ଅନ୍ତର୍ଜାତୀୟ |

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ଲଣ୍ଡନ,୨୩।୩: ପିଲାମାନଙ୍କ ମଧ୍ୟରେ ପର୍ନ ଫିଲ୍ମ ଦେଖିବାର ଆଗ୍ରହ ବଢିଥିବା ଲକ୍ଷ କରି ନିକଟରେ ଏଭଳି ଅଧିକାଂଶ ସାଇଟ୍‌କୁ ବ୍ୟାନ୍‌ କରି ଦିଆଯାଇଛି।   ହେଲେ ବ୍ରିଟେନର ୫ ଜଣ ମହିଳା ସେମାନଙ୍କ ପିଲାମାନଙ୍କ ପାଇଁ ଏବେ ପର୍ନ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ‘Mums Make Porn’ ନାମରେ ସେମାନେ ଏହା ଆରମ୍ଭ କରିଥିବା ଜଣାପଡିଛି। ତେବେ ପିଲାମାନଙ୍କ ମଧ୍ୟରେ ସେକ୍ସ ବା ଶାରୀରିକ ସମ୍ପର୍କକୁ ନେଇ ସକରାତ୍ମକ ଭାବନା ସୃଷ୍ଟି କରିବାକୁ ସେମାନେ ଏହି ଫିଲ୍ମ ତିଆରି କରୁଥିବା ପ୍ରକାଶ କରିଛନ୍ତି। କାରଣ ପିଲାମାନେ ଏ ସମ୍ପର୍କରେ ଯଦି ସକରାତ୍ମକ ଚିନ୍ତାଧାରାକୁ ଆପଣାଇ ନ ନିଅନ୍ତି ତେବେ ଏହା ସେମାନଙ୍କ ଭବିଷ୍ୟତରେ ଖରାପ ପ୍ରଭାବ ପକାଇବ ବୋଲି ସେମାନେ ମତ ଦେଇଛନ୍ତି। ପିଲାଙ୍କୁ କେବଳ ଶାରୀରିକ ସମ୍ପର୍କ ବିଷୟରେ ସୂଚନା ଦେବାକୁ ସେମାନେ ଏମିତି ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା କହିଛନ୍ତି। ଏଥିପାଇଁ କାମ ଆରମ୍ଭ ହୋଇଯାଇଛି। ହେଲେ ଏହି ମା’ ମାନେ ଏଥିରେ ଅଭିନୟ କରିବେ ନାହିଁ ବରଂ ଅନ୍ୟ ସମସ୍ତ କଥା ବୁଝିବେ ବୋଲି କହିଛନ୍ତି। 

All Right Reserved By

ଅନ୍ତର୍ଜାତୀୟ |

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। 

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

କ୍ୱିଭ,୨୨।୪: ପୂର୍ବତନ ଟେଲିଭିଜନ କଳାକାର ତଥା କମେଡିଆନ ଭୋଲେଡିମାର ଜେଲେନସ୍କି ଏଥର ୟୁକ୍ରେନର ରାଷ୍ଟ୍ରପତି ହେବେ ବୋଲି ରବିବାର କହିଛି ଏକ୍‌ଜିଟ୍‌ପୋଲ୍‌। 

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪:  ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। 

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ଲଣ୍ଡନ,୨୨ା୪: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରବିବାର ୯୩ ବର୍ଷରେ ପଦାର୍ପଣ କରିଛନ୍ତି।

ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୪(ପି.ଟି.): ଶ୍ରୀଲଙ୍କାରେ ଇଷ୍ଟର ପାଳନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୨୧୫ ନିହତ ଓ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏହାକୁ 

ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। 

ସଂଘର୍ଷରେ ଗଲାଣି ୨୨୦ ଜୀବନ

ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଦୁଇ ସପ୍ତାହ ଧରି ସଂଘର୍ଷ ଲାଗି ରହିଛି।

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୨୦୭ ଛୁଇଁଲା, ୭ ଗିରଫ

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୨୦୭ ଛୁଇଁଲା, ୭ ଗିରଫ

କଲମ୍ବୋ, ୨୧।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ୩ଟି ସହରରେ ଲଗାତାର ୮ଟି ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୦୭ ଛୁଇଁଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri