ଖେଳ |

ଅାନ୍ତର୍ଜାତିକ ସ୍କେଟିଂରେ ଦିବ୍ୟରଞ୍ଜନ, ନିଖତ୍ଳେଶ

ଅାନ୍ତର୍ଜାତିକ ସ୍କେଟିଂରେ ଦିବ୍ୟରଞ୍ଜନ, ନିଖତ୍ଳେଶ

ଭୁବନେଶ୍ୱର, ୧୮(କ୍ରୀଡ଼ା ପ୍ରତିନିଧତ୍)- ବେଲଜିୟମର ଓଷ୍ଟେଣ୍ଡେଠାରେ ଅଗଷ୍ଟ ୧୧ରୁ ୧୩ ପଯର୍ୟନ୍ତ ହେବାକୁଥତ୍ବା ୫୦ତମ ଅାନ୍ତର୍ଜାତିକ ସ୍କେଟିଂ ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଓଡ଼ିଶାରୁ ଦିବ୍ୟରଞ୍ଜନ ଗିରି ଓ ନିଖତ୍ଳେଶ ନାୟକ ମନୋନୀତ ହୋଇଛନ୍ତି ଏଥତ୍ରେ ଭାରତରୁ ମୋଟ ୩୪ ଖେଳାଳି ଅଂଶଗ୍ରହଣ କରିବେ ଦିବ୍ୟରଞ୍ଜନ କ୍ୟାଡେଟ ଏବଂ ନିଖତ୍ଳେଶ ସ୍କୋଲିରେନ ଇଭେଣ୍ଟରେ ଭାଗନେବେ ଭାରତୀୟ ଦଳ ଅଗଷ୍ଟ ୧୦ ତାରିଖରେ ବେଲଜିୟମରେ ପହଞ୍ଚତ୍ବାର କାଯର୍ୟକ୍ରମ ରହିଛି

All Right Reserved By

Model This Week

ନିକିତା

ଖେଳ |

ବିଶ୍ୱ ଏକାଦଶ ପକ୍ଷରୁ ଖେଳିବେ ଆଫ୍ରିଦୀ, ମଲିକ, ପେରେରା

ବିଶ୍ୱ ଏକାଦଶ ପକ୍ଷରୁ ଖେଳିବେ ଆଫ୍ରିଦୀ, ମଲିକ, ପେରେରା

ଦୁବାଇ, ୧୯।୪(ପି.ଟି.)- ଆସନ୍ତା ମେ ୩୧ରେ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ବିଶ୍ୱ ଏକାଦଶ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ମଧ୍ୟରେ ଏକ ଚ୍ୟାରିଟେବୁଲ ଟି୨୦ କ୍ରିକେଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ପାକିସ୍ତାନର ଦୁଇ ଭେଟେରାନ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦୀ ଓ ସୋଏବ ମଲିକ ଏବଂ ଶ୍ରୀଲଙ୍କାର ଥିସାରା ପେରେରା ବିଶ୍ୱ ଏକାଦଶ ପକ୍ଷରୁ ଖେଳିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଫେଡେରେଶନ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ମିଟ୍‌ରେ ୩୨ ଟିମ୍‌

ଫେଡେରେଶନ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ମିଟ୍‌ରେ ୩୨ ଟିମ୍‌

କୋଏମ୍ବାଟୁର, ୧୯।୪(ପି.ଟି.)- ଶୁକ୍ରବାରଠାରୁ ଏଠାରେ ଫେଡେରେଶନ କପ୍‌ ଜାତୀୟ ଜୁନିୟର(୧୬ରୁ ୨୦ ବର୍ଷ) ଆଥ୍‌ଲେଟିକ୍ସ ମିଟ୍‌ର ଷୋଡ଼ଶ ସଂସ୍କରଣ ଆରମ୍ଭ ହେବ। ଏଥିରେ ୩୨ଟି ରାଜ୍ୟର ପାଖାପାଖି ୮୦୦ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ।

ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ ନୀରଜ

ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ ନୀରଜ

ନୂଆଦିଲ୍ଲୀ, ୧୯।୪(ପି.ଟି.)- ନିକଟରେ ଗୋଲ୍ଡ କୋଷ୍ଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକମାତ୍ର ଭାରତୀୟ ପ୍ରତିଯୋଗୀ ଭାବେ ଆଥ୍‌ଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆସନ୍ତା ମାସରେ ଦୋହାରେ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ ସିରିଜରେ ଅଂଶଗ୍ରହଣ କରିବେ।

ପ୍ରଶଂସକଙ୍କ ପାଇଁ ସିଏସ୍‌କେ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ

ପ୍ରଶଂସକଙ୍କ ପାଇଁ ସିଏସ୍‌କେ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ

ମାଡ୍ରାସ, ୧୯।୪- କାବେରୀ ବିରୋଧୀ ପ୍ରଦର୍ଶନ ଲାଗି ଚେନ୍ନାଇ ସୁପର୍‌କିଙ୍ଗ୍ସ (ସିଏସ୍‌କେ)ର ଘରୋଇ ମ୍ୟାଚ୍‌ଗୁଡ଼ିକ ମାଡ୍ରାସରୁ ପୁନେକୁ ସ୍ଥାନାନ୍ତରିତ ହୋଇଯାଇଛି। ପୁନେ ଏବେ ସିଏସ୍‌କେର ନୂତନ ଘରୋଇ ଭେନ୍ୟୁର ମାନ୍ୟତା ପାଇଛି।

ଇଂଲଣ୍ଡ ଗସ୍ତ ପୂର୍ବରୁ କାଉଣ୍ଟି ଖେଳିବେ ବିରାଟ

ଇଂଲଣ୍ଡ ଗସ୍ତ ପୂର୍ବରୁ କାଉଣ୍ଟି ଖେଳିବେ ବିରାଟ

ନୂଆଦିଲ୍ଲୀ, ୧୯।୪- ଆଇପିଏଲ୍‌ ପରେ ପରେ ଭାରତୀୟ କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ରହିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସହ ଏକ ପୂର୍ଣ୍ଣକାଳୀନ ସିରିଜ ଖେଳିବ।

ମାଡ୍ରିଡ୍‌କୁ ପରାଜୟରୁ ବଞ୍ଚାଇଲେ ରୋନାଲ୍ଡୋ

ମାଡ୍ରିଡ୍‌କୁ ପରାଜୟରୁ ବଞ୍ଚାଇଲେ ରୋନାଲ୍ଡୋ

ମାଡ୍ରିଡ୍‌, ୧୯।୪(ଏଏଫ୍‌ପି)- ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅନ୍ତିମ ମିନିଟ୍‌ ଗୋଲ ବଳରେ ରିୟଲ ମାଡ୍ରିଡ୍‌ ବୁଧବାର ରାତିରେ ଏଠାରେ ଅନୁଷ୍ଠିତ ଲା ଲିଗା ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ନିଶ୍ଚିତ ପରାଜୟରୁ ବଞ୍ଚତ୍ୟାଇଛି।

ଯେକୌଣସି ଟାର୍ଗେଟ୍‌ ବର୍ତ୍ତମାନ ଚେଜ୍‌ କରିହେବ: ଉଥାପ୍ପା

ଯେକୌଣସି ଟାର୍ଗେଟ୍‌ ବର୍ତ୍ତମାନ ଚେଜ୍‌ କରିହେବ: ଉଥାପ୍ପା

ଜୟପୁର, ୧୯।୪(ପି.ଟି.)- କ୍ରିକେଟ ବର୍ତ୍ତମାନ ପାଓ୍ବାରର ଖେଳ ହୋଇଗଲାଣି। ବୋର୍ଡରେ ବର୍ତ୍ତମାନ ଯେତେବଡ଼ ଟାର୍ଗେଟ୍‌ ଥିଲେ ବି ଚେଜ୍‌ କରିହେବା ସମ୍ଭବପର ଲାଗୁଛି ବୋଲି କୋଲକାତା ନାଇଟ୍‌ରାଇଡର୍ସ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ରବିନ୍‌ ଉଥାପ୍ପା କହିଛନ୍ତି।

ଜାମସେଦ୍‌ପୁର ଫୁଟବଲ କ୍ଲବ୍‌ ସହ ପ୍ରତୀକଙ୍କ ଚୁକ୍ତି

ଜାମସେଦ୍‌ପୁର ଫୁଟବଲ କ୍ଲବ୍‌ ସହ ପ୍ରତୀକଙ୍କ ଚୁକ୍ତି

ଜାମସେଦପୁର, ୧୯।୪ (ପି.ଟି.)- ଭାରତୀୟ ଫୁଟବଲ ଡିଫେଣ୍ଡର ପ୍ରତୀକ ଚୌଧୁରୀ ଜାମସେଦ୍‌ପୁର ଫୁଟବଲ କ୍ଲବ ସହ ୧ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ୨୮ ବର୍ଷୀୟ ପ୍ରତୀକ ପୂର୍ବରୁ ଏୟାର ଇଣ୍ଡିଆ, ରଙ୍ଗଡାଜିଏଡ୍‌ ୟୁନାଇଟେଡ, ମୋହନ ବାଗାନ, ମୁମ୍ବାଇ ଫୁଟବଲ କ୍ଲବ୍‌ ପାଇଁ ଆଇ-ଲିଗ୍‌ ଖେଳି ସାରିଛନ୍ତି।

ଆମନ୍ତ୍ରଣୀୟ ଚେସ୍‌: କୌଶିକ ଚାମ୍ପିୟନ

ଆମନ୍ତ୍ରଣୀୟ ଚେସ୍‌: କୌଶିକ ଚାମ୍ପିୟନ

କଟକ ଅଫିସ,୧୯ା୪- ଏସ୍‌.ଆର୍‌. ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ସିଡିଏ ସେକ୍ଟର-୬ ଠାରେ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ୯ ରାଉଣ୍ଡ ବିଶିଷ୍ଟ ହୋଇଥିଲା।

ଇଷ୍ଟବେଙ୍ଗଲ ବିପକ୍ଷରେ ବେଙ୍ଗାଲୁରୁ ଫେଭରାଇଟ

ଇଷ୍ଟବେଙ୍ଗଲ ବିପକ୍ଷରେ ବେଙ୍ଗାଲୁରୁ ଫେଭରାଇଟ

ଭୁବନେଶ୍ୱର, ୧୯।୪(ତପନ ସ୍ବାଇଁ)- ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଅନ୍ତିମ ପର୍ଯ୍ୟାୟ ଉପନୀତ। ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଇଣ୍ଡିଆନ ସୁପର ଲିଗ୍‌ ରନର୍ସଅପ୍‌ ବେଙ୍ଗାଲୁରୁ ଏଫ୍‌ସି ଓ ଆଇ-ଲିଗ୍‌ର ଅନ୍ୟତମ ଶକ୍ତିଶାଳୀ ଦଳ ଇଷ୍ଟବେଙ୍ଗଲ। ଆସନ୍ତା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା। ଇଷ୍ଟ ବେଙ୍ଗଲ ଏକ ଲଢ଼ୁଆ ଦଳ ହୋଇଥିଲେ ହେଁ ବର୍ତ୍ତମାନର ଫର୍ମ ଏବଂ ପ୍ରଦର୍ଶନ ଦୃଷ୍ଟିରୁ ଫାଇନାଲ ପାଇଁ ବେଙ୍ଗାଲୁରୁ ହଟ୍‌ ଫେଭରାଇଟ ବୋଲି ଓଡ଼ିଶାର ଅଧିକାଂଶ ଫୁଟ୍‌ବଲ ବିଶେଷଜ୍ଞ ମତପୋଷଣ କରିଛନ୍ତି। ଟାଇଟଲ ପାଇଁ ଟକ୍କର ଗୋଟିଏ ଦିନ ବାକିଥିବାବେଳେ ଧରିତ୍ରୀ ପକ୍ଷରୁ ଏହି ସ୍ବତନ୍ତ୍ର ଉପସ୍ଥାପନା।

ଆଇପିଏଲ୍‌ ୧୧:  ଶୀର୍ଷରେ କୋଲକାତା

ଆଇପିଏଲ୍‌ ୧୧: ଶୀର୍ଷରେ କୋଲକାତା

ଜୟପୁର, ୧୯।୪(ପି.ଟି.)- ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୭ଟି ବଲ ବାକିଥାଇ ୭ ଉଇକେଟରେ ଘରୋଇ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରଛି। ଏଥିସହିତ ତୃତୀୟ ବିଜୟ ହାସଲ କରି କୋଲକାତା ପଏଣ୍ଟ ଟେବୁଲରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ହଟାଇ ଶୀର୍ଷ ସ୍ଥାନକୁ ଉଠିଛି। ବୁଧବାର ଟସ୍‌ ଜିତି କୋଲକାତା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୮.୫ ଓଭରରେ ୩ ଉଇକେଟ ହରାଇ ବଜୟୀ ହୋଇଛି। କଞ୍ଜୁସ୍‌ ବୋଲିଂ କରି ୨ ଉଇକେଟ ନେବା ସହ ଅପରାଜିତ ଦ୍ରୁତ ୩୫ ରନ କରିଥିବା କୋଲକାତା ଅଲରାଉଣ୍ଡର ନୀତୀଶ ରାଣାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ସର୍ବାଧିକ ରନ୍‌ ସ୍କୋରର ହେବା ସତ୍ତ୍ୱେ କୋହଲି ଅସନ୍ତୁଷ୍ଟ

ସର୍ବାଧିକ ରନ୍‌ ସ୍କୋରର ହେବା ସତ୍ତ୍ୱେ କୋହଲି ଅସନ୍ତୁଷ୍ଟ

ବମ୍ବେ, ୧୮।୪ (ପି.ଟି.)- ହାଇ ପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସର୍ବାଧିକ ରନ ସଂଗ୍ରହ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ସନ୍ତୁଷ୍ଟ ନୁହନ୍ତି।