ଜୀବନଚର୍ଯ୍ୟା |

କାନ ପାଇଁ କ୍ଷତିକାରକ ଇଅରଫୋନ୍‌

କାନ ପାଇଁ  କ୍ଷତିକାରକ ଇଅରଫୋନ୍‌

ଅଧିକାଂଶ ଯୁବପିଢ଼ିଙ୍କୁ ବିନା ମ୍ୟୁଜିକ୍‌ରେ ନିଦ ହୁଏ ନାହିଁ। ରାତିରେ ଇଅରଫୋନ୍‌ ଲଗାଇ ଗୀତ ଶୁଣୁ ଶୁଣୁ ନିଦ ଆସିଯାଇଥାଏ। ଅଧିକ ସମୟ ଇଅରଫୋନ୍‌ କାନରେ ଲଗାଇବା ଦ୍ୱାରା ଶ୍ରବଣଶକ୍ତି ପ୍ରଭାବିତ ହୋଇଥାଏ। ଏହାର ଖରାପ ପ୍ରଭାବ ମସ୍ତିଷ୍କ ଏବଂ ନିଦ ଉପରେ ମଧ୍ୟ ପଡ଼ିଥାଏ।

ମ୍ୟୁଜିକ୍‌ ଶୁଣିବା ଦ୍ୱାରା ଆରାମ ମିଳିଥାଏ ସତ, କିନ୍ତୁ ଏହି ଆର୍ଟିଫିସିଆଲ ସାଉଣ୍ଡ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। 

 ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଇଅରଫୋନ୍‌ ଲଗାଇ ମ୍ୟୁଜିକ୍‌ ଶୁଣିବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ। ମସ୍ତିଷ୍କ ବିଶ୍ରାମ ନ ନେଇ ଆକ୍ଟିଭ ମୋଡ୍‌ରେ ରହିଥାଏ। 

 ଯଦି ଆପଣଙ୍କ ଇଅରଫୋନ୍‌ ସାଙ୍ଗସାଥୀଙ୍କୁ ବ୍ୟବହାର କରିବାକୁ ଦେଉଛନ୍ତି ତେବେ ଆପଣଙ୍କ କାନରେ ଇନ୍‌ଫେକ୍ସନ୍‌ ହେବାର ଆଶଙ୍କା ରହିଛି। 

 ଶରୀରକୁ ଅତିକମ୍‌ରେ ୬ରୁ ୮ଘଣ୍ଟା ବିଶ୍ରାମ ଆବଶ୍ୟକ। ଅଧିକ ସାଉଣ୍ଡରେ ଇଅରଫୋନ୍‌ ଲଗାଇ ଶୁଣିଲେ ଶ୍ରବଣଶକ୍ତି ପ୍ରଭାବିତ ହୋଇଥାଏ। ଆପଣଙ୍କ ହାର୍ଟ ବିଟ୍‌ ମଧ୍ୟ ନର୍ମାଲ ତୁଳନାରେ ପ୍ରଖର ହୋଇଥାଏ; ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

 ରାତିରେ ଭଲ ନିଦ ହେବା ପାଇଁ ଗୀତ ଶୁଣନ୍ତୁ, କିନ୍ତୁ ଇଅରଫୋନ୍‌ ଲଗାଇ ଗୀତ ଶୁଣନ୍ତୁ ନାହିଁ। ଆପଣ ଚାହିଁଲେ ନିଦରେ ଶୋଇବା ପୂର୍ବରୁ ଇଅରଫୋନ୍‌ କାଢ଼ି ଶୋଇପାରିବେ। ଶୋଇବା ପୂର୍ବରୁ କ୍ଷୀର କିମ୍ବା ପାଣି ପିଅନ୍ତୁ। କିଛି ବହି ପଢ଼ିବା ଦ୍ୱାରା ବି ଭଲ ନିଦ ଆସିବ।

All Right Reserved By

ଜୀବନଚର୍ଯ୍ୟା |

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ବିବାହକୁ ନେଇ ପ୍ରତ୍ୟେକ ଯୁବତୀଯୁବକଙ୍କ କିଛି ନା କିଛି ଆଶା ରହିଥାଏ। ଅଧିକାଂଶ ପୁଅ ଚାହାନ୍ତି, ଯେଉଁ ଝିଅକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ଭାଗ୍ୟଶାଳୀ ହୋଇଥାନ୍ତୁ।

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ମଣିଷ ଶରୀର ପାଇଁ ଜଳର ଆବଶ୍ୟକତା କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ଜଳପାନ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। 

ବ୍ରେକଅପ୍‌ ପରେ  ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ବ୍ରେକଅପ୍‌ ପରେ ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ସମୟ ବଦଳିବା ସହ ଆଜିକାଲି ରିଲେସନଶିପ୍‌ରେ ରହିବା ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ ହୋଇଗଲାଣି। କେତେକ ଏଥିରୁ ଧୋକ୍କା ଖାଉଛନ୍ତି ତ ଆଉ କେତେଜଣ ସିଙ୍ଗଲ୍‌ ରହିବାକୁ ପସନ୍ଦ କରୁଛନ୍ତି।

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ବିଶେଷକରି ସୁନ୍ଦରତା ଉପରେ ଝିଅମାନଙ୍କର ନଜର ଥାଏ। ସେ ସୁନ୍ଦର ଦେଖାଯିବା ପାଇଁ ଅନେକ ଦିଗ ଉପରେ ନଜର ରଖିଥାନ୍ତି। କୁହାଯାଏ ଝିଅଟିଏ ପୁଅକୁ ଆକର୍ଷିତ କରିବା ପାଇଁ ସର୍ବଦା ଚାହିଁଥାନ୍ତି। 

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri