାମ,୧୫।୧୦(ଡି.ଏନ.ଏ.)-ଗଞ୍ଜାମ ଏନଏସି ବଡ଼ବଜାର ଦଳିତ ସାହି ବସ୍ତି ଉଚ୍ଛେଦ ନ କରିବା ପାଇଁ ବସ୍ତି ବାସିନ୍ଧା ସୋମବାର ତହସିଲଦାର ଅବନି କୁମାର ସାହୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ନୀଳକଣ୍ଠ ନାଇଡ଼ୁଙ୍କୁ ପୃଥକ ଭାବେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।