ଜାତୀୟ |

ଭାଜପାକୁ ଚିଦାମ୍ବରମ୍‌ଙ୍କ ସମାଲୋଚନା

ଭାଜପାକୁ ଚିଦାମ୍ବରମ୍‌ଙ୍କ ସମାଲୋଚନା
ନୂଆଦିଲ୍ଲୀ,୩।୧୨: ବରିଷ୍ଠ କଂଗ୍ରେସ ନେଇ ପି.ଚିଦାମ୍ବରମ୍‌ ରବିବାର ଟୁଇଟ୍‌ କରି ଭାଜପାକୁ ସମାଲୋଚନା କରିଛନ୍ତି। ଗୁଜରାଟରେ ଭାଜପା ସରକାର ଜନସାଧାରଣଙ୍କ ସ୍ବାର୍ଥକୁ ଅଣଦେଖା କରିଥିବା ସେ କହିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଥିବାବେଳେ ଗୁଜରାଟରେ ଏବେ ମଧ୍ୟ ସାଧାରଣ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଭାଜପା ସରକାର ରାଜ୍ୟର ଆର୍ଥିକ ସ୍ଥିତିରେ ଦେଶର ଅନ୍ୟ ଅଞ୍ଚଳ ତୁଳନାରେ କୌଣସି ଆଖିଦୃଶିଆ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରି ନ ଥିବା ସେ ସୂଚିତ କରିଛନ୍ତି।
All Right Reserved By

ଜାତୀୟ |

ଆଜି ଭାଜପାର ୭୦ ସମ୍ମିଳନୀ

ଆଜି ଭାଜପାର ୭୦ ସମ୍ମିଳନୀ

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ରାଫାଲ ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ଭାଜପା ଅଧିକ ଆକ୍ରମଣାତ୍ମକ ଆଭମୁଖ୍ୟ ଗ୍ରହଣ କରିଛି। ସୋମବାର ଦେଶର ୭୦ଟି ପ୍ରମୁଖ ସହରରେ ଭାଜପାର ବରିଷ୍ଠ ନେତା, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ଖବରଦାତା ସମ୍ମିଳନୀ କରି ବିରୋଧୀ ଦଳକୁ ଆକ୍ରମଣ କରିବା ଲାଗି ଦଳ ନିଷ୍ପତ୍ତି ନେଇଛି। 

ସୋନିଆଙ୍କ ଗଡ଼ରେ ମୋଦି

ସୋନିଆଙ୍କ ଗଡ଼ରେ ମୋଦି

ରାଏବରେଲି,୧୭ା୧୨(ପି.ଟି.): କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ରାଫାଲ କ୍ଲିନ୍‌ଚିଟ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାଏବରେଲିରେ କଂଗ୍ରେସ ଉପରେ ବର୍ଷିଛନ୍ତି।

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇ/ନୂଆଦିଲ୍ଲୀ,୧୭ା୧୨ପି.ଟି.): ଜଣେ ୧୩ ବର୍ଷର ଭାରତୀୟ ବାଳକ ଦୁବାଇରେ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି। ଆଦିଥ୍ୟନ୍‌ ରାଜେଶ ନାମକ ଏହି ଛାତ୍ର ମାତ୍ର ୯ ବର୍ଷ ବୟସରେ ତାଙ୍କର ପ୍ରଥମ ମୋବାଇଲ ଆପ୍ଲିକେଶନର ବିକାଶ କରିଥିଲେ। 

ବଏଲର୍‌ ଟାଙ୍କି ଫାଟି ୬ମୃତ ୫ ଆହତ

ବଏଲର୍‌ ଟାଙ୍କି ଫାଟି ୬ମୃତ ୫ ଆହତ

ବାଗଲକୋଟ,୧୬।୧୨: କର୍ନାଟକ ବାଗଲକୋଟ ଜିଲା ମୁଡହୋଲରେ ଥିବା ନିରାନି ସୁଗାର୍ସର ଏକ ବଏଲର ଟାଙ୍କି ଫାଟିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ୫ ଗୁରୁତର ଆହତ ହୋଇଛନ୍ତି।

ଅଶ୍ଳୀଳ ସିଡି ମାମଲରେ ଚର୍ଚ୍ଚାକୁ ଆସିଥିଲେ ବାଘେଲା

ଅଶ୍ଳୀଳ ସିଡି ମାମଲରେ ଚର୍ଚ୍ଚାକୁ ଆସିଥିଲେ ବାଘେଲା

ରାୟପୁର,୧୬।୧୨: ବୈଠକ ପରେ ବୈଠକ ଅନୁଷ୍ଠତି ହୋଇ ଶେଷରେ ବାଘେଲାଙ୍କ ନାଁରେ ଲାଗିଲା ମୋହର। ଭୂପେଶ ବାଘେଲା ହେଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ। ସୋମବାର ସେ ପଦ ଓ ଗୋପନୀୟତାର ଶପଥ ନେବେ।

ନିର୍ଭୟା କାଣ୍ଡକୁ ପୂରିଲା ୬ ବର୍ଷ: ଦିଲ୍ଲୀରେ ବଳାତ୍କାର ମାମଲାରେ ୧୬୦ ପ୍ରତିଶତ ବୃଦ୍ଧି

ନିର୍ଭୟା କାଣ୍ଡକୁ ପୂରିଲା ୬ ବର୍ଷ: ଦିଲ୍ଲୀରେ ବଳାତ୍କାର ମାମଲାରେ ୧୬୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୬।୧୨: ନିର୍ଭୟା କାଣ୍ଡକୁ ରବିବାର ୬ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ରେ ୨୩ ବର୍ଷ ବୟସ୍କା ନିର୍ଭୟାଙ୍କୁ ୫ ଜଣ କରିଥିଲେ ସାମୁହିକ ବଳାତ୍କାର। 

ମାଆଙ୍କ ସହ ନଜର ଆସିଲେ ତେଜ ପ୍ରତାପ

ମାଆଙ୍କ ସହ ନଜର ଆସିଲେ ତେଜ ପ୍ରତାପ

ପାଟନା,୧୬।୧୨: ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଶନିବାର ରାତିରେ ତାଙ୍କ ମାଆଙ୍କ ସହ ନଜର ଆସିଛନ୍ତି। ପାଟନାରେ ଅନୁଷ୍ଠିତ ଏକ ବିବାହ ଭୋଜିରେ ଯୋଗ ଦେବା ଅବସରରେ ସେ ତାଙ୍କ ମାଆ ରାବରି ଦେବୀଙ୍କ ସହ କଥା ହୋଇଥିବା ଜଣାପଡିଛି। 

ଭୂପେଶଙ୍କ ମୁଣ୍ଡରେ ଢ଼ଲାହେଲା ସୁନାକଳସ: ସୋମବାର ନେବେ ଶପଥ

ଭୂପେଶଙ୍କ ମୁଣ୍ଡରେ ଢ଼ଲାହେଲା ସୁନାକଳସ: ସୋମବାର ନେବେ ଶପଥ

ରାୟପୁର,୧୬।୧୨: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ରବିବାର ରାୟପୁରଠାର ବିସିଥିବା ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଭୂପେଶ ବାଘେଲାଙ୍କୁ ନେତାଭାବେ ଗ୍ରହଣ କରାଯାଇଛି। 

ଇଶାଙ୍କ ବିବାହ ଭୋଜିରେ କାହିଁକି ଖାଦ୍ୟ ପରଷିଲେ ସେଲିବ୍ରିଟି

ଇଶାଙ୍କ ବିବାହ ଭୋଜିରେ କାହିଁକି ଖାଦ୍ୟ ପରଷିଲେ ସେଲିବ୍ରିଟି

ମୁମ୍ବାଇ,୧୬।୧୨: ନିକଟରେ ଅର୍ଥାତ୍‌ ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବ। ଏଥିରେ ବହୁ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ।

ଶ୍ୱଶୁର ଘରୁ ବିବାହିତା ପ୍ରେମିକାଙ୍କୁ ନେଇ ପ୍ରେମିକ ଫେରାର...

ଶ୍ୱଶୁର ଘରୁ ବିବାହିତା ପ୍ରେମିକାଙ୍କୁ ନେଇ ପ୍ରେମିକ ଫେରାର...

କାନପୁର,୧୬।୧୨: ଉତ୍ତରପ୍ରଦେଶ କାନପୁର ସ୍ଥିତ ଘାଟମପୁରର ଉନ୍ନାବ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶ୍ୱଶୁର ଘରୁ  ବିବାହିତା ପ୍ରେମିକାଙ୍କୁ ନେଇ ତାଙ୍କ ପ୍ରେମିକ ଫେରାର ହୋଇଯାଇଛନ୍ତି। 

ମହନ୍ତ ସୋମପୁରୀଙ୍କ ୯ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ବାବା ଗାଦି ଛାଡି ଫେରାର

ମହନ୍ତ ସୋମପୁରୀଙ୍କ ୯ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ବାବା ଗାଦି ଛାଡି ଫେରାର

ଚଣ୍ଡିଗଡ଼,୧୬।୧୨: ହରିୟାଣା କୈଥାଳ ଜିଲା କାଲାୟତରେ ଘଟିଛି ଏକ ଅଭାବନୀୟ ଘଟଣା। 

କୁମ୍ଭମେଳା ପାଇଁ ଚାଲିବ ୮ଶହ ସ୍ବତନ୍ତ୍ର ଟ୍ରେନ୍‌

କୁମ୍ଭମେଳା ପାଇଁ ଚାଲିବ ୮ଶହ ସ୍ବତନ୍ତ୍ର ଟ୍ରେନ୍‌

ଆଲ୍ଲାହାବାଦ,୧୬।୧୨: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା କୁମ୍ଭମେଳା ପାଇଁ ୮ଶହ ସ୍ବତନ୍ତ୍ର ଟେନ୍‌ ଚଳାଚଳ କରିବ ବୋଲି ପ୍ରସ୍ତାବ ଦେଇଛି ରେଲଓ୍ବେ। ଏହା ଆଲ୍ଲାହାବାଦର ବିଭିନ୍ନ ଷ୍ଟେଶନରୁ ଯାତ୍ରା କରିବ।