ଅନ୍ତର୍ଜାତୀୟ |

ଟ୍ରମ୍ପଙ୍କ ଟୁଇଟର୍‌ ଆକାଉଣ୍ଟ ଅଚଳ କରିଥିଲେ ଜର୍ମାନୀ ନାଗରିକ

ଟ୍ରମ୍ପଙ୍କ ଟୁଇଟର୍‌ ଆକାଉଣ୍ଟ ଅଚଳ କରିଥିଲେ ଜର୍ମାନୀ ନାଗରିକ
ଓ୍ବାଶିଂଟନ୍‌,୩୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର୍‌ ଆକାଉଣ୍ଟକୁ ଜଣେ ଜର୍ମାନୀ ନାଗରିକ କିଛି ମିନିଟ୍‌ ପାଇଁ ଅଚଳ କରିଥିବା ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଟ୍ରମ୍ପଙ୍କ ଟୁଇଟର୍‌ ଆକାଉଣ୍ଟ ୧୧ ମିନିଟ୍‌ ପାଇଁ ଅଚଳ ହୋଇଯାଇଥିଲା। ଟୁଇଟର୍‌ ଅଫିସରେ ଅସ୍ଥାୟୀ ଭାବେ କାମ କରୁଥିବା ଜର୍ମାନ ନାଗରିକ ବହତିହାର ଡ୍ୟୁସ ତାଙ୍କ ଚାକିରୀର ଶେଷ ଦିନରେ ଏପରି କରିଥିଲେ ବୋଲି କହିଛନ୍ତି। ହେଲେ ସେ ଜାଣିଶୁଣି ଏମିତି କରି ନଥିଲେ ବୋଲି ମଧ୍ୟ ସଫେଇ ଦେଇଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଯେଉଁଠି ମୃତ୍ୟୁ ଅପରାଧ

ଯେଉଁଠି ମୃତ୍ୟୁ ଅପରାଧ

ଇଂଲଣ୍ଡରେ ଏକ ଅଜବ ଆଇନ ପ୍ରଚଳିତ ଥିଲା। ଏଠାରେ କୌଣସି ବ୍ୟକ୍ତି ପାର୍ଲାମେଣ୍ଟ ଭବନରେ ମୃତ୍ୟୁବରଣ କରିପାରିବେ ନାହିଁ ବୋଲି ନିୟମ ଥିଲା।

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ଲଣ୍ଡନ,୨୨।୧: ବ୍ରିଟେନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୯ ମାସରେ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। 

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବାଲୁଚିସ୍ତାନ,୨୨।୧: ପାକିସ୍ତାନ ବାଲୁଚିସ୍ତାନରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌କୁ ତେଲ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଥରିଲା ଇଣ୍ଡୋନେସିଆ

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୧: ଇଣ୍ଡୋନେସିଆ ସୁମ୍ବାଓ୍ବାର ସେଣ୍ଟ୍ରାଲ୍‌ ଆଇଜଲାଣ୍ଡରେ ଥିବା ରାବା ସହରରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ପେଲରେ ଏହାର ତୀବ୍ରତା ରହିଥିଲା ୬.୦।

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ବାମାକୋ,୨୨।୧:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜାତିସଂଘର ୧୦ ଶାନ୍ତି ସେନା ପ୍ରାଣ ହରାଇଛନ୍ତି।

୨୦୧୪ରେ ଇଭିଏମ୍‌ ଜାଲିଆତି ହୋଇଥିଲା

୨୦୧୪ରେ ଇଭିଏମ୍‌ ଜାଲିଆତି ହୋଇଥିଲା

ଲଣ୍ଡନ/ନୂଆଦିଲ୍ଲୀ,୨୨।୧(ପି.ଟି.): ୨୦୧୪ ସାଧାରଣ ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ଜାଲିଆତି ହୋଇଥିଲା ବୋଲି ଜଣେ ସାଇବର ବିଶେଷଜ୍ଞ ସୋମବାର ଗୁରୁତର ଅଭିଯୋଗ ଆଣିଛନ୍ତି। 

ବିଷ ବଳୟରେ କାବୁଲ

ବିଷ ବଳୟରେ କାବୁଲ

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୋକେ ବେଶ୍‌ କିଛି ଦିନ ହେବ ବିଷ ବଳୟ ମଧ୍ୟରେ ଜୀବନ କାଟୁଛନ୍ତି କହିଲେ କିଛି ଭୁଲ୍‌ ହେବନାହିଁ। କାରଣ ଏଠାରେ ଅଧିକାଂଶ ସମୟରେ ବୋମା ବିସ୍ଫୋରଣ ପରିବେଶକୁ ଏକ ପ୍ରକାର ଦୂଷିତ କରିଦେଇଛି।

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

କାବୁଲ,୨୧।୧: ଆଫାଗନୀସ୍ତାନ ଗଭର୍ନର ଅନଓ୍ବର ଇଶାକଜାଇଙ୍କ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗଭର୍ନର ଅଳ୍ପକେ ରକ୍ଷା ପାଇଥିବାବେଳେ ଏଥିରେ ୧୨ ଜଣ ଦେହରକ୍ଷୀ ନିହତ ହୋଇଛନ୍ତି।