ଫୁରସତ |

ଏହି ମନ୍ଦିରରେ ୫ଶହ ବର୍ଷ ହେଲା କ୍ଷୀରରେ ଅଭିଷେକ ହେଉଛନ୍ତି ହନୁମାନ...

ଏହି ମନ୍ଦିରରେ ୫ଶହ ବର୍ଷ ହେଲା କ୍ଷୀରରେ ଅଭିଷେକ ହେଉଛନ୍ତି ହନୁମାନ...

ଭାରତର ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଛତିଶଗଡ଼ ରାୟପୁରରେ ଥିବା ଦୁଧାଧାରୀ ମଠରେ ଗତ ୫ଶହ ବର୍ଷ ଧରି ପାଳନ କରାଯାଉଛି ଏକ ପରମ୍ପରା। ଏଠାରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତିଙ୍କର କ୍ଷୀରରେ ଅଭିଷେକ ହୋଇଥାଏ। ଶ୍ରଦ୍ଧାଳୁ ଏହି ପାଦୁକକୁ ଆଗ୍ରହରେ ପାନ କରିଥାନ୍ତି। ଏହା ସମସ୍ତ ରୋଗରୁ ମୁକ୍ତି ଦେବା ସହିତ ସମସ୍ତ ମାନସିକ ପୂରଣ କରେ ବୋଲି ସ୍ଥାନୀୟ ଲୋଙ୍କର ରହିଛି ବିଶ୍ୱାସ। ମହାରାଜବନ୍ଧ ପୋଖରୀଠାରେ ଥିବା ଏହି ମଠ ମହନ୍ତ ବଳଭଦ୍ର ଦାସଙ୍କ ଦ୍ୱାରା ମୋଗଲ ରାଜୁତି ସମୟରେ ନିର୍ମିତ ହୋଇଥିବା କୁହାଯାଏ। ମନ୍ଦିରେ ୧୬୧୦ ସମ୍ବତ୍‌ ଏବଂ ୧୫୫୪ ସନ ଖୋଦିତ ହୋଇଥିବା ଦେଖିବାକୁ ମିଳେ। ମହନ୍ତ ବଳଭଦ୍ର ହନୁମାନଙ୍କୁ କ୍ଷୀରରେ ଅଭିଷେକ ପରେ ଏହାକୁ ପାନ କରୁଥିଲେ। ସେ ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ କରୁ  ନ ଥିଲେ। ଏଠାରେ ଥିବା ଶ୍ରୀ ବାଲାଜି ଏବଂ ହନୁମାନଙ୍କ ମୂର୍ତ୍ତି ନାଗପୁରର ଭୋସଁଲେ ରାଜପରିବାରଙ୍କ ଦ୍ୱାରା କରାଯାଇଥିବା କୁହାଯାଏ। ପଣା ସଂକ୍ରାନ୍ତିରେ ବହୁ ଦୂର ଦୂରାନ୍ତରୁ ଏଠାରେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ।

All Right Reserved By

ଫୁରସତ |

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ବିଭିନ୍ନ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ଛୁଟି ମିଳିବା କାଠିକର ପାଠ। ହେଲେ ଏବେ ଚାଇନାର ୨ଟି କମ୍ପାନୀ କେବଳ ତା’ର ମହିଳା କର୍ମଚାରୀଙ୍କୁ ଡେଟିଂ ଲିଭ୍‌ ଦେବ ବୋଲି ଯୋଜନା କରିଛି। 

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଛୁଇଁଦେଲେ ଦେବେ ଜରିମାନା...

ଛୁଇଁଦେଲେ ଦେବେ ଜରିମାନା...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହା ସମ୍ପର୍କରେ ଜାଣି ନ ଥିବା ବିଦେଶୀ ଲୋକଙ୍କୁ ବେଳେ ବେଳେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହିମାଚଳପ୍ରଦେଶରେ ଥିବା ମଲାଣା ଗାଁ  ବେଶ୍‌ ରହସ୍ୟମୟ। 

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ  କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ  ହୋଇଗଲା’

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ ହୋଇଗଲା’

ନୂଆଦିଲ୍ଲୀ: ଭାରତରେ ଆଧିକାରୀକ ଭାବେ ‘ଟିକଟକ୍‌’ ଭିଡିଓ ଆପ୍‌କୁ ଡାଉନଲୋଡ୍‌ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପ୍‌କୁ ଗୁଗୁଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ହଟାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ପକ୍ଷୀ ନେଲା ମାଲିକଙ୍କ ଜୀବନ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। 

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହା ପଛରେ କାରଣ ମଧ୍ୟ ରହିଛି। 


Model This Week

କ୍ରିଷ୍ଣା
Why Dharitri