ଖେଳ |

ଆନିସିମୋଭା ଟପ୍‌ ୫୦ ନିକଟତର

 ଆନିସିମୋଭା ଟପ୍‌ ୫୦ ନିକଟତର

ପ୍ୟାରିସ, ୧୫ା୪ (ଏଏଫ୍‌ପି)-ସୋମବାର ପ୍ରକାଶିତ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ଆମେରିକାର  ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ବିଶ୍ୱ ଟପ୍‌ ୫୦ର ନିକଟତର ହୋଇଛନ୍ତି। ନିକଟରେ ଏହି ଖେଳାଳି ବୋଗୋଟାଠାରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନରେ  ପ୍ରି-କ୍ୱାର୍ଟରରେ ପ୍ରବେଶ କରି ଆନିସିମୋଭା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ସେତେବେଳେ  ମାତ୍ର ୧୭ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳି ହିସାବରେ ସେ ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୧୦୦ ରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ୫୪ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ୟୁଏସ ଏବଂ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଜାପାନର ନାଓମି ଓସାକା ର଼୍ୟାଙ୍କିଙ୍ଗ ତଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ଡବ୍ଲ୍ୟୁଟିଏ ଟପ୍‌ ୧୦: ନାଓମି ଓସାକା (ଜାପାନ), ୨. ସିମୋନା ହାଲେପ (ରୋମାନିଆ), ୩. ପେଟ୍ରା କ୍ୱିଟୋଭା (ଚେକ୍‌ରିପବ୍ଲିକ), ୪. କାରେଲିନା ପ୍ଲିସକୋଭା (ଚେକ୍‌ରିପବ୍ଲିକ), ୫. ଆଞ୍ଜେଲିକ୍‌ କର୍ବର (ଜର୍ମାନୀ), ୬. ଏଲିନା ସ୍ବିତୋଲିନା (ୟୁକ୍ରେନ), ୭.କିକି ବର୍ଟେନ୍ସ (ନେଦରଲାଣ୍ଡ), ୮. ସ୍ଲୋଏନ୍‌ ଷ୍ଟିଫେନ୍ସ (ଆମେରିକା), ୯. ଆସଲେ ବାର୍ଟି (ଅଷ୍ଟ୍ରେଲିଆ), ୧୦. ଆରିନା ସାବାଲେଙ୍କା (ବେଲାରୁଷ)।

All Right Reserved By

ଖେଳ |

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

ଚେନ୍ନାଇ,୨୪ା୪(ପି.ଟି.)- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲ୍‌ରେ ଅଣ୍ଟା ସମସ୍ୟା ଦେଇ ଗତି କରୁଛନ୍ତି। 

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ନୂଆଦିଲ୍ଲୀ,୨୪ା୪- ଦର୍ଜି ଘରକୁ ଆସି ସୁଟ୍‌ ପାଇଁ ମାପ ନେବା କଥା ପ୍ରାୟ ଶୁଣି ନ ଥିବେ। କିନ୍ତୁ ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। 

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଉହାନ(ଚାଇନା),୨୪ା୪(ପିଟି)- ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ଏସିଆନ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ନୂଆଦିଲ୍ଲୀ,୨୪ା୪(ପିଟି)- ଜି. ସାଥିୟାନ ଏକମାତ୍ର ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ବୁଦାପେଷ୍ଟଠାରେ ଚାଲିଥିବା ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ତିଷ୍ଠି ରହିଛନ୍ତି।

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଚେନ୍ନାଇ,୨୪ା୪(ପିଟି)- ଏଠାରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୬ ଉଇକେଟରେ ଜିତି ନେଇଛି।

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଓ୍ବାଟ୍‌ଫର୍ଡ,୨୪ା୪- ସାଉଥମ୍ପଟନ ଷ୍ଟ୍ରାଇକର ଶାନେ ଲଙ୍ଗ୍‌ ଇଂଲିଶ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଇତିହାସର ଦ୍ରୁତତମ ଗୋଲ ସ୍କୋର କରିଛନ୍ତି। 

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଚେନ୍ନାଇ, ୨୪।୪: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ସେନ୍‌ ଓ୍ବାଟସନ୍‌ ଫର୍ମକୁ ଫେରିଛନ୍ତି।

 ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଚେନ୍ନାଇ,୨୪ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏକମାତ୍ର ଦଳ ଭାବେ ଆଇପିଏଲ ପ୍ରଥମ ସଂସ୍କରଣରୁ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରୁଛି। 

ନର୍ଭସ ନାଇନ୍‌ଟିଜ ରେକର୍ଡ

ନର୍ଭସ ନାଇନ୍‌ଟିଜ ରେକର୍ଡ

ମୁମ୍ବାଇ,୨୪ା୪-ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏକ ଦୁଃଖଦ ଓ ଅଜଣା ରେକର୍ଡ। 

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା।

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ନୂଆଦିଲ୍ଲୀ, ୨୪।୪: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ବୁଧବାର ୪୬ବର୍ଷରେ ପାଦ ଥାପିଛନ୍ତି।

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri