ଜାତୀୟ |

ମହାକାଳଙ୍କ ପୂଜା ପଦ୍ଧତି ପାଇଁ କୋର୍ଟ ଆଦେଶ ଦେଇ ନାହାନ୍ତି

ମହାକାଳଙ୍କ ପୂଜା ପଦ୍ଧତି ପାଇଁ କୋର୍ଟ ଆଦେଶ ଦେଇ ନାହାନ୍ତି
ଉଜ୍ଜୟିନୀ,୧।୧୨: ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ଜ୍ୟୋର୍ତିଲିଙ୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ମନ୍ଦିରର ପୂଜା ପଦ୍ଧତିକୁ ନେଇ କୋର୍ଟର କିଛି ଲେଣ ଦେଣ ନାହିଁ। ଆର୍‌ଓ ପାଣିରେ ଶିବଲିଙ୍ଗ ଅଭିଷେକ କରିବାକୁ ମଧ୍ୟ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି। ମନ୍ଦିରରେ ପୂଜାର ନୂଆ ନିୟମକୁ ନେଇ ସୁପ୍ରିମକୋର୍ଟ ମନ୍ଦିର ପ୍ରବନ୍ଧନ କମିଟିର ନିନ୍ଦା କରିବା ସହ କୋର୍ଟର ଆଦେଶ କହି ମନ୍ଦିରରେ ଲଗାଯାଇଥିବା ବୋର୍ଡକୁ ତୁରନ୍ତ ହଟାଇବାକୁ କହିଛନ୍ତି ମାନ୍ୟବର କୋର୍ଟ। ସୂଚନାଯୋଗ୍ୟ, ପୂର୍ବରୁ କୋର୍ଟ ଶିବଲିଙ୍ଗର ସୁରକ୍ଷା ପାଇଁ ଯାହା ନିର୍ଦ୍ଦେଶ ଦେଇଥିଲେ। ପୂଜା ପଦ୍ଧତି ଓ ରିତି ନୀତିକୁ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି। ଏହାପରେ ମନ୍ଦିର ପରିସରରେ ଥିବା ନିୟମ ସମ୍ବନ୍ଧିତ ବୋର୍ଡକୁ ହଟାଇ ଦିଆଯାଇଛି।
All Right Reserved By

ଜାତୀୟ |

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଗାଜିଆବାଦ,୨୪।୯: ଉତ୍ତର ପ୍ରଦେଶ ଗାଜିଆବାଦରେ କିଛିଦିନ ହେବ ନବବଧୂମାନେ ଲୁଟ୍‌ କରି ଫେରାର ହୋଇଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଦିନକୁ ଦିନ ଏହା ବଢିବାରେ ଲାଗିଛି। 

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଚଣ୍ଡିଗଡ,୨୪।୯: ଗତ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଜାବରେ ହେଉଥିବା ଲଗାଣ ବର୍ଷାକୁ ଦେଖି ସୋମବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ସୋମବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪।୯: ନୂଆଦିଲ୍ଲୀରେ ଏକ ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ୪ ବର୍ଷ ଦିଲ୍ଲୀ-ଏନସିଆର୍‌ ଅଞ୍ଚଳରେ ଏହି ର଼୍ୟାକେଟ ସକ୍ରିୟ ଥିବା ପୋଲିସ ସୂଚନା ଦେଇଛି। 

ବଢିଲା ଭାଜପା ଚିନ୍ତା

ବଢିଲା ଭାଜପା ଚିନ୍ତା

ପଣଜୀ,୨୪।୯: ଗୋଆ ମନ୍ତ୍ରିମଣ୍ଡଳ ଏବେ ଏକ ପ୍ରକାର ଆଇସିୟୁକୁ ଚାଲିଯାଇଛି ବୋଲି ଆଲୋଚନା ହେଉଛି। କାରଣ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥତା କାରଣରୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଏବେ ଆଉ ୨ ଜଣ ଭାଜପା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡିଛି। 

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟସେବା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବା ପରେ ପରେ ଏହାକୁ ଅଣ ଭାଜପା ଶାସିତ ୫ ରାଜ୍ୟ ଲାଗୁ କରିବ ନାହିଁ ବୋଲି ଜଣାପଡିଛି।

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସିକ୍କିମ ପାକୟୋଙ୍ଗ ବିମାନବନ୍ଦରର ଭଦ୍‌ଘାଟନ କରିଛନ୍ତି।  ଏହା ସିକ୍କିମର ପ୍ରଥମ ବିମାନ ବନ୍ଦର। ୨୦୦୯ରେ ଏହାର ଶିଳାନ୍ୟାସ କରାଯାଇଥିଲା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ନୈନିତାଲ,୨୪।୯: ଉତ୍ତରାଞ୍ଚଳ ଭାରତ-ନେପାଳ ସୀମାରେ ମାନବ ତସ୍କରୀ ବଢ଼ିବାରେ ଲାଗିଛି। ଏଠାରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କରାଯାଉଛି ଅପହରଣ। 

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ଚଣ୍ଡିଗଡ଼,୨୪।୯: ପଞ୍ଜାବ ମୋଗାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କୁ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ବିରୋଧ କରିବାରୁ ଯୁବକ ତାଙ୍କୁ ସ୍ଥାନୀୟ ନାଳେରେ ଠେଲି ଦେଇଥିଲେ। 

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ କିଛି ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। 

ପୁଣି ମାଡି ଆସୁଛି ବିପଦ

ପୁଣି ମାଡି ଆସୁଛି ବିପଦ

ଥିରୁଭାନନ୍ତପୁରମ,୨୪।୯: ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି।