ଜୀବନଚର୍ଯ୍ୟା |

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କୋଲେଷ୍ଟରଲ୍‌ କମାଇବା ପାଇଁ କେତେକ ଘରୋଇ ଉପାୟ ଆପଣେଇଲେ ସୁଫଳ ମିଳିଥାଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା କୋଲେଷ୍ଟରଲସ୍ତରରେ ସନ୍ତୁଳନ ଆଣିଥାଏ। ଫଳରେ ରକ୍ତ ସଂଚାଳନ ସ୍ବାଭାବିକ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ। ରସୁଣରେ ଥିବା ଔଷଧୀୟ ଗୁଣ ଶରୀରରୁ ବହୁ ରୋଗ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ, ଆଣ୍ଟି-ଫଙ୍ଗାଲ୍‌ ତଥା ଆଣ୍ଟି-ଅକ୍ସିଡାଣ୍ଟ ଆଦି ରହିଥାଏ। ଫଳରେ ଏହା ଅନେକ ରୋଗକୁ ଦୂର କରେ। ପ୍ରତିଦିନ ରସୁଣ ଖାଇଲେ, ତ୍ୱଚା ଇନ୍‌ଫେକ୍‌ସନରୁ ଦୂରେଇ ରହେ। ଏହା ରକ୍ତ ଶର୍କରାସ୍ତରକୁ କମାଇ ଶରୀରରେ ଇନ୍‌ସୁଲିନ୍‌ ମାତ୍ରାକୁ ସ୍ବାଭାବିକ କରିଥାଏ। ଫଳରେ ଡାଇବେଟିସ୍‌ ସମସ୍ୟାରୁ ମୁକ୍ତି ମିଳେ।

All Right Reserved By

ଜୀବନଚର୍ଯ୍ୟା |

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ବିବାହକୁ ନେଇ ପ୍ରତ୍ୟେକ ଯୁବତୀଯୁବକଙ୍କ କିଛି ନା କିଛି ଆଶା ରହିଥାଏ। ଅଧିକାଂଶ ପୁଅ ଚାହାନ୍ତି, ଯେଉଁ ଝିଅକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ଭାଗ୍ୟଶାଳୀ ହୋଇଥାନ୍ତୁ।

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ମଣିଷ ଶରୀର ପାଇଁ ଜଳର ଆବଶ୍ୟକତା କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ଜଳପାନ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। 

ବ୍ରେକଅପ୍‌ ପରେ  ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ବ୍ରେକଅପ୍‌ ପରେ ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ସମୟ ବଦଳିବା ସହ ଆଜିକାଲି ରିଲେସନଶିପ୍‌ରେ ରହିବା ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ ହୋଇଗଲାଣି। କେତେକ ଏଥିରୁ ଧୋକ୍କା ଖାଉଛନ୍ତି ତ ଆଉ କେତେଜଣ ସିଙ୍ଗଲ୍‌ ରହିବାକୁ ପସନ୍ଦ କରୁଛନ୍ତି।

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ବିଶେଷକରି ସୁନ୍ଦରତା ଉପରେ ଝିଅମାନଙ୍କର ନଜର ଥାଏ। ସେ ସୁନ୍ଦର ଦେଖାଯିବା ପାଇଁ ଅନେକ ଦିଗ ଉପରେ ନଜର ରଖିଥାନ୍ତି। କୁହାଯାଏ ଝିଅଟିଏ ପୁଅକୁ ଆକର୍ଷିତ କରିବା ପାଇଁ ସର୍ବଦା ଚାହିଁଥାନ୍ତି। 

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri