ଅନ୍ତର୍ଜାତୀୟ |

ମୋଦିଙ୍କ ନାମରେ ନାମିତ ହେଲା ମାନିଲାର ରାଇସ୍‌ ଫିଲ୍ଡ ଲ୍ୟାବ

ମୋଦିଙ୍କ ନାମରେ ନାମିତ ହେଲା ମାନିଲାର ରାଇସ୍‌ ଫିଲ୍ଡ ଲ୍ୟାବ
ମାନିଲା(ଫିଲିପାଇନ୍ସ),୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫିଲିପାଇନ୍ସର ଲସ୍‌ ବନୋସ୍‌ରେ ଥିବା ଇଣ୍ଟରନ୍ୟାଶନାଲ ରାଇସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ଆଇଆର୍‌ଆର୍‌ଆଇ) ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେଠାରେ ଥିବା ରାଇସ୍‌ ଫିଲ୍ଡ ଲାବୋଟୋରୀକୁ ମଧ୍ୟ ଉଦଘାଟନ କରିଥିଲେ। ମୋଦିଙ୍କ ନାମ ଅନୁସାରେ ଏହି ଲ୍ୟାବର ନାମ ‘ଶ୍ରୀ ନରେନ୍ଦ୍ର ମୋଦି ରେସିଲିଏଣ୍ଟ ରାଇସ୍‌ ଫିଲ୍ଡ ଲାବୋଟୋରୀ’ ରଖାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟି ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ଟୋକିଓ,୧୬।୧: ଜାପାନର ପିଲାଲା ଇଙ୍କ୍‌ ନାମକ ଏକ କମ୍ପାନୀ ଏହାର କର୍ମଚାରୀଙ୍କୁ  ଅଫିସ୍‌ରେ ସିଗାରେଟ୍‌ ନ ଟାଣିଲେ ବର୍ଷରେ ୬ ଦିନ ଅଧିକ ଛୁଟି ଦେବାକୁ ଘୋଷଣା କରିଛି। 

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ବେଜିଂ,୧୬।୧: ଯୁବବର୍ଗଙ୍କ ମଧ୍ୟରେ ସମ୍ପ୍ରତି ମୋବାଇଲ୍‌ ମାନିଆ ବଢ଼ିବାରେ ଲାଗିଛି। ମୋବାଇଲ୍‌ ପାଇବା ପାଇଁ ସେମାନେ ଯେ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାଁନ୍ତି। 

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

ନାଇରୋବି,୧୬।୧: କେନିଆରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ବିଳାସପୂର୍ଣ୍ଣ ହୋଟେଲରେ ଏଭଳି କାଣ୍ଡ ଭିଆଇଛନ୍ତି ଆତଙ୍କବାଦୀ। 

ପାକିସ୍ତାନ ନିର୍ମାଣ କରିବ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ

ପାକିସ୍ତାନ ନିର୍ମାଣ କରିବ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ

ପେଶାଓ୍ବର,୧୫।୧: ପାକିସ୍ତାନର ଖେବର ପଖତୁନଓ୍ବା ଅଞ୍ଚଳରେ ସେଠାକାର ସରକାର ହିନ୍ଦୁ ଓ ଶିଖ୍‌ ସମୁଦାୟଙ୍କ ପାଇଁ ଶ୍ମଶାନ ଘାଟ ଯୋଗାଇ ଦେବେ ବୋଲି ଜଣାପଡିଛି। ସେଠାରେ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ ଓ ଶିଖ୍‌ଙ୍କ ପାଇଁ ଏକ କବର ସ୍ଥାନ ନିମାଣ କରିବାକୁ ସ୍ଥାନ ଚିହ୍ନଟ ସରିଛି। 

ଆମେରିକାରେ କର୍ମଚାରୀଙ୍କୁ ମାଗଣାରେ କମ୍ପାନୀ ଦେଉଛି ପିଜା

ଆମେରିକାରେ କର୍ମଚାରୀଙ୍କୁ ମାଗଣାରେ କମ୍ପାନୀ ଦେଉଛି ପିଜା

ଓ୍ବାଶିଂଟନ,୧୫।୧: ଆମେରିକା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସଟ୍‌ଡାଉନ୍‌ ଘୋଷଣା ହେବାର ୩ ସପ୍ତାହ ହୋଇଯାଇଥିବା ବେଳେ ଏବେ ସେଠାରେ ସରକାରୀ କର୍ମଚାରୀମାନେ ବିନା ଦରମାରେ କାମ କରୁଛନ୍ତି। 

ପେଟ୍ରୋଲ ଦର ବୃଦ୍ଧି: ଜିମ୍ବାଓ୍ବେରେ ଲଙ୍କାକାଣ୍ଡ; ଜଳାପୋଡ଼ା କଲେ ଲୋକେ

ପେଟ୍ରୋଲ ଦର ବୃଦ୍ଧି: ଜିମ୍ବାଓ୍ବେରେ ଲଙ୍କାକାଣ୍ଡ; ଜଳାପୋଡ଼ା କଲେ ଲୋକେ

ବୁଲାଓ୍ବାୟୋ,୧୫।୧: ଜିମ୍ବାଓ୍ବେରେ ପେଟ୍ରୋଲ ଦର ବୃଦ୍ଧି ନିଷ୍ପତ୍ତି ସରକାରଙ୍କ ପାଇଁ ପଡ଼ିଛି ମହଙ୍ଗା। ସରକାର ପେଟ୍ରୋଲ ଦର ୧୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। 

୨୫ ବର୍ଷ ଜେଲରେ କାଟିଲେ: ମିଳିଲା ୪.୭କୋଟି ଟଙ୍କା

୨୫ ବର୍ଷ ଜେଲରେ କାଟିଲେ: ମିଳିଲା ୪.୭କୋଟି ଟଙ୍କା

ବେଜିଂ, ୧୫।୧: କଥାରେ ଅଛି, ଶହେ ଦୋଷୀ ପଛେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଯାନ୍ତୁ, କିନ୍ତୁ ଗୋଟିଏ ନିର୍ଦ୍ଦୋଷୀ କେବେ ଦଣ୍ଡ ନ ପାଉ। ସାରା ବିଶ୍ୱରେ ଏମିତି କିଛି ଲୋକ ଥାନ୍ତି ଯେଉଁମାନେ ବିନା ଦୋଷରେ ଦଣ୍ଡ ପାଆନ୍ତି।

କାର୍‌ ବୋମା ବିସ୍ଫୋରଣ: ୫୦ରୁ ଅଧିକ ଆହତ

କାର୍‌ ବୋମା ବିସ୍ଫୋରଣ: ୫୦ରୁ ଅଧିକ ଆହତ

କାବୁଲ,୧୫।୧: ଆଫଗାନୀସ୍ତାନ କାବୁଲରେ ଏକ କାର୍‌ ବୋମା ବିସ୍ଫୋରଣରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟର ପୃଥିବୀ ଅବତରଣ

ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟର ପୃଥିବୀ ଅବତରଣ

ଓ୍ବାଶିଂଟନ୍‌,୧୫ା୧: ପୃଥିବୀର କକ୍ଷପଥରେ ଅବସ୍ଥାନ କରିବାର ମାସେ ପରେ ଡ୍ରାଗନ ସ୍ପେସ୍‌କ୍ରାଫ୍ଟ ସୋମବାର ରାତିରେ ପୃଥିବୀରେ ଅବତରଣ କରିବ। ଏହା ରବିବାର ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରୁ ଛାଡିଥିଲା। 

ଫଟୋରେ ଥିବା ଜନ୍ତୁକୁ ଚିହ୍ନି ପାରୁଛନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପ୍ରଶ୍ନ

ଫଟୋରେ ଥିବା ଜନ୍ତୁକୁ ଚିହ୍ନି ପାରୁଛନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପ୍ରଶ୍ନ

ଓ୍ବେଲିଙ୍ଗଟନ୍‌,୧୪।୧: ଏବେ ସୋସିଆଲ ମିଡିଆରେ ଏକ ଫଟୋସହ ଗୋଟିଏ ପ୍ରଶ୍ନ ଭାଇରାଲ ହେବାରେ ଲାଗିଛି। ଫଟୋଟି ଖାଲି ଆଖିରେ ଦେଖିଲେ ଲାଗୁଛି ଧଳା କାଗଜ ଉପରେ ଯେମିତି କଳାରଙ୍ଗର କାଳିରେ ଖାଲି ଗାର ପଡିଛି। 

ରାସ୍ତାରେ ଏକାକି ବୁଲୁଥିବା ଶିଶୁକୁ ଉଦ୍ଧାର କଲେ ବସ୍‌ ଡ୍ରାଇଭର: ଭିଡିଓ ଭାଇରାଲ

ରାସ୍ତାରେ ଏକାକି ବୁଲୁଥିବା ଶିଶୁକୁ ଉଦ୍ଧାର କଲେ ବସ୍‌ ଡ୍ରାଇଭର: ଭିଡିଓ ଭାଇରାଲ

ଓ୍ବାଶିଂଟନ,୧୪।୧: ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଶିଶୁଟିଏ ଏକାକି ଖାଲି ପାଦରେ ରାସ୍ତାରେ ଏଣେତେଣେ ଦୌଡୁଛି।