ଜାତୀୟ |

ଭାରତ-ଗ୍ରୀସ୍‌ ବିମାନ ସେବା ଚୁକ୍ତି

ଭାରତ-ଗ୍ରୀସ୍‌ ବିମାନ ସେବା ଚୁକ୍ତି
ନୂଆଦିଲ୍ଲୀ, ୨୭।୧୧: ଭାରତ ଓ ଗ୍ରୀସ୍‌ ମଧ୍ୟରେ ସୋମବାର ବିମାନ ସେବା ଚୁକ୍ତି ସ୍ବାକ୍ଷର ହୋଇଛି। ଏହା ସହିତ ଦୁଇଦେଶ ଅକ୍ଷୟଶକ୍ତି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ଗ୍ରୀସ୍‌ ବିଦେଶ ମନ୍ତ୍ରୀ ନିକୋସ୍‌ କୋଟ୍‌ଜିଆସ୍‌ଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଛି। ଏହି ଅବସରରେ ଦୁଇଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ବିଷୟ ଉପରେ ବସ୍ତୃତ ଆଲୋଚନା ହୋଇଥିଲା।
All Right Reserved By

ଜାତୀୟ |

ଦିନକ ପରେ ବଢିବ ଥଣ୍ଡା

ଦିନକ ପରେ ବଢିବ ଥଣ୍ଡା

ନୂଆଦିଲ୍ଲୀ,୧୮।୧୨: ସାମୁଦ୍ରିକ ଝଡ଼ ‘ପେଥାଇ’ କ୍ରମେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିବା ବର୍ଷା ସାଧାରଣ ଜୀବନ ଯାତ୍ରା ଉପରେ ପ୍ରଭାବ ପକାଇଛି। 

କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ: ଭାଜପା ନେତା ଜତିନ୍ଦର

କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ: ଭାଜପା ନେତା ଜତିନ୍ଦର

ନୂଆଦିଲ୍ଲୀ, ୧୮।୧୨: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ୨ ଦିନ ନ ପୁରୁଣୁ କମଲନାଥଙ୍କୁ ବିରୋଧି ହଟାଇବାକୁ ଚିନ୍ତା କଲେଣି। ପ୍ରକାଶ କି, ଭାଜପା ନେତା ଜତିନ୍ଦର ପାଲ ସିଂ ବାଗ୍ଗା ଦିଲ୍ଲୀରେ ଅନଶନରେ ବସିଛନ୍ତି।

‘ପେଥାଇ’ର ତାଣ୍ଡବ: ୧୪ହଜାର ହେକ୍ଟର ଜମିରେ ଫସଲ ନଷ୍ଟ

‘ପେଥାଇ’ର ତାଣ୍ଡବ: ୧୪ହଜାର ହେକ୍ଟର ଜମିରେ ଫସଲ ନଷ୍ଟ

ହାଇଦ୍ରାବାଦ,୧୮।୧୨: ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବା ପରେ ଦେଖାଇଛି ତା’ର ପ୍ରଭାବ। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

ମୋଦିଙ୍କ ନିର୍ଦ୍ଦେଶରେ ଦେଶର ସାଢ଼େ ୩ ଲକ୍ଷ କୋଟି ହଡପ ହୋଇଛି: ରାହୁଲ

ମୋଦିଙ୍କ ନିର୍ଦ୍ଦେଶରେ ଦେଶର ସାଢ଼େ ୩ ଲକ୍ଷ କୋଟି ହଡପ ହୋଇଛି: ରାହୁଲ

ନୂଆଦିଲ୍ଲୀ,୧୮।୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌। ମୋଦିଙ୍କ ନିର୍ଦ୍ଦେଶରେ ରାଫାଲ ଡିଲ୍‌ରେ ଅନୀଲ ଅମ୍ବାନୀଙ୍କ ଦ୍ୱାରା ଦେଶର ସାଢ଼େ ୩ ଲକ୍ଷ କୋଟି ଟଙ୍କା ହଡପ ହୋଇଛି। 

ସାକ୍ଷୀଙ୍କ ସାଣ୍ଡାଲ୍‌ ବାନ୍ଧିଲେ ଧୋନୀ

ସାକ୍ଷୀଙ୍କ ସାଣ୍ଡାଲ୍‌ ବାନ୍ଧିଲେ ଧୋନୀ

ନୂଆଦିଲ୍ଲୀ,୧୮।୧୨: ଏବେ କ୍ରିକେଟର ମହେନ୍ଦ ସିଂ ଧୋନୀ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ଜନଜାତି ମହିଳାଙ୍କ ପାଇଁ ପୁରୁଣା ଲୁଗାପଟାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରୁଛି ଏନଜିଓ

ଜନଜାତି ମହିଳାଙ୍କ ପାଇଁ ପୁରୁଣା ଲୁଗାପଟାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରୁଛି ଏନଜିଓ

ମୁମ୍ବାଇ,୧୮।୧୨: ମହାରାଷ୍ଟ୍ରରେ ଏକ ଏନଜିଓ ଜନଜାତି ମହିଳାଙ୍କ ପାଇଁ ପୁରୁଣା ଲୁଗାପଟାରୁ ପ୍ରସ୍ତୁତ କରୁଛି ସାନିଟାରୀ ପ୍ୟାଡ୍‌। ସମାଜବନ୍ଧ ନାମକ  ଏନଜିଓ ଏପରି ପ୍ୟାଡ୍‌ ପ୍ରସ୍ତୁତ କରି ଇତିମଧ୍ୟରେ ୨ ହଜାର ଜନଜାତି ମହିଳାଙ୍କୁ ବଣ୍ଟନ କରିଛି।

ରାଫାଲ୍‌ ହଙ୍ଗାମା: ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବି

ରାଫାଲ୍‌ ହଙ୍ଗାମା: ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୧୮।୧୨: ରାଫାଲ୍‌ ମାମଲା ଓ ୧୯୮୪ ଶିଖ୍‌ ବିରୋଧି ଦଙ୍ଗାକୁ ନେଇ ସ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆଜି ଶାସକ ଦଳଙ୍କୁ ଘେରିଥିଲା ବିରୋଧୀ। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ସଭାକୁ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

ଶାଶୁଘର ଲୋକେ ବିଧବା ବୋହୂଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିବା ଅଭିଯୋଗ

ଶାଶୁଘର ଲୋକେ ବିଧବା ବୋହୂଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିବା ଅଭିଯୋଗ

ଲକ୍ଷ୍ନୌ,୧୮।୧୨: ଉତ୍ତର ପ୍ରଦେଶ ଗାଜିଆବାଦ କୋତବାଲିର ଜଣେ ମହିଳା ନିଜ ଶାଶୁଘର ସଦସ୍ୟଙ୍କ ନାଁରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ। ତାଙ୍କର କିଛି ଫଟୋକୁ ଏଡିଟ୍‌ କରାଯାଇ ଅତି ଅଶ୍ଳୀଳ ଢଙ୍ଗରେ ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଶାଶୁଘର ଲୋକେ ଅପ୍‌ଲୋଡ କରିଥିବା ଅଭିଯୋଗ କରିଛନ୍ତି ଜଣେ ବିଧବା ବୋହୂ। 

କଂଗ୍ରେସ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲେ ସଜ୍ଜନ

କଂଗ୍ରେସ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲେ ସଜ୍ଜନ

ନୂଆଦିଲ୍ଲୀ,୧୮।୧୨: ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ୧୯୮୪ ଶିଖ୍‌ ଦଙ୍ଗା ଘଟଣାରେ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ କରାଯିବା ପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ପାଣ୍ଠି ସଂଗ୍ରହରେ ଭାଜପା ନମ୍ବର ଓ୍ବାନ୍‌: ଗୋଟିଏ ବର୍ଷରେ ଖର୍ଚ୍ଚ କରିଛି ୭୫୮ କୋଟି

ପାଣ୍ଠି ସଂଗ୍ରହରେ ଭାଜପା ନମ୍ବର ଓ୍ବାନ୍‌: ଗୋଟିଏ ବର୍ଷରେ ଖର୍ଚ୍ଚ କରିଛି ୭୫୮ କୋଟି

ନୂଆଦିଲ୍ଲୀ,୧୮।୧୨: ଦେଶର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପାଣ୍ଠି ସଂଗ୍ରହରେ ଭାଜପା ନମ୍ବର ଓ୍ବାନ୍‌ ପାଲଟିଛି। ଗୋଟିଏ ବର୍ଷରେ ଦଳ ବିଭିନ୍ନ କାର୍ଯ୍ୟକ୍ରମରେ ୭୫୮.୪୭ କୋଟି ଟଙ୍କା ଖର୍ଚ୍ଚ କରିଛି। 

ସବରିମାଳା ମନ୍ଦିର ପ୍ରବେଶ ପାଇଁ କିନ୍ନରଙ୍କୁ ମିଳିଲା ଅନୁମତି

ସବରିମାଳା ମନ୍ଦିର ପ୍ରବେଶ ପାଇଁ କିନ୍ନରଙ୍କୁ ମିଳିଲା ଅନୁମତି

ଥିରୁଭାନନ୍ତପୁରମ,୧୮।୧୨: କେରଳର ପ୍ରସିଦ୍ଧା ସବରିମାଳା ମନ୍ଦିର ପ୍ରବେଶକୁ ନେଇ ଚାଲିଛି ବିବାଦ। ଇତି ମଧ୍ୟରେ ୪ ଜଣ କିନ୍ନର ମନ୍ଦିର ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେମାନଙ୍କୁ ଅଧାବାଟରେ ଅଟକାଇ ଦିଆଯାଇଥିଲା।

ଭାଜପା ବିଧାୟକଙ୍କ ଦାଦାଗିରି: ଭିଡିଓ ଭାଇରାଲ

ଭାଜପା ବିଧାୟକଙ୍କ ଦାଦାଗିରି: ଭିଡିଓ ଭାଇରାଲ

ଲକ୍ଷ୍ନୌ,୧୮।୧୨: ଉତ୍ତର ପ୍ରଦେଶ ଫତେପୁର ସିକ୍ରିର ବିଧାୟକ ଉଦୟଭାନ ଚୌଧୁରୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ସେ ମହିଳା ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଗରିମା ସିଂଙ୍କୁ ଧମକାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।