ଜାତୀୟ |

ବିମାନ ସେବା ବିଳମ୍ବ ହେବାରୁ ଅସନ୍ତୁଷ୍ଟ ହେଲେ ଯାତ୍ରୀ

ବିମାନ ସେବା ବିଳମ୍ବ ହେବାରୁ ଅସନ୍ତୁଷ୍ଟ ହେଲେ ଯାତ୍ରୀ
ବମ୍ବେ,୨।୧୨: ବମ୍ବେରୁ ଅହମ୍ମଦାବାଦ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ୭ଘଣ୍ଟା ବିଳମ୍ବ ହେବାରୁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ଶନିବାର ସକାଳେ ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀମାନେ ହଙ୍ଗାମା କରିଛନ୍ତି। ପୂର୍ବ ବିମାନଟି ବିଳମ୍ବ ଥିବାରୁ ତା’ପର ବିମାନଟି ବିଳମ୍ବ ଥିବା ଘୋଷଣା କରାଯାଇଥିଲା। ହେଲେ ଏହା ୭ଘଣ୍ଟା ବିଳମ୍ବ ହେବାରୁ ଯାତ୍ରୀମାନେ ବିମାନ ବନ୍ଦରରେ ରାତି କାଟିଥିଲେ। ଫଳରେ ଅନ୍ୟ କୌଣସି ବିମାନକୁ ଏମାନେ ଛାଡି ଦେବାକୁ ରାଜି ହୋଇ ନଥିଲେ। ପରେ ଏୟାର ଇଣ୍ଡିଆର ପ୍ରବକ୍ତା, ପାଇଲଟ ଉପସ୍ଥିତ ନଥିବାରୁ ଏମିତି ବିଳମ୍ବ ହୋଇଥିବା କହିଥିଲେ।
All Right Reserved By

ଜାତୀୟ |

ମା’ଙ୍କୁ ଭେଟିଲେ ମୋଦି

ମା’ଙ୍କୁ ଭେଟିଲେ ମୋଦି

ଗାନ୍ଧୀନଗର, ୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ଶନିବାର ଗାନ୍ଧୀନଗରରେ ମା’ ହୀରା ବେନ୍‌ଙ୍କୁ ଭେଟିଛନ୍ତି ମୋଦି। 

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

ନୂଆଦିଲ୍ଲୀ, ୧୯।୧: ଦେଶରେ ଏବେ ସ୍ବାଇନ ଫ୍ଲୁ ବେକାବୁ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଗତ ୧୩ ଦିନ ଭିତରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ(ଏଚ୧ଏନ୧) ଭୂତାଣୁ ଥିବା ଜଣାପଡିଛି।

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ବାରାଣସୀ,୧୯।୧: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ। ମୁଖ୍ୟ ଆସନକୁ ନେଇ ଦଳୀୟ ପ୍ରାର୍ଥୀମାନେ ହେଲେଣି ଆଶାବାଦୀ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀରୁ କିଏ ତାଙ୍କ ବିପକ୍ଷରେ ଲଢିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା।

ଗର୍ଜିଲେ ବିରୋଧୀ

ଗର୍ଜିଲେ ବିରୋଧୀ

କୋଲକାତା,୧୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଶନିବାର କୋଲକାତାରେ ଆରମ୍ଭ ହୋଇଛି ବିରୋଧୀଙ୍କ ମହାମେଣ୍ଟ। ଏଥିରେ ପ୍ରାୟ ୨୦ଟି ବିରୋଧୀ ଦଳର ଟାଣୁଆ ନେତାମାନେ ଯୋଗ ଦେଇଛନ୍ତି।

ସବରିମାଳା ମନ୍ଦିର ପ୍ରବେଶ ଉଦ୍ୟମ କଲେ ଆଉ ୨ ମହିଳା

ସବରିମାଳା ମନ୍ଦିର ପ୍ରବେଶ ଉଦ୍ୟମ କଲେ ଆଉ ୨ ମହିଳା

ଥିରୁଭାନନ୍ତପୁରମ,୧୯।୧: ସବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ପୁଣି ୨ଜଣ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଶନିବାର ସକାଳେ ରେଶମା ଓ ଶାଲିନା ନାମ୍ନୀ ୨ ମହିଳା ୬ ଜଣ ପୁରୁଷଙ୍କ ସୁରକ୍ଷା ବଳୟ ଭିତରେ ମନ୍ଦିର ଭିତକୁ ପ୍ରବେଶ ଉଦ୍ୟମ କରିଥିଲେ। 

ଭାଜପା ନେତାଙ୍କ ହାତ କାଟିଦେବାକୁ କହିଲେ ମିଶା

ଭାଜପା ନେତାଙ୍କ ହାତ କାଟିଦେବାକୁ କହିଲେ ମିଶା

ପାଟନା,୧୯।୧: ଅତୀତରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଖୁବ୍‌ ଆପଣାର ଥିବା ରାମ କ୍ରିପାଲ ଯାଦବଙ୍କୁ ନେଇ ଲାଲୁଙ୍କ ଝିଅ ତଥା ରାଜ୍ୟସଭା ଏମ୍‌ପି ମିଶା ଭାରତୀ ଏକ ବିବାଦୀୟ ବୟାନ ଦେଇଛନ୍ତି। 

ଅନ୍‌ଲାଇନ୍‌ ଖାଦ୍ୟକୁ ନେଇ ପୁଣି ଅଭିଯୋଗ

ଅନ୍‌ଲାଇନ୍‌ ଖାଦ୍ୟକୁ ନେଇ ପୁଣି ଅଭିଯୋଗ

ଔରଙ୍ଗାବାଦ,୧୯।୧: ଖୁବ୍‌ କମ୍‌ ସମୟରେ ହାତ ପାହାନ୍ତାରେ ମିଳୁଛି ସୁଆଦିଆ ଖାଦ୍ୟ। ହେଲେ ଏହି ଖାଦ୍ୟ ଯେ ସ୍ବାସ୍ଥ୍ୟ ପାଇଁ କେତେ ହିତକର ତାହାକୁ ନେଇ ଏବେ ପୁଣିଥରେ ଆସିଛି ଅଭିଯୋଗ। 

ଜ୍ୟୋତି ବସୁଙ୍କ ପରେ ମମତାଙ୍କ ମେଗା ଶୋ’

ଜ୍ୟୋତି ବସୁଙ୍କ ପରେ ମମତାଙ୍କ ମେଗା ଶୋ’

କୋଲକାତା,୧୯।୧: ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ଶାସନ ଭାର ସମ୍ଭାଳିଥିବା ଭାଜପା ସରକାରଙ୍କୁ ଟକ୍କର ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏକ ବିରାଟ ରାଲିର ଆୟୋଜନ କରିଛନ୍ତି।

ରାଜଧାନୀରେ କୁହୁଡ଼ିର ଧଳା ଚାଦର: ଟ୍ରେନ୍‌, ବିମାନ ସେବା ବ୍ୟାହତ

ରାଜଧାନୀରେ କୁହୁଡ଼ିର ଧଳା ଚାଦର: ଟ୍ରେନ୍‌, ବିମାନ ସେବା ବ୍ୟାହତ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଦିଲ୍ଲୀରୁ ଛାଡିବାକୁ ଥିବା ୧୦ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି।

ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌;ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲକ୍ଷ୍ୟ: ମୋଦି

ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌;ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ,୧୯-୧: ଆସନ୍ତା ବର୍ଷ ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ରେ ଭାରତକୁ ଟପ୍‌ ୫୦ରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

ଭାଜପା ନିର୍ଲଜ ଲୋକଙ୍କ ଘର: ପ୍ରକାଶ ରାଜ

ଭାଜପା ନିର୍ଲଜ ଲୋକଙ୍କ ଘର: ପ୍ରକାଶ ରାଜ

ବେଙ୍ଗାଲୁର,୧୮।୧: ଅଭିନେତାରୁ ନେତା ବନିଥିବା ୫୩ ବର୍ଷୀୟ ପ୍ରକାଶ ରାଜ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ହେଉଛି ନିର୍ଲଜ ଲୋକଙ୍କ ଘର। ଏଥର ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବେଙ୍ଗାଲୁର ସେଣ୍ଟ୍ରାଲରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି।

ଫେସ୍‌ବୁକକୁ ପଛରେ ପକାଇଲା ହ୍ବାଟସ୍‌ ଆପ୍‌

ଫେସ୍‌ବୁକକୁ ପଛରେ ପକାଇଲା ହ୍ବାଟସ୍‌ ଆପ୍‌

ନୂଆଦିଲ୍ଲୀ,୧୮।୧: ଭାରତର ବ୍ୟବହାର ହେଉଥିବା ଆପ୍‌ ମଧ୍ୟରେ ହ୍ବାଟସ୍‌ ଆପ୍‌ ଏକ ନମ୍ବରରେ ରହିଛି। ଫେସ୍‌ବୁକକୁ ପଛରେ ପକାଇ ଏହା ନମ୍ବର ଓ୍ବାନ ହୋଇଥିବା ଆନାଲିଟିକ୍‌ ଫର୍ମ ଆପ୍‌ ଆନ୍ନି ଏକ ରିପୋର୍ଟରେ ପ୍ରକଶ କରିଛି।