ଜାତୀୟ |

ପଶ୍ଚିମବଙ୍ଗ ମାଧ୍ୟମିକ ପରୀକ୍ଷାରେ ଭାରତ ମାନଚିତ୍ରରେ ତ୍ରୁଟି

ପଶ୍ଚିମବଙ୍ଗ ମାଧ୍ୟମିକ ପରୀକ୍ଷାରେ ଭାରତ ମାନଚିତ୍ରରେ ତ୍ରୁଟି
କଲିକତା,୩୦।୧୧: ପଶ୍ଚିମବଙ୍ଗର ୨୦୧୭ ମାଧ୍ୟମିକ ପରୀକ୍ଷାରେ ଭାରତର ମାନଚିତ୍ର ଭୁଲ୍‌ ଭାବେ ଦିଆଯାଇଛି ବୋଲି ଅଭିଯୋଗ କରିଛି ଭାଜପା। ଏଥିରେ ପିଓକେକୁ ପାକିସ୍ତାନରେ ଓ ଅରୁଣାଚଳ ପ୍ରଦେଶକୁ ଚାଇନାରେ ଥିବା ଦର୍ଶାଯାଇଛି। ଏମିତି ଭୁଲ୍‌ ତୃଣମୂଳ କଂଗ୍ରେସକୁ ଭଲ ପାଉଥିବା ଶିକ୍ଷକମାନେ କରିଛନ୍ତି ବୋଲି ଭାଜପା କହିଛି। ଭୂଗୋଳ ପରୀକ୍ଷା ସମୟରେ ଏହି ତ୍ରୁଟି ହୋଇଥିବା ଜଣାପଡିଛି।
All Right Reserved By

ଜାତୀୟ |

ଜିମ୍‌ରେ ଗଲା ଜୀବନ

ଜିମ୍‌ରେ ଗଲା ଜୀବନ

ମୁମ୍ବାଇ, ୧୯।୧: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଯୁବକ ଜିମ୍‌ କରୁ କରୁ ଟଳି ପଡିଛନ୍ତି। ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ଅନୁମାନ କରାଯାଉଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ଉପସ୍ଥାପନ କରିବେ ଶେଷ ବଜେଟ

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ଉପସ୍ଥାପନ କରିବେ ଶେଷ ବଜେଟ

ନୂଆଦିଲ୍ଲୀ, ୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ଏହାପରେ ସଂସଦରେ ଶେଷ ବଜେଟ କିଏ ଉପସ୍ଥାପନ କରିବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଗଣତନ୍ତ୍ର ଦିବସ ପୂର୍ବରୁ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ: ୩ ସାର୍ପସୁଟର ଗିରଫ

ଗଣତନ୍ତ୍ର ଦିବସ ପୂର୍ବରୁ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ: ୩ ସାର୍ପସୁଟର ଗିରଫ

ନୂଆଦିଲ୍ଲୀ, ୧୯।୧: ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଆଇଏସଆଇ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ୍‌(ଏନଡିଆର) ଆଇଏସଆଇ ସହ ଜଡିତ ୩ ଜଣ ସାର୍ପସୁଟରଙ୍କୁ ଗିରଫ କରିଛି। 

ମା’ଙ୍କୁ ଭେଟିଲେ ମୋଦି

ମା’ଙ୍କୁ ଭେଟିଲେ ମୋଦି

ଗାନ୍ଧୀନଗର, ୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ଶନିବାର ଗାନ୍ଧୀନଗରରେ ମା’ ହୀରା ବେନ୍‌ଙ୍କୁ ଭେଟିଛନ୍ତି ମୋଦି। 

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

୧୩ ଦିନରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ ଭୂତାଣୁ

ନୂଆଦିଲ୍ଲୀ, ୧୯।୧: ଦେଶରେ ଏବେ ସ୍ବାଇନ ଫ୍ଲୁ ବେକାବୁ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଗତ ୧୩ ଦିନ ଭିତରେ ୧୬୮ ଜଣଙ୍କଠାରେ ସ୍ବାଇନ ଫ୍ଲୁ(ଏଚ୧ଏନ୧) ଭୂତାଣୁ ଥିବା ଜଣାପଡିଛି।

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ଏଥର ବାରାଣସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ‘ମୃତବ୍ୟକ୍ତି’

ବାରାଣସୀ,୧୯।୧: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ। ମୁଖ୍ୟ ଆସନକୁ ନେଇ ଦଳୀୟ ପ୍ରାର୍ଥୀମାନେ ହେଲେଣି ଆଶାବାଦୀ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀରୁ କିଏ ତାଙ୍କ ବିପକ୍ଷରେ ଲଢିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା।

ଗର୍ଜିଲେ ବିରୋଧୀ

ଗର୍ଜିଲେ ବିରୋଧୀ

କୋଲକାତା,୧୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଶନିବାର କୋଲକାତାରେ ଆରମ୍ଭ ହୋଇଛି ବିରୋଧୀଙ୍କ ମହାମେଣ୍ଟ। ଏଥିରେ ପ୍ରାୟ ୨୦ଟି ବିରୋଧୀ ଦଳର ଟାଣୁଆ ନେତାମାନେ ଯୋଗ ଦେଇଛନ୍ତି।

ସବରିମାଳା ମନ୍ଦିର ପ୍ରବେଶ ଉଦ୍ୟମ କଲେ ଆଉ ୨ ମହିଳା

ସବରିମାଳା ମନ୍ଦିର ପ୍ରବେଶ ଉଦ୍ୟମ କଲେ ଆଉ ୨ ମହିଳା

ଥିରୁଭାନନ୍ତପୁରମ,୧୯।୧: ସବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ପୁଣି ୨ଜଣ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଶନିବାର ସକାଳେ ରେଶମା ଓ ଶାଲିନା ନାମ୍ନୀ ୨ ମହିଳା ୬ ଜଣ ପୁରୁଷଙ୍କ ସୁରକ୍ଷା ବଳୟ ଭିତରେ ମନ୍ଦିର ଭିତକୁ ପ୍ରବେଶ ଉଦ୍ୟମ କରିଥିଲେ। 

ଭାଜପା ନେତାଙ୍କ ହାତ କାଟିଦେବାକୁ କହିଲେ ମିଶା

ଭାଜପା ନେତାଙ୍କ ହାତ କାଟିଦେବାକୁ କହିଲେ ମିଶା

ପାଟନା,୧୯।୧: ଅତୀତରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଖୁବ୍‌ ଆପଣାର ଥିବା ରାମ କ୍ରିପାଲ ଯାଦବଙ୍କୁ ନେଇ ଲାଲୁଙ୍କ ଝିଅ ତଥା ରାଜ୍ୟସଭା ଏମ୍‌ପି ମିଶା ଭାରତୀ ଏକ ବିବାଦୀୟ ବୟାନ ଦେଇଛନ୍ତି। 

ଅନ୍‌ଲାଇନ୍‌ ଖାଦ୍ୟକୁ ନେଇ ପୁଣି ଅଭିଯୋଗ

ଅନ୍‌ଲାଇନ୍‌ ଖାଦ୍ୟକୁ ନେଇ ପୁଣି ଅଭିଯୋଗ

ଔରଙ୍ଗାବାଦ,୧୯।୧: ଖୁବ୍‌ କମ୍‌ ସମୟରେ ହାତ ପାହାନ୍ତାରେ ମିଳୁଛି ସୁଆଦିଆ ଖାଦ୍ୟ। ହେଲେ ଏହି ଖାଦ୍ୟ ଯେ ସ୍ବାସ୍ଥ୍ୟ ପାଇଁ କେତେ ହିତକର ତାହାକୁ ନେଇ ଏବେ ପୁଣିଥରେ ଆସିଛି ଅଭିଯୋଗ। 

ଜ୍ୟୋତି ବସୁଙ୍କ ପରେ ମମତାଙ୍କ ମେଗା ଶୋ’

ଜ୍ୟୋତି ବସୁଙ୍କ ପରେ ମମତାଙ୍କ ମେଗା ଶୋ’

କୋଲକାତା,୧୯।୧: ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ଶାସନ ଭାର ସମ୍ଭାଳିଥିବା ଭାଜପା ସରକାରଙ୍କୁ ଟକ୍କର ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏକ ବିରାଟ ରାଲିର ଆୟୋଜନ କରିଛନ୍ତି।

ରାଜଧାନୀରେ କୁହୁଡ଼ିର ଧଳା ଚାଦର: ଟ୍ରେନ୍‌, ବିମାନ ସେବା ବ୍ୟାହତ

ରାଜଧାନୀରେ କୁହୁଡ଼ିର ଧଳା ଚାଦର: ଟ୍ରେନ୍‌, ବିମାନ ସେବା ବ୍ୟାହତ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଦିଲ୍ଲୀରୁ ଛାଡିବାକୁ ଥିବା ୧୦ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି।