ମେଟ୍ରୋ |

ବନ ବିଭାଗର ଚଢ଼ାଉ: ୮ ଲକ୍ଷ ଟଙ୍କାର କରତକଳ ଯନ୍ତ୍ରାଂଶ ଜବତ

ବନ ବିଭାଗର ଚଢ଼ାଉ: ୮ ଲକ୍ଷ ଟଙ୍କାର କରତକଳ ଯନ୍ତ୍ରାଂଶ ଜବତ

ପୁରୀ ଅଫିସ,୫।୧୨: ପୁରୀ ଜିଲା ବାଲୁଖଣ୍ଡ ବନ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି। ରେଞ୍ଜର ଅସିତ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ପାଲି ଏବଂ ଦୁବେଇପୁର ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉବେଳେ ପ୍ରାୟ ୮ ଲକ୍ଷ ଟଙ୍କାର କରତକଳ ଯନ୍ତ୍ରାଂଶ ଜବତ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରୁ ପାଲି ଗ୍ରାମରୁ ପ୍ରାୟ ୫ ଲକ୍ଷ ଏବଂ ଦୁବେଇପୁର ଗ୍ରାମରୁ ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଯବତ କରାଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ କୋଣାର୍କ ଏବଂ ଗୋପ ବନଖଣ୍ଡର ରେଞ୍ଜର ସାମିଲ ଥିଲେ।

All Right Reserved By

ମେଟ୍ରୋ |

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

ଓଡ଼ିଶାରେ ଟ୍ରେନ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ରିଚା ଏହାକୁ ଗଭୀରତାର ସହ ନେଇଛନ୍ତି। ଏହାର ସମାଧାନ କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରିଚା କହିଛନ୍ତି, ୨୦୧୮ରେ ଅନେକ ଜାଗାରେ ହାତୀ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଡ୍ରେନ ପାଇଁ ଘରୋଇ ଜମି କିଣିବ ବିଏମ୍‌ସି

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଭାଗବତ ସନ୍ଧାନ ନିକଟ ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଘରୋଇ ଜମି ଅଧିଗ୍ରହଣ କରିବ। ଏଠାରେ ଡ୍ରେନ୍‌ର ସ୍ଥିତି ଆକଳନ ପାଇଁ ବିଏମ୍‌ସି କମିଶନର ଡ. କ୍ରିଷନ କୁମାରଙ୍କ ନେତୃତ୍ୱରେ ନଗର ପ୍ରଶାସନର

ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ପ୍ରସଙ୍ଗ ସିବିଆଇ ତଦନ୍ତ ସୁପାରିସ କଲା ଆଇଓସିଏଲ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲି ଓରଫ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ଘଟଣାର ସିବିଆଇ ତଦନ୍ତ କରାଯିବ। ନିୟମର ଉଲ୍ଲଂଘନ କରାଯାଇ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଦିଆଯାଇଥିବା ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ନିଜସ୍ବ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ)- ଏଣିକି ଭୁବନେଶ୍ୱର ସହରବାସୀଙ୍କୁ ଅଭିଯୋଗ ଦାଖଲ କରିବାକୁ ଆଉ ବାରମ୍ବାର ବିଏମ୍‌ସି କିମ୍ବା ବିଡିଏ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବନି। ଘରେ ବସି ଗୋଟିଏ କଲରେ ବିଏମ୍‌ସି ପାଖରେ ପହଞ୍ଚିଯିବ ଅଭିଯୋଗ।

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ବାରଙ୍ଗ,୧୯।୭(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘଟିଛି ପୁଣି ଏକ ଅଘଟଣ। ମଙ୍ଗଳବାର ୩୮ଜଣ ପର୍ଯ୍ୟଟକଙ୍କୁ ଧରି ବାଘ ସଫାରି ବୁଲାଇବାକୁ ନେଇଥିବା ବସ୍‌ର ଚକ କାଦୁଅ ରାସ୍ତାରେ ଦବିଯିବାରୁ ଯାତ୍ରୀମାନେ ସଫାରି ଭିତରେ ଫସିରହିଥିଲେ।

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଭୁବନେଶ୍ୱର,୧୯।୭(ବ୍ୟୁରୋ)- ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଚଳପ୍ରଚଳ କରୁଥିବା ମୟୂରଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲକ୍ଷ୍ୟରେ ମୟୂର ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା। ମେଣ୍ଡାଶାଳ ସଂରକ୍ଷିତ ଜଙ୍ଗଲ, ଗଙ୍ଗାପାଟଣା ଓ ଦେଉଳିଆପାଟଣା ଅଞ୍ଚଳରେ ଏହି ଅଭୟାରଣ୍ୟ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ।

୨୧ରେ ‘କାଳିନ୍ଦୀ ଚରଣ ପାଣିଗ୍ରାହୀ’ ଆଲୋଚନାଚକ୍ର

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ୨୧ ଏବଂ ୨୨ ତାରିଖରେ ୩ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୧ ତାରିଖ ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ

ଟାଇଗର୍‌ଙ୍କ ପରେ ସାମୁଏଲ୍‌ଙ୍କ ‘ମାୟାରେ ବାୟା’ ପ୍ରେମ

ଟାଇଗର୍‌ଙ୍କ ପରେ ସାମୁଏଲ୍‌ଙ୍କ ‘ମାୟାରେ ବାୟା’ ପ୍ରେମ

ଭୁବନେଶ୍ୱର,୧୯।୭(ବ୍ୟୁରୋ)-ଓଡ଼ିଆ ଫିଲ୍ମ ‘ଟୋକାଟା ଫସିଗଲା’ର ବହୁଚର୍ଚ୍ଚିତ ଗୀତ ‘ମାୟାରେ ବାୟା’ ଏବେ କେବଳ ଓଡ଼ିଶା କିମ୍ବା ଭାରତରେ ସୀମତ ହୋଇରହିନି। ପ୍ରଥମେ ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ସ୍ରଫ୍‌ ଏହି ଗୀତରେ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Model This Week

ରୂପେଶ