ଜୀବନଚର୍ଯ୍ୟା |

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପିଜୁଳି

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପିଜୁଳି

ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି ? ଏ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ଏହାର ସରଳ ଉପାୟ ଆପଣଙ୍କ ହାତ ପାଆନ୍ତାରେ ରହିଛି। ଯଦି ଆପଣ ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତି ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଦୃଢ଼ ହେବ। ପିଜୁଳିରେ ଭିଟାମିନ୍‌-ସି ଏଥିପାଇଁ ବେଶ୍‌ ସହାୟକ ହୋଇଥାଏ। ଏହାବ୍ୟତୀତ ପିଜୁଳି ଖାଇବା ଦ୍ୱାରା ମେଦବହୁଳତା କମିଥାଏ। ପିଜୁଳି ହେଉଛି ଫାଇବରର ଗନ୍ତାଘର। ଏହାକୁ ଖାଇବା ଫଳରେ କ୍ୟାନସର ଆଶଙ୍କା କେତେକାଂଶରେ ଦୂର ହୋଇଥାଏ ବୋଲି ଆମେରିକୀୟ କ୍ୟାନ୍‌ସର ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ପିଜୁଳିରେ ଥିବା ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ତତ୍ତ୍ୱ ମାଂସପେଶୀଜନିତ ସମସ୍ୟାକୁ ଅନେକାଂଶରେ ଦୂରୀଭୂତ କରିଥାଏ। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ କେତେକାଂଶରେ ଉପଶମ ମିଳିଥାଏ।

All Right Reserved By

ଜୀବନଚର୍ଯ୍ୟା |

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ବଳାତ୍କାର ଏକ ଅପରାଧ ବୋଲି ସାରା ବିଶ୍ୱରେ ବିବେଚନା କରାଯାଏ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ବଳାତ୍କାର ଏକ ମାମୁଲି ଘଟଣା ହୋଇଯାଇଛି। ଏଠି ପ୍ରତି ୩ ଜଣରେ ଜଣେ ବଳାତ୍କାରୀ। ସାଉଥ୍‌ ଆଫ୍ରିକା ଜୋହାନ୍ସବର୍ଗର ଡିପସ୍ଲୁଟ ନାମକ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବଳାତ୍କାର ଏକ ସାଧାରଣ ଘଟଣା।

ସକାଳୁ ପିଇଲେ ଗୋଲାପ ଜଳ କ’ଣ ମିଳିବ ଫାଇଦା

ସକାଳୁ ପିଇଲେ ଗୋଲାପ ଜଳ କ’ଣ ମିଳିବ ଫାଇଦା

ଗୋଲାପ ଫୁଲ ସାଧାରଣତଃ ମନକୁ ପ୍ରଫୁଲ୍ଲ ରଖିଥାଏ। ଅବସାଦ ଦୂର କରିବାରେ ଏହି ଫୁଲର ଏକ ବିଶେଷ ଭୂମିକା ରହିଛି। ଏଥିରେ ରହିଛି ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିଫଙ୍ଗାଲ ଗୁଣ ।

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଜଳବାୟୁ ପ୍ରଦୂଷଣ ଫଳରେ ଶରୀରରେ ନାନା ସମସ୍ୟା ଦେଖାଯାଉଛି। ଏମିତିକି ବୟସ ହେବା ପୂର୍ବରୁ ଅନେକ ଲୋକଙ୍କର କେଶ ମଧ୍ୟ ଧଳା ହୋଇ ଯାଉଛି। ତେବେ ଘରୋଇ ଉପଚାର ମାଧ୍ୟମରେ ଏହି ଧଳା କେଶକୁ କଳା କରିହେବ।

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ସନ୍ତାନ ଚାହୁଁଥିବା ମହିଳା ଆଇଭିଏଫ ଦ୍ୱାରା ସହଜରେ ଗର୍ଭବତୀ ହୋଇ ପାରନ୍ତି। ଏହା ‘ଟେଷ୍ଟଟ୍ୟୁବ୍‌’ ବେବି ପ୍ରଣାଳୀ ଭାବେ ବେଶ୍‌ ପରିଚିତ । ଏହି ପଦ୍ଧତିରେ ଡିମ୍ବାଣୁକୁ ଜରାୟୁ ବାହାରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍‌ କରାଯାଏ।

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ପୁରୁଷଙ୍କ ତୁଳନାରେ ମହିଳା ଅଧିକ ହୃଦ୍‌ଘାତର ଶିକାର ହୋଇଥାନ୍ତି। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ କ୍ଷରଣ ହେଉଥିବା ଇଷ୍ଟ୍ରୋଜେନ୍‌ ହରମୋନ ହୃତ୍‌ପିଣ୍ଡର ସୁରକ୍ଷା କରିଥାଏ।

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସାଧାରଣତଃ ବିବାହର ୪ ଦିନ ପରେ ଚତୁର୍ଥୀ ରାତିରେ ବରକନ୍ୟାଙ୍କ ହୋଇଥାଏ ମିଳନ। ତେବେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଚତୁର୍ଥୀ ରାତିରେ ବରକନ୍ୟା ଅଲଗା ଅଲଗା ଘରେ ଶୋଇଥାନ୍ତି ।

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି।

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗ ବିଭିନ୍ନ ବାହକ ଦ୍ୱାରା ସଂକ୍ରମିତ ହୋଇାଥାଏ। ସାଧାରଣତଃ ଜଳ, ବାୟୁ, ଖାଦ୍ୟ, ସ୍ପର୍ଶ ଦ୍ୱାରା ରୋଗ ସଂକ୍ରମିତ ହୋଇଥାଏ । ତେବେ ଜଣେ ରୋଗୀର ସଂସ୍ପର୍ଶରେ ଏହିସବୁ ଉପାଦାନଗୁଡ଼ିକ ଆସିଲେ ବ୍ୟକ୍ତି ଦେହରୁ ଜୀବାଣୁଗୁଡ଼ିକ ବାହକର ଦେହକୁ ସ୍ଥାନାନ୍ତରିତ ହୁଏ ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ