ଅନ୍ତର୍ଜାତୀୟ |

ଉତ୍ତରକୋରିଆ ପ୍ରସଙ୍ଗ: ଚାଇନାକୁ ସହାୟତା ମାଗିଲା ଆମେରିକା

ଉତ୍ତରକୋରିଆ ପ୍ରସଙ୍ଗ: ଚାଇନାକୁ ସହାୟତା ମାଗିଲା ଆମେରିକା
ବେଜିଂ, ୧୫।୧୧: ଉତ୍ତରକୋରିଆର ଆଣବିକ ଆକ୍ରମଣ ଧମକ ନେଇ ଆମେରିକା ଚିନ୍ତିତ ହୋଇପଡିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ ପ୍ରଶାସନ ଚାଇନାର ସହାୟତା ଲୋଡିଛନ୍ତି। ଏହି ମର୍ମରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ତାଙ୍କ ସ୍ବତନ୍ତ୍ର ଦୂତ ସୋଙ୍ଗ୍‌ ତାଓଙ୍କୁ ଆସନ୍ତା ଶୁକ୍ରବାର ଉତ୍ତରକୋରିଆ ପଠାଇବାର କାର୍ଯ୍ୟକ୍ରମ ରହିଛି। ତାଓ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ସହିତ ଆଲୋଚନା କରିବାର ସମ୍ଭାବନା ରହିଛି।
All Right Reserved By

ଅନ୍ତର୍ଜାତୀୟ |

ଚୋରିକଲେ ରାଜକୁମାର: ଭିଡିଓ ଭାଇରାଲ

ଚୋରିକଲେ ରାଜକୁମାର: ଭିଡିଓ ଭାଇରାଲ

ଲଣ୍ଡନ,୨୫।୯: ବ୍ରିଟେନ ରାଜକୁମାର ହ୍ୟାରୀ ଦେଶ ବିଦେଶରେ ଖୁବ୍‌ ପରିଚିତ। ତାଙ୍କ ରାଜକୀୟ ବିବାହ ମଧ୍ୟ ସାରା ବିଶ୍ୱରେ ବେଶ ଚର୍ଚ୍ଚା ସାଉଁଟିଥିଲା। ହେଲେ ଏହି ରାଜକୁମାର ଏବେ ଏମିତି କାମ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଢାକା,୨୫।୯: ବଲିଉଡର ନାଁକରା ଅଭିନେତା ଇରଫାନ ଖାଁଙ୍କ ଅଭିନୀତ ଏକ ବାଂଲାଦେଶୀ ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି। ‘ଡୁବ: ନୋ ବେଡ୍‌ ଅଫ୍‌ ରୋଜେସ୍‌’ ନାମକ ଏହି ଫିଲ୍ମ ୨୦୧୯ ଓସ୍କାର ସମ୍ମାନ ପାଇଁ ବାଂଲାଦେଶରୁ ପଠାଯାଇଥିବା ସୂଚନା ମିଳିଛି।

ସନ୍ଧ୍ୟା ସମାଚାର ପଢିଲେ ପ୍ରଥମ ମହିଳା ଆଙ୍କର

ସନ୍ଧ୍ୟା ସମାଚାର ପଢିଲେ ପ୍ରଥମ ମହିଳା ଆଙ୍କର

ରିୟାଦ,୨୫।୯: ସୌଦି ଆରବରେ ମହିଳାମାନଙ୍କ ଉପରେ ଥିବା କଟକଣା ଧିରେ ଧିରେ ହଟାଇ ନିଆଯାଉଛି। ତା’ର ଏକ ଉଦାହରଣ ହେଲା ସନ୍ଧ୍ୟାରେ ଟେଲିଭିଜନ ଚ୍ୟାନେଲରେ ମହିଳା ଆଙ୍କର ନ୍ୟୁଜ ପଢିବା ଘଟଣା।

୩ ମାସର ଝିଅ ସହ ଜାତିସଙ୍ଘ ମହାସଭାରେ ଯୋଗଦେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

୩ ମାସର ଝିଅ ସହ ଜାତିସଙ୍ଘ ମହାସଭାରେ ଯୋଗଦେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବାଶିଂଟନ,୨୫।୯: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିନ୍ଦା ଅଡ୍ରେନ ତାଙ୍କ ୩ ମାସର ଶିଶୁକନ୍ୟା ସହ ଜିତିସଙ୍ଘ ମହାସଭାରେ ଯୋଗଦେବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଇଭାଙ୍କାଙ୍କୁ ପୁଣି ନିମନ୍ତ୍ରଣ ଦେଲା ଦକ୍ଷିଣ କୋରିଆ

ଇଭାଙ୍କାଙ୍କୁ ପୁଣି ନିମନ୍ତ୍ରଣ ଦେଲା ଦକ୍ଷିଣ କୋରିଆ

ନ୍ୟୁୟର୍କ,୨୫।୯: ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫଙ୍କୁ ପୁଣିଥରେ ଦକ୍ଷିଣ କୋରିଆରୁ ନିମନ୍ତ୍ରଣ ମିଳିଛି। ସିଓଲ ଓ ଓ୍ବାଶିଂଟନ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏହି ନିମନ୍ତ୍ରଣ ଦେଇଛି ଦକ୍ଷିଣ କୋରିଆ।

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୪।୯: ପାକିସ୍ତାନର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ନ୍ୟୁଜ ଆଙ୍କର ଭାବେ କାମ କରନ୍ତି ଶୟିଦ ରଜା ମେହେଦି। ଏବେ ଏହି ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଆଟଲାଣ୍ଟା,୨୪।୯: ଆମେରିକା ଆଟଲାଣ୍ଟାରେ ଗର୍ଲ ଫ୍ରେଣ୍ଡ୍‌ଙ୍କ ନାବାଳିକା କନ୍ୟାଙ୍କୁ ଏକାଧିକ ଥର ବଳାତ୍କାର କରିଥିବା ଅଭିଯୋଗରେ ନିକୋଲୋସ ନାମକ ଜଣେ ଯୁବକଙ୍କୁ ୧୬୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି।

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ସିଡ୍‌ନୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି। ସେ ସିଡ୍‌ନୀରୁ ମେଲବୋର୍ଣ୍ଡ ଯାତ୍ରା କରୁଥିବା ସମୟରେ ଏହା ଘଟିଛି। 

ମୁସଲମାନ୍‌ ମହିଳାଙ୍କୁ ବୁର୍ଖା ମନା

ମୁସଲମାନ୍‌ ମହିଳାଙ୍କୁ ବୁର୍ଖା ମନା

ଜେନେଭା,୨୪।୯: ସ୍ବିଜରଲାଣ୍ଡର ସେଣ୍ଟ ଗାଲେନରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ବିରୋଧ କରି ରବିବାର ମତଦାନ କରାଯାଇଥିଲା। ଏହାକୁ ଅଧିକାଂଶ ଲୋକେ ସମର୍ଥନ କରିଥିବା ଜଣାପଡିଛି। 

ଇଭାଙ୍କାଙ୍କୁ ଦେଖିଲେ ମନ ଭରିଯାଏ ମହାକାଶଚାରୀଙ୍କର

ଇଭାଙ୍କାଙ୍କୁ ଦେଖିଲେ ମନ ଭରିଯାଏ ମହାକାଶଚାରୀଙ୍କର

ଓ୍ବାଶିଂଟନ,୨୪।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ତାଙ୍କ ସୁନ୍ଦରତା ଓ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ବେଶ୍‌ ପରିଚିତ। ଏମିତିକି ତାଙ୍କ ରୂପ ଅନେକଙ୍କୁ ମୁଗ୍ଧ କରେ।

୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌ ବନ୍ଦ କଲା ଚାଇନା

୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌ ବନ୍ଦ କଲା ଚାଇନା

ବେଜିଂ: ଚାଇନା ୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌କୁ ବନ୍ଦ କରିଛି। ସମାଜ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି।