Dharitri News
ବାଣିଜ୍ୟ |

ମାର୍ଚ୍ଚରୁ ସବ୍ସିଡି ବନ୍ଦ

ମାର୍ଚ୍ଚରୁ ସବ୍ସିଡି ବନ୍ଦ   ନୂଅାଦିଲ୍ଲୀ,୧ା୮(ପି.ଟି.)-ଏଲ୍ପିଜି ସବ୍ସିଡି ପାଉଥତ୍ବା ଉପଭୋକ୍ତାଙ୍କ ଲାଗି ଦୁଃଖ ଖବର ଅାସନ୍ତା ମାର୍ଚ୍ଚରୁ ଏହି ଇନ୍ଧନ ଉପରେ ଅାଉ ରିହାତି ମିଳିବ ନାହିଁ ଦେଶର ପ୍ରତି ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇବା ଅାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଅାରେ ଗରିବ ମହିଳାମାନଙ୍କୁ  ପ୍ରଥମେ ମାଗଣା ଏଲ୍ପିଜି ସଂଯୋଗ ଦେଇ ଏବେ ସେମାନଙ୍କ ମୁଣ୍ଡରେ ବୋଝ ଲଦିବାକୁ ଯାଉଛନ୍ତି କେନ୍ଦ୍ର ସରକାର ଏହି ଇନ୍ଧନ ଉପରେ ସମସ୍ତ ସବ୍ସିଡିକୁ ଅାସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହଟାଇଦେବା ପାଇଁ ରଣକୌଶଳ ପ୍ରସ୍ତୁତ ହୋଇସାରିଛି ଉକ୍ତ ଲକ୍ଷ୍ୟରେ ମାସକୁ ମାସ ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର(୧୪.୫ କିଲୋଗ୍ରାମ ବିଶିଷ୍ଟ) ପିଛା ୪ ଟଙ୍କା ବୃଦ୍ଧି ଘଟିବ ୨୦୧୭, ଜୁନ୍ ୧ରୁ ପିଛିଲା ଭାବେ ଏହାକୁ କାଯର୍ୟକାରୀ କରାଯିବ ଏହା ବାଦ୍ ଭାଟ୍ ଲାଗୁ ହେବ ଏ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥତ୍ବା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି ତେବେ ଅନ୍ୟ ସବ୍ସିଡିଯୁକ୍ତ ସିଲିଣ୍ଡର(୫ କିଲୋଗ୍ରାମ) ଦର ମଧ୍ୟ ଉକ୍ତ ଅନୁପାତରେ କମ୍ପାନୀଗୁଡିକ ବୃଦ୍ଧି କରିବେ ବୋଲି ପ୍ରଧାନ କହିଛନ୍ତି ସବ୍ସିଡି ବିଲ୍ କମାଇବା ଅାଳରେ ନିଅାଯାଇଥତ୍ବା ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଖାଉଟିଙ୍କ ମୁଣ୍ଡରେ ନିଶ୍ଚିତ ଭାବେ ଚଡକ ପଡିବ ପୂର୍ବରୁ ସରକାର ଇଣ୍ଡିଅାନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ସିଲିଣ୍ଡର ପିଛା ସବ୍ସିଡିଯୁକ୍ତ ଘରୋଇ ଏଲ୍ପିଜି ଦରରେ ମାସକୁ ୨ ଟଙ୍କା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥତ୍ଲେ ଏହା ବାଦ୍ ଭାଟ୍ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଥତ୍ଲା ଉକ୍ତ ନିଷ୍ପତ୍ତିକୁ ଗତବର୍ଷ ଜୁଲାଇ ୧ରୁ କାଯର୍ୟକାରୀ କରାଯାଇଥତ୍ଲା ସେବେଠାରୁ ବର୍ତ୍ତମାନ ମଧ୍ୟରେ ତୈଳ କମ୍ପାନୀଗୁଡିକ ୧୦ ଥର ଏଥତ୍ରେ ବୃଦ୍ଧି ଘଟାଇଛନ୍ତି ଅନ୍ତିମ ଥର ପାଇଁ ଗତ ଜୁଲାଇରେ ସବ୍ସିଡି ଏଲ୍ପିଜି ଦରରେ ବଡ ଧରଣର ବୃଦ୍ଧି ଘଟିଥତ୍ଲା ସିଲିଣ୍ଡର ପିଛା କମ୍ପାନୀଗୁଡିକ ଏଥତ୍ରେ ୩୨ ଟଙ୍କା  ବୃଦ୍ଧି ଘଟାଇଥତ୍ଲେ  ଦେଶରେ ବର୍ତ୍ତମାନ ପାଖାପାଖତ୍ ୧୮ କୋଟି ୧୧ ଲକ୍ଷ ସବ୍ସିଡି ଏଲ୍ପିଜି ଉପଭୋକ୍ତା ଅଛନ୍ତି ଏଥତ୍ମଧ୍ୟରୁ ୨.୫ କୋଟି ଗରିବ ମହିଳା ରହିଛନ୍ତି, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲ୍ପିଜି ସଂଯୋଗ ଯୋଗାଇ ଦିଅାଯାଇଛି ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରତି ପରିବାରକୁ ବର୍ଷକୁ ୧୨ଟି ସବ୍ସିଡି ସିଲିଣ୍ଡର ଯୋଗାଇ ଦିଅାଯାଉଛି  ନୂଅାଦିଲ୍ଲୀ,୧ା୮(ପି.ଟି.)-ଏଲ୍ପିଜି ସବ୍ସିଡି ପାଉଥତ୍ବା ଉପଭୋକ୍ତାଙ୍କ ଲାଗି ଦୁଃଖ ଖବର ଅାସନ୍ତା ମାର୍ଚ୍ଚରୁ ଏହି ଇନ୍ଧନ ଉପରେ ଅାଉ ରିହାତି ମିଳିବ ନାହିଁ ଦେଶର ପ୍ରତି ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇବା ଅାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଅାରେ ଗରିବ ମହିଳାମାନଙ୍କୁ  ପ୍ରଥମେ ମାଗଣା ଏଲ୍ପିଜି ସଂଯୋଗ ଦେଇ ଏବେ ସେମାନଙ୍କ ମୁଣ୍ଡରେ ବୋଝ ଲଦିବାକୁ ଯାଉଛନ୍ତି କେନ୍ଦ୍ର ସରକାର ଏହି ଇନ୍ଧନ ଉପରେ ସମସ୍ତ ସବ୍ସିଡିକୁ ଅାସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହଟାଇଦେବା ପାଇଁ ରଣକୌଶଳ ପ୍ରସ୍ତୁତ ହୋଇସାରିଛି ଉକ୍ତ ଲକ୍ଷ୍ୟରେ ମାସକୁ ମାସ ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର(୧୪.୫ କିଲୋଗ୍ରାମ ବିଶିଷ୍ଟ) ପିଛା ୪ ଟଙ୍କା ବୃଦ୍ଧି ଘଟିବ ୨୦୧୭, ଜୁନ୍ ୧ରୁ ପିଛିଲା ଭାବେ ଏହାକୁ କାଯର୍ୟକାରୀ କରାଯିବ ଏହା ବାଦ୍ ଭାଟ୍ ଲାଗୁ ହେବ ଏ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥତ୍ବା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି ତେବେ ଅନ୍ୟ ସବ୍ସିଡିଯୁକ୍ତ ସିଲିଣ୍ଡର(୫ କିଲୋଗ୍ରାମ) ଦର ମଧ୍ୟ ଉକ୍ତ ଅନୁପାତରେ କମ୍ପାନୀଗୁଡିକ ବୃଦ୍ଧି କରିବେ ବୋଲି ପ୍ରଧାନ କହିଛନ୍ତି ସବ୍ସିଡି ବିଲ୍ କମାଇବା ଅାଳରେ ନିଅାଯାଇଥତ୍ବା ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଖାଉଟିଙ୍କ ମୁଣ୍ଡରେ ନିଶ୍ଚିତ ଭାବେ ଚଡକ ପଡିବପୂର୍ବରୁ ସରକାର ଇଣ୍ଡିଅାନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ସିଲିଣ୍ଡର ପିଛା ସବ୍ସିଡିଯୁକ୍ତ ଘରୋଇ ଏଲ୍ପିଜି ଦରରେ ମାସକୁ ୨ ଟଙ୍କା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥତ୍ଲେ ଏହା ବାଦ୍ ଭାଟ୍ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଥତ୍ଲା ଉକ୍ତ ନିଷ୍ପତ୍ତିକୁ ଗତବର୍ଷ ଜୁଲାଇ ୧ରୁ କାଯର୍ୟକାରୀ କରାଯାଇଥତ୍ଲା ସେବେଠାରୁ ବର୍ତ୍ତମାନ ମଧ୍ୟରେ ତୈଳ କମ୍ପାନୀଗୁଡିକ ୧୦ ଥର ଏଥତ୍ରେ ବୃଦ୍ଧି ଘଟାଇଛନ୍ତି ଅନ୍ତିମ ଥର ପାଇଁ ଗତ ଜୁଲାଇରେ ସବ୍ସିଡି ଏଲ୍ପିଜି ଦରରେ ବଡ ଧରଣର ବୃଦ୍ଧି ଘଟିଥତ୍ଲା ସିଲିଣ୍ଡର ପିଛା କମ୍ପାନୀଗୁଡିକ ଏଥତ୍ରେ ୩୨ ଟଙ୍କା ବୃଦ୍ଧି ଘଟାଇଥତ୍ଲେ  ଦେଶରେ ବର୍ତ୍ତମାନ ପାଖାପାଖତ୍ ୧୮ କୋଟି ୧୧ ଲକ୍ଷ ସବ୍ସିଡି ଏଲ୍ପିଜି ଉପଭୋକ୍ତା ଅଛନ୍ତି ଏଥତ୍ମଧ୍ୟରୁ ୨.୫ କୋଟି ଗରିବ ମହିଳା ରହିଛନ୍ତି, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲ୍ପିଜି ସଂଯୋଗ ଯୋଗାଇ ଦିଅାଯାଇଛିସୂଚନାଯୋଗ୍ୟ, ସମ୍ପ୍ରତି ପ୍ରତି ପରିବାରକୁ ବର୍ଷକୁ ୧୨ଟି ସବ୍ସିଡି ସିଲିଣ୍ଡର ଯୋଗାଇ ଦିଅାଯାଉଛି   

ବାଣିଜ୍ୟ |

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

ନୂଆଦିଲ୍ଲୀ,୧୭-୧ ଦେଶରେ ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ ହେଉଥିବା ବର୍ତ୍ତମାନ ଦେଖା ଯାଉଛି। ଅନେକ ଦିନ ଧରି ପରିଶୋଧ ହେଉ ନ ଥିବା ଋଣକୁ କେତେକ ରାଜ୍ୟ ଛାଡ କରିଛନ୍ତି। ଋଣ ଛାଡ ବିତ୍ତିୟ ଶୃଙ୍ଖଳାକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମାନେ କହୁଥିବା ବେଳେ ଏହା ସତ୍ୱେ ରାଜ୍ୟଗୁଡିକ କୃଷି ଋଣ ଛାଡ କରୁଛନ୍ତି। ଯଦି କୃଷି ଋଣ ଛାଡ ହୁଏ ତେବେ ଏହା ଦ୍ୱାରା ଉଚ୍ଚ ଜାତିର କୃଷକ ମାନେ ବିଶେଷ ଭାବେ ଫାଇଦାରେ ରହିବେ ବୋଲି ଏକ ଅଧ୍ୟୟନରୁ ଜଣା ଯାଇଛି।

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଆଗାମୀ ବଜେଟ୍‌ରେ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବଢ଼ାଇବାକୁ ଶିଳ୍ପସଂଘ ଆସୋଚାମ୍‌ ଦାବି କରିଛି। ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରରୁ ଉଚ୍ଚ ଶିକ୍ଷାକୁ ବାହାରେ ରଖିବାକୁ ମଧ୍ୟ ଏହା ପରାମର୍ଶ ଦେଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଏକ ପତ୍ର ଲେଖି ସଂଘ ଏହା ଜଣାଇଛି।

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

ବମ୍ବେ,୧୭-୧(ପି.ଟି.) ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୫,୦୦୦ ପଏଣ୍ଟ ଅତିକ୍ରମ କରିଛି। ବୁଧବାର କାରବାର ଶେଷରେ ସେନ୍‌ସେକ୍ସରେ ୩୧୦.୭୭ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ଏହା ୩୫,୦୮୧.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ପୂର୍ବ ରେକର୍ଡ ଥିଲା ୩୪,୮୪୩.୫୧ ପଏଣ୍ଟ। ଜାନୁୟାରୀ ୧୫ରେ ଏହି ସ୍ତରରେ ବଜାର ବନ୍ଦ ହୋଇଥିଲା।

ଆଜି ଜିଏସ୍‌ଟି ପରିଷଦ ବୈଠକ

ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୭-୧ ସାଧାରଣ ବଜେଟର ଦିନ କେଇଟା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଗୁରୁବାର ହେବାକୁ ଯାଉଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇପାରେ।

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଆର୍ଥିକ ବର୍ଷ ୨୦୧୫-୧୬ରେ ରାଜ୍ୟରେ ପ୍ରମୁଖ କ୍ଷେତ୍ରଗୁଡିକୁ ମୋଟ ୪୧୯୭୦.୮୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ ୨୦୧୬-୧୭ରେ ଏହା ୩୯,୮୧୯.୬୫ କୋଟିକୁ ହ୍ରାସ ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଏହା ହାରାହାରି ୨୦.୭୭% ବୃଦ୍ଧି ପାଇଥିଲେ ମଧ୍ୟ ୨୦୧୩-୧୪ ଏବଂ ୨୦୧୬-୧୭ ଦୁଇଟି ଆର୍ଥିକ ବର୍ଷରେ ଏହା ହ୍ରାସ ପାଇଛି।

 ଏନ୍‌ପିଏସ୍‌  ଟଙ୍କା ଉଠାଣ ନିୟମ କୋହଳ

ଏନ୍‌ପିଏସ୍‌ ଟଙ୍କା ଉଠାଣ ନିୟମ କୋହଳ

ନୂଆଦିଲ୍ଲୀ, ୧୭-୧(ପି.ଟି.) ଘର କିଣା, ଗୁରୁତର ରୋଗ, ଉଚ୍ଚ ଶିକ୍ଷା ଏବଂ ପିଲାମାନଙ୍କ ବିବାହ ପାଇଁ କର୍ମଚାରୀ ଜାତୀୟ ପେନ୍‌ସନ ସ୍କିମ୍‌(ଏନ୍‌ପିଏସ୍‌)ରୁ ୨୫% ପର୍ଯ୍ୟନ୍ତ ଜମା ଟଙ୍କା ଉଠାଇ ହେବ। ପେନ୍‌ସନ ଫଣ୍ଡ୍‌ ରେଗୁଲେଟାରୀ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି(ପିଏଫ୍‌ଆର୍‌ଡିଏ) ନିୟମ କୋହଳ କରି ବୁଧ ବାର ଏହା ଘୋଷଣା କରିଛି।

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶା ପାଇଁ ୭୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା କରିଛି। ରାଜ୍ୟର ୩୦ଟି ଜିଲାରେ କୃଷି, କୃଷି ଭିତ୍ତିଭୂମି, କୃଷିଭିତ୍ତିକ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌, ରପ୍ତାନି ପ୍ରୋତ୍ସାହନ, ଶିକ୍ଷାର ଉନ୍ନତି, ଗୃହ ନିର୍ମାଣ, ନବୀକରଣ ଯୋଗ୍ୟ ଶକ୍ତି ଓ ଅନ୍ୟାନ୍ୟ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ବିକାଶ ପାଇଁ ୭୧,୪୧୯.୮୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇପାରିବ ବୋଲି ଆକଳନ କରିଛି।

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

ବମ୍ବେ, ୧୭-୧ ସରକାର ୧୪ ପ୍ରକାରର ୧୦ ଟଙ୍କିଆ କଏନ୍‌ ବଜାରକୁ ଛାଡିଛନ୍ତି। ଏହି ସମସ୍ତ କଏନ୍‌ ଅସଲି ଏବଂ ବୈଧ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଏହା ସ୍ପଷ୍ଟ କରିଛି। ବଜାରରେ ଏତେ ପ୍ରକାରର ୧୦ ଟଙ୍କିଆ କଏନ୍‌ ପ୍ରଚଳନ ହେଉଥିବାରୁ ଅସଲି ଓ ନକଲି ନେଇ ବ୍ୟବସାୟୀ ଓ ଗ୍ରାହକମାନେ ସନ୍ଦେହ କରୁଛନ୍ତି। କେତେକ ସ୍ଥାନରେ ଏହାକୁ ଗ୍ରହଣ ମଧ୍ୟ କରାଯାଉ ନାହିଁ।

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।