ରାଜ୍ୟ |

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା-୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


ପଦ୍ମପୁର-ପ୍ରଦୀପ ପୁରୋହିତ

ବରଗଡ଼-ଅଶ୍ୱିନୀ ଷଡ଼ଙ୍ଗୀ 

ଅତାବିରା-ମିଲନ ସେଠ୍‌

ବ୍ରଜରାଜନଗର-ରାଧାରାଣୀ ପଣ୍ଡା 

ତଳସରା-ଭବାନୀ ଭୋଇ 

ସୁନ୍ଦରଗଡ଼- କୁସୁମ ଟେଟେ 

ବୀରମିତ୍ରପୁର-ଶଙ୍କର ଓରାମ୍‌

ରଘୁନାଥପାଲି-ଜଗବନ୍ଧୁ ବେହେରା 

ରାଉରକେଲା -ନୀହାର ରାୟ 

ରାଜଗାଙ୍ଗପୁର-ନରସିଂହ ମିଞ୍ଜ୍‌

ବଣାଇ-ଅନିଲ ବାର୍ଲା

କୁଚିଣ୍ଡା-ରବିନାରାୟଣ ନାୟକ 

ରେଙ୍ଗାଲି-ନାଉରି ନାୟକ 

ସମ୍ବଲପୁର-ଜୟନାରାୟଣ ମିଶ୍ର

ତେଲକୋଇ-ଧନୁର୍ଜୟ ସିଦ୍ଧୁ 

ଘଷିପୁରା-ପୃଥ୍ବୀରାଜ କଁହର 

ଆନନ୍ଦପୁର-ଭାଗୀରଥି ସେଠୀ

ପାଟଣା-ଭବାନୀଶଙ୍କର ନାୟକ

କେନ୍ଦୁଝର-ମୋହନ ମାଝି 

ଯଶିପୁର-ଗଣେଶରାମ ଖୁଣ୍ଟିଆ

ସାରସକଣା-ଡ.ବୁଧନ ମୁର୍ମୁ 

ବାଙ୍ଗିରପୋଷି-ସୁକୁଡା ମୁର୍ମୁ 

କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ 

ଉଦଳା-ଭାସ୍କର ମଢେଇ

 ବଡ଼ସାହି-ସନାତନ ବିଜୁଳି 

ବାରିପଦା-ପ୍ରକାଶ ସୋରେନ

 ଜଳେଶ୍ୱର-ଜୟନାରାୟଣ ମହାନ୍ତି 

ବାଲେଶ୍ୱର-ମଦନମୋହନ ଦତ୍ତ

 ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ 

ସୋର-ରାକେଶ ମଲ୍ଲିକ 

ସିମୂଳିଆ-ପଦ୍ମଲୋଚନ ପଣ୍ଡା 

ବାସୁଦେବପୁର-ମାଧବାନନ୍ଦ ମଲ୍ଲିକ 

ଧାମନଗର - ବିଷ୍ଣୁ ସେଠୀ 

ଚାନ୍ଦବାଲି - ମନମୋହନ ସାମଲ 

ବିଞ୍ଝାରପୁର- ବବିତା ମଲ୍ଲିକ 

ବରି-  ବିଶ୍ୱରଞ୍ଜନ ମଲ୍ଲିକ 

ବଡ଼ଚଣା- ଅମର ନାୟକ 

ଧର୍ମଶାଳା-ତୁଷାର ପରିଡ଼ା 

ଯାଜପୁର-ଗୌତମ ରାୟ 

କୋରେଇ-ବିଶ୍ୱଜିତ୍‌ ନାୟକ 

ସୁକିନ୍ଦା-ପ୍ରଦୀପ ବଳସାମନ୍ତ 

ଢେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର 

ହିନ୍ଦୋଳ-ଅଶୋକ ନାୟକ 

କାମାକ୍ଷାନଗର-ଶତ୍ରୁଘ୍ନ ଜେନା 

ପରଜଙ୍ଗ-ବିଭୁତି ପ୍ରଧାନ 

ପାଲଲହଡ଼ା-ଅଶୋକ ମହାନ୍ତି

 ତାଳଚେର-କାଳନ୍ଦି ସାମଲ

 ଅନୁଗୁଳ-ପ୍ରତାପ ପ୍ରଧାନ 

ଛେଣ୍ଡିପଦା-ଅଗସ୍ତି ବେହେରା 

ଲୋଇସିଂହା-ମୁକେଶ ମହାଲିଙ୍ଗ 

ପାଟଣାଗଡ଼- କନକବର୍ଦ୍ଧନ ସିଂ ଦେଓ 

ଟିଟଲାଗଡ଼- ଅଶୋକ ଦୋରା 

କଣ୍ଟାବାଞ୍ଝି- ଲକ୍ଷ୍ମଣ ବାଗ 

ଖରିଆର- ରୀତାରାଣୀ ବଗର୍ତ୍ତୀ

ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ 

ନବରଙ୍ଗପୁର-ଗୌରୀ ମାଝି 

ଲାଞ୍ଜିଗଡ଼- ରମେଶ ମାଝି 

ଜୁନାଗଡ଼- ମନୋଜ ମେହେର 

ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ 

ନର୍ଲା-ଅନିରୁଦ୍ଧ ପ୍ରଧାନ 

ବାଲିଗୁଡା-କରେନ୍ଦ୍ର ମାଝି 

ଜି.ଉଦୟଗିରି-ଅର୍ଚ୍ଚନା ପ୍ରଧାନ 

କଣ୍ଟାମାଳ-କହ୍ନେଇ ଡାଙ୍ଗ 

ବୌଦ୍ଧ-ସୁଶାନ୍ତ ପ୍ରଧାନ 

ବଡ଼ମ୍ବା-ବିଜୟ କୁମାର ଦଳବେହେରା 

ବାରବାଟୀ-କଟକ-ସମୀର ଦେ 

ଚେଦ୍ୱାର-କଟକ-ନୟନ କିଶୋର ମହାନ୍ତି 

କଟକ ସଦର-ଦିଲୀପ ମଲ୍ଲିକ 

ସାଲେପୁର-ପ୍ରକାଶ ବେହେରା 

ମାହାଙ୍ଗା -ସାରଦା ପ୍ରଧାନ 

ଆଳି -ଦୋଳଗୋବିନ୍ଦ ନାୟକ 

ରାଜନଗର-ଅଲେଖ ଜେନା 

ତିର୍ତ୍ତୋଲ-ପ୍ରଫେସର ରମାକାନ୍ତ ଭୋଇ 

ବାଲିକୁଦା ଏରସମା-ଦାମୋଦର ରାଉତ

ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର 

କାକଟପୁର-ତୁଷାରକାନ୍ତି ବେହେରା 

ନିମାପଡ଼ା-ପ୍ରଭାତୀ ପରିଡ଼ା 

ବ୍ରହ୍ମଗିରି-ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର 

ସତ୍ୟବାଦୀ-ଓମ୍‌ପ୍ରକାଶ ମିଶ୍ର 

ପିପିଲି-ଆଶ୍ରିତ୍‌ ପଟ୍ଟନାୟକ 

ଭୁବନେଶ୍ୱର କେନ୍ଦ୍ର-ଜଗନ୍ନାଥ ପ୍ରଧାନ

ଏକାମ୍ର ଭୁବନେଶ୍ୱର-ବାବୁ ସିଂହ 

ଖୋର୍ଦ୍ଧା-କାଳୁ ଖଣ୍ଡାୟତରାୟ

 ଚିଲିକା-ପୃଥ୍ବୀରାଜ ହରିଚନ୍ଦନ 

ରଣପୁର-ସୁରମା ପାଢ଼ୀ

ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ

ନୟାଗଡ଼- ଇରାନୀ ରାୟ 

ଭଞ୍ଜନଗର-ପ୍ରଦ୍ୟୁମ୍ନ ନାୟକ

ପୋଲସରା-ଗୋକୁଳାନନ୍ଦ ମଲ୍ଲିକ

ଖଲ୍ଲିକୋଟ-ଭାରତୀ ବେହେରା

ସାନଖେମୁଣ୍ଡି-ବିଜୟ ସ୍ବାଇଁ 

ଗୋପାଳପୁର-ବିଭୂତି ଜେନା 

ଚିକିଟି-ମନୋରଞ୍ଜନ ଦ୍ୟାନସାମନ୍ତରାୟ 

ପାରଳାଖେମୁଣ୍ଡି-କେ. ନାରାୟଣ ରାଓ 

ବିଷମ କଟକ-ଶିବଶଙ୍କର ଉଲାକା 

ଲକ୍ଷ୍ମୀପୁର-କୁମୁଡ଼ା ସାଉନ୍ତା 

କୋଟପାଡ଼- ଖଗେଶ୍ୱର ପୂଜାରୀ 

ପଟ୍ଟାଙ୍ଗି-ରାମଚନ୍ଦ୍ର ପାଙ୍ଗି

ମାଲକାନଗିରି- ଆଦିତ୍ୟ ମାଢି

All Right Reserved By

ରାଜ୍ୟ |

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ଅନନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। 

ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ

ଭୁବନେଶ୍ୱର, ୨୨ା୪(ବ୍ୟୁରୋ)- ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ସୋମବାର ଗିରଫ କରିଛି ପୋଲିସ।

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

କାମାକ୍ଷାନଗର,୨୨।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କ୍ୟାବିନ ଛାତରୁ ରବିବାର ବିଳମ୍ବିତ ରାତିରେ  ସିଲିଂ ଫ୍ୟାନ୍‌ଟି ଖସିପଡିଥିଲା। ଫଳରେ ସେହି କ୍ୟାବିନରେ ରହୁଥିବା ନବଜାତ ଶିଶୁକନ୍ୟା ସହ ତାଙ୍କ ମା’ ଓ ଜେଜେମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ ଅଫିସ, ୨୨।୪: ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର  ଜନୈକ ବିଧାୟକ ପ୍ରାର୍ଥୀଙ୍କ ଫାର୍ମ ହାଉସକୁ ରବିବାର ରାତିରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲା।

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, କେନ୍ଦ୍ରରୁ ନେତାମାନେ ସେମିତି ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ :  ଅନନ୍ତଙ୍କ ସମେତ ୨ ଆହତ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ : ଅନନ୍ତଙ୍କ ସମେତ ୨ ଆହତ

କଟକ ରୋଡ୍‌,୨୨।୪(ଡି.ଏନ୍‌.ଏ.)-ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି। 

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା। ରବିବାର ସବୁ ଜିଲାରେ ପାରଦ ୪୦ଡିଗ୍ରୀ ତଳକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଲୋକେ ତାତିରୁ ମୁକ୍ତି ପାଇଛନ୍ତି, କିନ୍ତୁ ସେପଟେ କାଳବୈଶାଖୀ ସମସ୍ତଙ୍କୁ ଡରାଇ ଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri