ମନୋରଞ୍ଜନ |

ସିଦ୍ଧାର୍ଥ-ଆଲିୟା ବ୍ରେକ୍‌ ଅପ୍‌

ସିଦ୍ଧାର୍ଥ-ଆଲିୟା ବ୍ରେକ୍‌ ଅପ୍‌
ବଲିଉଡର ମୋଷ୍ଟ ରୋମାଣ୍ଟିକ ଲଭର ଯୋଡି ଭାବରେ ଗଣନା କରାଯାଏ ସିଦ୍ଧାର୍ଥ-ଆଲିୟାଙ୍କୁ। ହେଲେ ଦୁହିଁଙ୍କ ଭିତରେ ଥିବା ଏହି ପ୍ରେମ ସମ୍ପର୍କରେ ଦି ଏଣ୍ଡ ହୋଇଯାଇଛି ବୋଲି ଆଲୋଚନା ହେଉଛି। ପୁଣି ନିଜ ରିଲେସନସିପ ଷ୍ଟାଟସକୁ ନେଇ ସିଦ୍ଧାର୍ଥ ଯାହା କହିଛନ୍ତି ତାହା ଏଭଳି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି। ନିକଟରେ ନେହା ଧୂପିଆଙ୍କ ଦ୍ୱାରା ଆୟୋଜିତ ଏକ ଶୋ’ରେ ଯୋଗ ଦେବା ପାଇଁ ସିଦ୍ଧାର୍ଥ ମାଲହୋତ୍ରା ଯାଇଥିଲେ। କିନ୍ତୁ ଯେତେବେଳେ ଏହି ଶୋ’ରେ ନେହା ସିଦ୍ଧାର୍ଥଙ୍କୁ ରିଲେସନଶିପ୍‌ ଷ୍ଟାଟସ ଉପରେ ପଚାରିଲେ ସେ ଏହାର ଉତ୍ତର ଦେଇଥିଲେ ଯେ, ‘ଆଇ ଆମ ଭେରି ମଚ୍‌ ସିଙ୍ଗଲ୍‌’। ଶୁଣିବାକୁ ମିଳୁଛି ଯେ ସିଦ୍ଧାର୍ଥ ଅଭିନୟ କରିଥିବା ‘ଏ ଜେଣ୍ଟଲମ୍ୟାନ୍‌’ ଫିଲ୍ମର ନାୟିକା ଜ୍ୟାକଲିନ୍‌ ଫର୍ନାଡିସଙ୍କ ଯୋଗୁଁ ଦୁହିଁଙ୍କ ଭିତରେ ବ୍ରେକ୍‌ ଅପ ହୋଇଛି। ତେବେ ଏସବୁ ଘଟଣା ପଛରେ କେତେ ସତ୍ୟତା ଅଛି ତାହା ଉଭୟ ଆଲିୟା ଏବଂ ସିଦ୍ଧାର୍ଥଙ୍କୁ ହିଁ ଜଣା।
All Right Reserved By

ମନୋରଞ୍ଜନ |

‘ଭାଭି’ ଡାକିବାରୁ ରାଗିଗଲେ ଦୀପିକା

‘ଭାଭି’ ଡାକିବାରୁ ରାଗିଗଲେ ଦୀପିକା

ମୁମ୍ବାଇ: ପଦ୍ମାବତ୍‌ ଫେମ୍‌ ଦୀପିକା ପାଦୁକୋନ୍‌ ନିକଟରେ ଏକ ଆଓ୍ବାର୍ଡ ସେରମନିରେ ପହଞ୍ଚିଥିଲେ। ଆଉ ସାଙ୍ଗରେ ଥିଲେ ପତିଦେବ ରଣବୀର ସିଂ। ଦୁହେଁ ଏଥିରେ ସମ୍ମାନୀତ ମଧ୍ୟ ହୋଇଥିଲେ। 

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ‘କେଦାରନାଥ’ ଜରିଆରେ ଡେବ୍ୟୁ କରିଥିଲେ ସୈଫ୍‌ଙ୍କ ଲଳନା ସାରା ଅଲ୍ଲୀ ଖାନ୍‌। ସେବେଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। କେହି କେହି ସୁଶାନ୍ତ ସାରାଙ୍କୁ ପସନ୍ଦ କରୁଥିବା କହିଥିଲେ। ମାତ୍ର ଏବେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

ଅନୁଷ୍କାଙ୍କ ଏମିତି କେୟାର ନିଅନ୍ତି ବିରାଟ

ଅନୁଷ୍କାଙ୍କ ଏମିତି କେୟାର ନିଅନ୍ତି ବିରାଟ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମଠୁ ଏବେ ବିରତି ନେଇ କ୍ରିକେଟର ତଥା ସ୍ବାମୀ ବିରାଟ କୋହଲିଙ୍କ ସହିତ ଅଧିକ ସମୟ ବିତାଉଛନ୍ତି। ‘ଜିରୋ’ ଫିଲ୍ମର ପ୍ରମୋଶନ ପରେ ଅନୁଷ୍କା ଛୁଟିରେ ରହି ବିରାଟଙ୍କ ସହିତ କ୍ରିକେଟ ମ୍ୟାଚ ଦେଖିବାକୁ ଯାଉଛନ୍ତି।

ଏବେ ବି ଚମକୁଛନ୍ତି ଡିମ୍ପଲ

ଏବେ ବି ଚମକୁଛନ୍ତି ଡିମ୍ପଲ

ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ଏବେ ଚର୍ଚ୍ଚାରେ। ଫିଲ୍ମ ପାଇଁ ଅକ୍ଷୟ କୁମାର ଯେତିକି ଚର୍ଚ୍ଚାକୁ ଆସୁନାହାନ୍ତି ବେଶୀ ଚର୍ଚ୍ଚାକୁ ଆସୁଛନ୍ତି ଟ୍ବିଙ୍କିଲ୍‌ ଖାନାଙ୍କ ମାଆ ଡିମ୍ପଲ କ।ପାଡିଆ ତଥା ଅକ୍ଷୟଙ୍କ ଶାଶୂମା। 

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା