ଜାତୀୟ |

ଦିଲ୍ଲୀ ସରକାରଙ୍କ ପ୍ରଦୂଷଣ ରୋକିବା ଯୋଜନାକୁ ନେଇ ଖୁସି ନୁହେଁ ଏନ୍‌ଜିଟି

ଦିଲ୍ଲୀ ସରକାରଙ୍କ ପ୍ରଦୂଷଣ ରୋକିବା ଯୋଜନାକୁ ନେଇ ଖୁସି ନୁହେଁ ଏନ୍‌ଜିଟି
ନୂଆଦିଲ୍ଲୀ,୭।୧୨: ପ୍ରଦୂଷଣ ରୋକିବାକୁ ନେଇ ଦିଲ୍ଲୀ ସରକାର ଦେଇଥିବା ଯୋଜନାରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଖୁସି ନଥିବା ଜଣାପଡିଛି। ଏହାକୁ ନେଇ ଗୁରୁବାର ପୁଣି ଥରେ ଏହାର ଶୁଣାଣି ହେବ ବୋଲି ସୂଚନା ମିଳିିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ଓ ହରିୟାଣା ସରାକର ପ୍ରଦୂଷଣକୁ ନେଇ ତିଆରି କରିଥିବା ଆକ୍ସନ୍‌ ପ୍ଲାନ୍‌ ଦାଖଲ କରିବେ। ଏହା ପୂର୍ବରୁ ଦିଲ୍ଲୀ ସରକାର ଏନ୍‌ଜିଟିକୁ କହିଛନ୍ତି ବିନା ସର୍ତ୍ତରେ ସେ ଅଡ୍‌ ଇଭିନ୍‌ ନମ୍ବର ଲାଗୁ କରିବାକୁ ଯୋଜନା କରିଛନ୍ତି। ଏହାସହ ନିର୍ମାଣ ଯୋଜନା ଓ ରାଜଧାନୀ ଭିତରକୁ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଇବାକୁ ଯୋଜନାରେ ଉଲ୍ଲେଖ କରିଛନ୍ତି ଦିଲ୍ଲୀ ସରକାର। ହେଲେ ଏହା ଏନ୍‌ଜିଟିର ପସନ୍ଦ ଆସି ନାହିଁ। ତେଣୁ ଏହା ଉପରେ ସରକାର ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ।
All Right Reserved By

ଜାତୀୟ |

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୧୦: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍‌ ହେବା ସହିତ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ହିମାଚଳ ପ୍ରଦେଶରେ ଭୂକମ୍ପ

ହିମାଚଳ ପ୍ରଦେଶରେ ଭୂକମ୍ପ

ଶିମ୍‌ଲା,୨୨।୧୦: ହିମାଚଳ ପ୍ରଦେଶରେ ସୋମବାର ସକାଳୁ ଏକ ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦। ଏହା କିନ୍ନୋରରେ ସକାଳ ୯ଟା ୧୧ରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। 

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

କୋଲକତା,୨୨।୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି।

ଶିମଲା ହେବ ‘ଶ୍ୟାମଳା’

ଶିମଲା ହେବ ‘ଶ୍ୟାମଳା’

ଶିମଲା,୨୧।୧୦: ହିମାଚଳପ୍ରଦେଶର ରାଜଧାନୀ ଶିମଲାର ନାମ ପରିବର୍ତ୍ତନ କରାଯାଇ ‘ଶ୍ୟାମଳା’ କରାଯିବ।

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ପୁଣେ,୨୧।୧୦: ମହାରାଷ୍ଟ୍ର ନାଦେଣ୍ଡର ଜଣେ ଡାକ୍ତର ରୋଗୀଙ୍କ କଷ୍ଟ ଜାଣିବା ପାଇଁ ନିଜର ଏଣ୍ଡୋସ୍କୋପି କରିଛନ୍ତି।

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଗାଜିଆବାଦ,୨୧।୧୦: ରାଜଧାନୀ ଦିଲ୍ଲୀର ଗାଜିଆବାଦ ରାଜନଗରରୁ ଆସିଛି ଏକ ଦୁଃଖଦ ଖବର। ଏଠାରେ ଥିବା ରଭିର ହାଇଟ୍ସ ଆପାର୍ଟମେଣ୍ଟର ୧୪ ମହଲାରୁ ଜଣେ ଯୁବତୀ ଓ ଯୁବକ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି।

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ରାୟପୁର,୨୧।୧୦: ଛତିଶଗଡ଼ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ସାମାଜବାଦୀ ପାର୍ଟି ଏହାର ପ୍ରାର୍ଥୀ ଘୋଷଣା କରିଛି। 

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

କରନାଲ, ୨୧।୧୦: ହରିୟାଣା ସରକାରୀ ପରିବହନ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି। ଟୁରିଷ୍ଟଙ୍କ ଯିବା ଆସିବା ପାଇଁ ସରକାରଙ୍କ ପକ୍ଷରୁ ଲୋକାଲ ଟୁରିଷ୍ଟ ବସ୍‌ ବ୍ୟବହାର କରାଯାଇଥିଲା। 

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

ବୋମଡିଲା,୨୧।୧୦: ଅରୁଣାଚଳପ୍ରଦେଶର ବୋମଡିଲା ଗ୍ରାମବାସୀଙ୍କୁ ଭାରତ-ଚାଇନା ଯୁଦ୍ଧର ୫୬ ବର୍ଷ ପରେ ମିଳିଛି କ୍ଷତିପୂରଣ।

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ମୁମ୍ବାଇ,୨୧।୧୦: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ରେ ଏଥର ବିଚାରକ ଭାବେ ଆସିବେନି ବଲିଉଡ କଣ୍ଠଶିଳ୍ପୀ ଅନୁ ମଲିକ। 

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ଭୋପାଳ,୨୧।୧୦: ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଭୋଟରଙ୍କୁ ସଚେତନ କରାଇବା ପାଇଁ ମଦବୋତଲରେ ପ୍ରଚାର ଷ୍ଟିକର ଲଗାଯାଇଛି।