ଜାତୀୟ |

ଲାକ୍ଷାଦ୍ୱୀପ ମୁହାଁ ହେଉଛି ‘ଓଖି’

ଲାକ୍ଷାଦ୍ୱୀପ ମୁହାଁ ହେଉଛି ‘ଓଖି’
ମାଡ୍ରାସ,୩୦।୧୧: ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିଝଡ଼ ‘ଓଖି’ର ପ୍ରଭାବ ଦେଖିବାକୁ ମିଳିଛି। କନ୍ୟାକୁମାରୀ ଜିଲାରେ ବୁଧବାର ରାତିରେ ପ୍ରବଳ ବର୍ଷା ହେବା ଫଳରେ ଗୁରୁବାର ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ୭ଟି ଜିଲାରେ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି। ସ୍ଥଳଭାଗଠାରୁ ‘ଓଖି’ ୬୦ କିଲୋମିଟର ଦୂରରେ ରହିଛି। ଯାହା ଧିରେ ଧିରେ ଲାକ୍ଷାଦ୍ୱୀପ ଆଡକୁ ଅଗ୍ରସର ହେଉଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସୂଚନା ଥିବାରୁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି।
All Right Reserved By

ଜାତୀୟ |

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ଧରା ପଡ଼ିଲେ ନକଲି ପୋଲିସ ଅଫିସର

ରାୟପୁର,୨୨।୧୦: ଛତିଶଗଡ଼ ରାୟପୁରରେ ଜଣେ ନକଲି ପୋଲିସ ଅଫିସର ଧରା ପଡ଼ିଛନ୍ତି। ନିଜକୁ ଏସଆଇଟି  ସଦସ୍ୟ କହି ପୋଲିସ ବିଭାଗର ପ୍ରତିଟି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିଲା। 

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

କେରଳ ନନ୍‌ ବଳାତ୍କାର ମାମଲା: ମୁଖ୍ୟ ସାକ୍ଷୀ ମୃତ

ଥିରୁଭାନନ୍ତପୁରମ,୨୨।୧୦: ବହୁ ଚର୍ଚ୍ଚିତ କେରଳ ନନ୍‌ ବଳାତ୍କାର ମାମଲାର ମୁଖ୍ୟ ସାକ୍ଷୀ ଥିବା କ୍ୟାଥୋଲିକ୍‌ ଚର୍ଚ୍ଚର ପୂଜାରୀ ଫାଦର କୁରିଆକୋସ କଟୁଥାରାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। 

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ହୋଟେଲ ଭିତରେ ପଶି ପର୍ଯ୍ୟଟକଙ୍କୁ ହତ୍ୟା: ପୋଲିସକୁ ଖବର ନ ଦେବାକୁ ଧମକ

ଥାଣେ,୨୨।୧୦: ମହାରାଷ୍ଟ୍ରର କଲ୍ୟାଣ ସହରରେ ଥିବା ଏକ ହୋଟେଲରେ ଜଣେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସନ୍ଦୀପ ବଢେ(୪୧)ଙ୍କୁ ପୋଲିସ ଗିରଫ କରିଛି। 

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

୧୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ରାଜନୀତିରେ ଯୋଗଦେଲେ ଦିବ୍ୟାଙ୍ଗ ଇଞ୍ଜିନିୟର

ଇନ୍ଦୋର,୨୨।୧୦: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଆରମ୍ଭ ହୋଇ ଯାଇଛି। ତେବେ ଏଥର ଏହି ବିଧାନସଭା ନିର୍ବାଚନର ଏକ ବିଶେଷତ୍ୱ ହେଉଛନ୍ତି ସୁଦୀପ ଶୁକ୍ଳା।

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଶିକ୍ଷାର୍ଥୀଙ୍କ ସମସ୍ୟା ଦୂର ପାଇଁ ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି ପ୍ରଫେସର

ଅହମ୍ମଦାବାଦ୍‌,୨୨।୧୦: ପରୀକ୍ଷାରେ ଶିକ୍ଷାର୍ଥୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଜଣେ ପ୍ରଫେସର ୩ ବର୍ଷ ଧରି ପରୀକ୍ଷା ଦେଉଛନ୍ତି। 

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ ଲୋକେ

ଲକ୍ଷ୍ନୌ,୨୨।୧୦: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବର ଯୌତୁକ ମାଗିବାରୁ ଏହାର ପରିଣତି ଭୋଗିବାକୁ ପଡିଛି। 

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୧୦: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍‌ ହେବା ସହିତ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ହିମାଚଳ ପ୍ରଦେଶରେ ଭୂକମ୍ପ

ହିମାଚଳ ପ୍ରଦେଶରେ ଭୂକମ୍ପ

ଶିମ୍‌ଲା,୨୨।୧୦: ହିମାଚଳ ପ୍ରଦେଶରେ ସୋମବାର ସକାଳୁ ଏକ ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦। ଏହା କିନ୍ନୋରରେ ସକାଳ ୯ଟା ୧୧ରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। 

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

କୋଲକତା,୨୨।୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି।

ଶିମଲା ହେବ ‘ଶ୍ୟାମଳା’

ଶିମଲା ହେବ ‘ଶ୍ୟାମଳା’

ଶିମଲା,୨୧।୧୦: ହିମାଚଳପ୍ରଦେଶର ରାଜଧାନୀ ଶିମଲାର ନାମ ପରିବର୍ତ୍ତନ କରାଯାଇ ‘ଶ୍ୟାମଳା’ କରାଯିବ।

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ପୁଣେ,୨୧।୧୦: ମହାରାଷ୍ଟ୍ର ନାଦେଣ୍ଡର ଜଣେ ଡାକ୍ତର ରୋଗୀଙ୍କ କଷ୍ଟ ଜାଣିବା ପାଇଁ ନିଜର ଏଣ୍ଡୋସ୍କୋପି କରିଛନ୍ତି।