ଜୀବନଚର୍ଯ୍ୟା |

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସିର୍‌କା: ଏକ ପାତ୍ରରେ ସିର୍‌କା ସହ  ୧ଚାମଚ ମହୁ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ତୁଳା ବୁଡ଼ାଇ ଏହାକୁ ଭଲଭାବେ ଚିପୁଡ଼ି ଦିଅନ୍ତୁ। ଏହି ତୁଳା ସାହାଯ୍ୟରେ ଉଡେନ ବାସନକୁ ଭଲଭାବେ ରଗଡ଼ି ପୋଛିଦିଅନ୍ତୁ। ଏମିତି ୨-୩ଥର କରିବା ପରେ ବାସନରୁ ଦୁର୍ଗନ୍ଧ ଦୂରହୋଇଥାଏ। 

ଲୁଣ: ଏକ ବାଲ୍‌ଟି ଗରମପାଣି ନିଅନ୍ତୁ। ଏଥିରେ ୪-୫ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏବେ ଉଡେନ ବାସନକୁ ଭଲଭାବେ ବୁଡ଼ାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ବାସନକୁ କାଢ଼ି ଶୁଖିଲା କପଡ଼ାରେ ପୋଛିଦିଅନ୍ତୁ। 

ବେକିଂ ସୋଡ଼ା: ବେକିଂ ସୋଡ଼ା ସହ ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ ଲଗାଇ ବାସନକୁ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ବାସନକୁ ଗରମପାଣିରେ ସଫା କରିଦିଅନ୍ତୁ। 


All Right Reserved By

ଜୀବନଚର୍ଯ୍ୟା |

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ...

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। 

ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ଭୁବନେଶ୍ୱର,୨୨।୪(ବ୍ୟୁରୋ)-ଫ୍ୟାଶନର ପରିଭାଷା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏଥିରେ ପ୍ରତିଦିନ ନୂଆ ନୂଆ ଷ୍ଟାଇଲ୍‌ ଓ ଷ୍ଟେଟ୍‌ମେଣ୍ଟ ଦେଖିବାକୁ ମିଳୁଛି। ଆଗରୁ କେବଳ କଳା, ଧଳା ଓ ଗାଢ଼ ରଙ୍ଗର ମୋହରେ ଥିବା ଫ୍ୟାଶନ ଇଣ୍ଡଷ୍ଟ୍ରୀ ଏବେ ରଙ୍ଗ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଛି। 

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ...

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। 

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଗରମଦିନରେ ଥଣ୍ଡାପାଣି ସମସ୍ତଙ୍କର ପ୍ରିୟ ହୋଇଥାଏ। କିନ୍ତୁ ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ ସକାଳେ ଉଷୁମ ପାଣି ପିଇଥାନ୍ତି। କିନ୍ତୁ ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା...

ଥାଇରଏଡ୍‌ରେ ଆକ୍ରାନ୍ତ କି, ଖାଆନ୍ତୁ ନାହିଁ ଏପରି ଖାଦ୍ୟ?

ଥାଇରଏଡ୍‌ରେ ଆକ୍ରାନ୍ତ କି, ଖାଆନ୍ତୁ ନାହିଁ ଏପରି ଖାଦ୍ୟ?

ଆଜିକାଲି ସମୟରେ ଥାଇରଏଡ୍‌ ସମସ୍ୟା ଦେଖାଦେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ହାଇପୋଥାଇରୋଏଡ୍‌ ହେବା ପରେ ରୋଗୀର ଓଜନ ବୃଦ୍ଧି ଅଚାନକ ବୃଦ୍ଧି ପାଇବାକୁ ଲାଗିଥାଏ। ଅ

କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ସକାଳେ ନିତ୍ୟକର୍ମ ସାରି ଡାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟରଲସ୍ତର କମାଏ। 

ଖରାଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ..

ଖରାଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ..

ଖରାଦିନେ ଉତ୍ତପ୍ତ ସୂର୍ଯ୍ୟକିରଣରୁ ତ୍ୱଚାକୁ ରକ୍ଷା କରିବା ସଙ୍ଗେସଙ୍ଗେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ। ଖାସ୍‌ କରି ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଖୁବ୍‌ ରହିଥାଏ।

ଡରକୁ ଦୂରେଇବା ଲାଗି କଣ କରିବେ..

ଡରକୁ ଦୂରେଇବା ଲାଗି କଣ କରିବେ..

ଡରର ସାମ୍ନା କରିବା ଶିଖନ୍ତୁ। ଯେଉଁ ପରିସ୍ଥିତି ବା ସମୟ ଆପଣଙ୍କୁ ଭୟଭିତ କରାଉଛି ସେହି ସମୟକୁ ସାହସର ସହ ସାମ୍ନା କରନ୍ତୁ।

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। 

ଖରାଦିନେ କାହିଁକି ଖାଇବେ ପଖାଳ...

ଖରାଦିନେ କାହିଁକି ଖାଇବେ ପଖାଳ...

‘ପଖାଳ’ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଗତ ଦିନମାନଙ୍କରେ ଏହା ଗରିବ ପରିବାରର ଅଙ୍ଗ ଥିବା ବେଳେ ଏବେ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ଲୋକପ୍ରିୟ ଖାଦ୍ୟ ଭାବେ ପରିଗଣିତ ହେଲାଣି।

ରାସ୍ତାକଡ଼ର ଏହି ମିଠାକୁ ଖାଇବାକୁ ଅଟକେ ମୁକେଶ ଅମ୍ବାନୀଙ୍କ ଗାଡ଼ି

ରାସ୍ତାକଡ଼ର ଏହି ମିଠାକୁ ଖାଇବାକୁ ଅଟକେ ମୁକେଶ ଅମ୍ବାନୀଙ୍କ ଗାଡ଼ି

ଭାରତର ସବୁଠୁ ଧନୀ ବ୍ୟକ୍ତି ତାଲିକା ଶୀର୍ଷରେ ରହିଛନ୍ତି ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ। ଜଣେ ଏତେ ବଡ଼ ବ୍ୟବସାୟୀ ତଥା ଧନୀ ବ୍ୟକ୍ତିଙ୍କ ଜୀବନଶୈଳୀ, ଖାଦ୍ୟପେୟ ରୁଚି କ’ଣ ହୋଇଥାଇପାରେ ଜାଣିବା ଲାଗି ଅନେକେଙ୍କ ଉତ୍କଣ୍ଠା ଥାଏ।

ହନୁମାନଙ୍କ କେଉଁ ଫଟୋ ଘରେ ଲଗାଇଲେ ଲାଗି ରହେ ଅଶାନ୍ତି, କେଉଁଟି ଲଗାଇଲେ ଶୁଭ..

ହନୁମାନଙ୍କ କେଉଁ ଫଟୋ ଘରେ ଲଗାଇଲେ ଲାଗି ରହେ ଅଶାନ୍ତି, କେଉଁଟି ଲଗାଇଲେ ଶୁଭ..

ପ୍ରଭୁ ଶ୍ରୀହନୁମାନଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ। ତାଙ୍କୁ ପୂଜା କରିବା ଦ୍ୱାରା ମନର ଭୟ, ଦୁଃଖ କଷ୍ଟ ଦୂର ହୋଇଥାଏ। ତେବେ ଅନେକେ ପ୍ରଭୁ ହନୁମାନଙ୍କ ଫଟୋଚିତ୍ର ଘରେ ରଖି ପୂଜା କରିଥାନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri