ରାଜ୍ୟ | ସମ୍ବଲପୁର

ମଉଲିକ୍‌ ସୁବିଧାରୁ ବଁଚିତ ନାକଟିଦେଉଳ ଅଂଚଲବାସୀ

ମଉଲିକ୍‌ ସୁବିଧାରୁ ବଁଚିତ ନାକଟିଦେଉଳ ଅଂଚଲବାସୀ

ନାକଟିଦେଉଳ,୧୬।୪(ଡି.ଏନ.ଏ.): ସମ୍ବଲପୁର ଲୋକସଭା କ୍ଷେତ୍‌ର ଅଧୀନ ରେଢ଼ାଖୋଲ ବିଧାନସଭା କ୍ଷେତ୍‌ରର ନାକଟିଦେଉଳ ବ୍ଲକ ଅଂଚଳରେ ଏହେଦେ ରାଜନଇତିକ୍‌ ତାତି ବଢ଼ତେଲ ଯାଉଛେ। ଭିନେ ଭିନେ ଦଲର ପ୍ରାର୍ଥୀମାନେ ପରଚାର ମଇଦାନକେ ଉତରି ସାଧାରନ୍‌ ଭୋଟରକୁଁ ଭିନେ ଭିନେ କଥା ଦେଇ ଭୋଟ ଦେବାକେ ଲଲ୍‌ଚଉଛନ୍‌। ଏନ୍‌ତା ୫ ବଛରରେ ଘାଏ ଭୋଟ ହେଉଛେ। ନେତା ଆସୁଛନ୍‌ କଥା ଦେଉଛନ୍‌, ହେଲେ ଭୋଟ ସଏଲେ ସବୁ ପାସରି ଦେଉଛନ୍‌। ନାକଟିଦେଉଳ ଅଂଚଲବାସୀକର ମୁଖିଆ ଦାବି ହେଲା ସୁଆସ୍‌ତିଅ ସେବାରେ ଲାଗି ରହିଥିବାର ସମସିଆର ସମାଧାନ ଆର ଲୁକ୍‌କୁ ପାଇପ୍‌ରେ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରବା। ଅଂଚଲରେ ବହୁତ୍‌ ବଛର ହେଲା ଇ ସମସିଆ ଲାଗି ରହିଥିଲେ ବି ନେତାମାନେ ଖାଲି କଥା ଦେଇ ଲୁକ୍‌କୁ ଭକୁଆ ବନଉଛନ୍‌।  କେହେନ୍‌ସି ରାଜନଇତିକ୍‌ ଦଲ ସମସିଆର ସମାଧାନ ଲାଗି ଚେଷ୍‌ଟା ନାଇଁକରବାର। ସେଥିରଲାଗି ଚଲତି ନିରବାଚନରେ ଭୋଟରକଁର ମତ କେନ୍‌ ଦଲ୍‌କେ ଯିବା ସେଟା ଆଏବାର ଦିନେ ଜନାପଡ଼ବା। 

ଚଲତି ନିରବାଚନରେ ନାକଟିଦେଉଳ ଅଂଚଲବାସୀକର ପିଇଲା ପାଏନ ଆର ସୁଆସ୍‌ତିଅ ସେବାରେ ଲାଗି ରହିଥିବାର ସମସିଆ ମୁଖିଆ ପରସଂଗ ହେବା ବଲି ଜନାପଡ଼ିଛେ। ଗଲା ୨୦୦୨ ସାଲେ ନାକଟିଦେଉଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରାଗଲା। ହେଲେ ଡାକ୍‌ତରଖାନାଟା ସାଇନବୋର୍ଡରେ ସୀମିତ ହେଇ ରହିଗଲା। ରାଜନଇତିକ ଇଛାଶକ୍ତି ଆର ପରଶାସନର ଅଁାତରିକତା ଅଭାବୁ ଆଏଜ୍‌ତକ୍‌ ଇଠାନେ ଝନେ ହେଲେ ବିଶେଷଜ୍ଞ ଡାକ୍‌ତର ନିଯୁକ୍ତ ନାଇଁ ହେଇ। ମାମୁଲି ରୋଗ୍‌ ଲାଗି ଥାନୀୟ ଲୋକ ସମ୍ବଲପୁର, ବୁର୍ଲାକେ ଦଉଡ଼ୁଛନ୍‌। ଏନ୍‌ତା ବି ହେଉଛେ ରୁଗୀକେ ବୁର୍ଲା ନେଲାବେଲେ ବାଟେ ଜୀବନ୍‌ ପଲେଇଯାଉଛେ। ଡାକ୍‌ତରଖାନାରେ ଲାଗି ରହିଥିବାର ସମସିଆର ସମାଧାନ ଲାଗି ଥାନୀୟ ଜନସାଧାରନ୍‌, ବୁଧିଜୀବୀ ମହଲ ସବୁବେଲେ ଦାବି କରିଆସୁଛନ୍‌। ହେଲେ କେହି ଇ ଦିଗେ ଧିଆନ୍‌ ନାଇଁ ଦେବାର। ଭୋଟ ସରିଗଲେ ନେତାମାନେ ଦେଇଥିବାର କଥାକେ ପାସରି ଦେଉଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ସବୁ ଗଁାକେ ପାଇପରେ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେଉଥିବାର ଡିଂରା ପିଟୁଛନ୍‌। ହେଲେ ସତ୍‌କୁ ସତ୍‌ ଗଁାମାନକେ ଲୋକ୍‌ ନିରମଲ ପିଇଲା ପାଏନ୍‌ ପାଉଛନ୍‌ କି ନାଇଁ ସେଟା ନାକଟିଦେଉଳ ବ୍ଲକ ସଦର ଗଁାରୁ ଫଟିକ୍‌ ବାରି ହେଉଛେ। ୩ ବଛର ହେଲା ନାକଟିଦେଉଳକେ ପାଇପ୍‌ ପାଏନ୍‌ ଯୁଗେଇ ଦେବାର ଲାଗି ପ୍ରକଳ୍ପ ଅଧାପନ୍‌ତରିଆ ହେଇ ପଡ଼ିରହିଛେ। ନାକଟିଦେଉଳ ଗଁାର ଯୁବକ ସନ୍ତୋଷ କୁମାର ଦାଶ କହିଛନ୍‌ ଯେ, ନାକଟିଦେଉଳ ଡାକ୍‌ତରଖାନାରେ ଝନେ ବି ବିଶେଷଜ୍ଞ ଡାକ୍‌ରତ ନଁାଇଁନ। ଯେନ୍‌ଥିରଲାଗି ଦିହିପା ଖରାପ ହେଲେ ସମ୍ବଲପୁର କି ବୁର୍ଲାକେ ଯିବାକେ ପଡ଼ୁଛେ। ସେନ୍‌ତା ପାଇପ୍‌ରେ ନିରମଲ ପିଇଲା ପାଏନ୍‌ ପାଏବାରଟ ଆମକୁ ସପନ୍‌ ହେଇଛେ ବଲି କହିଛନ୍‌। ସେନ୍‌ତା କିସିଣ୍ଡା ପଁଚେତ୍‌ର ଖନ୍ଦିବାହାଲ ଗଁାର କାହ୍ନୁ ଚରଣ ମାଝି କହିଛନ୍‌ ଯେ, ଖାଲି ନାକଟିଦେଉଳ ଡାକ୍‌ତରଖାନା ନୁହେ ଆମର ପାସର ଗିରିଶ୍ଚନ୍ଦ୍ରପୁର ଡାକ୍‌ତରଖାନାରେ ବି ବହୁତ୍‌ ଦିନ୍‌ ହେଲା ଡାକ୍‌ତର ସମସିଆ ଲାଗି ରହିଛେ। ଇଠାନେ ଥିବାର ଡାକ୍‌ତର କେତେବେଲେ କେନ୍‌ତା ଆସି ହାଜ୍‌ରା ପକଉଛନ୍‌। ସେଥିରଲାଗି ଅନେକ ସମିଆରେ ଦିହିପା ଲାଗି ଆମକୁ ସମ୍ବଲପୁର, ବୁର୍ଲା ଯିବାକେ ପଡ଼ୁଛେ। ସେନ୍‌ତା ଗଁାରେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ଗଁାରେ ନଲ୍‌ଚୁଅଁା ଅଛେ ହେଲେ ସେଥ୍‌ରୁ ବାହାରୁଥିବାର ପାଏନ୍‌ ବେଭାର କରି ନାଇଁ ହେବାର। ଇ ସମସିଆର ସମାଧାନ ଲାଗି ଗଁାବାସୀ ଦାବି କରି ଆସୁଥିଲେ ବି କେହି ନାଇଁ ଶୁନବାର। ସେଥିରଲାଗି ପିଇଲା ପାଏନ୍‌ ଆର ସୁଆସ୍‌ତିଅ ସେବାକେ ଯେନ୍‌ ଦଲ୍‌ ନିଜର ଇସ୍ତାହାରରେ ସାମିଲ କରବା ଭୋଟରକଁର ମତ୍‌ ସେଆଡ଼େ ଯିବା ବଲି ଜନାପଡ଼ିଛେ। 

All Right Reserved By

ରାଜ୍ୟ | ସମ୍ବଲପୁର

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri