ଜୀବନଚର୍ଯ୍ୟା |

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। ଦରଫୁଟା ଭାତର ଉତୁରା ପେଜରେ ଚାମଚେ ଅମୃତଭଣ୍ଡା କ୍ଷୀର ମିଶାଇ ପିଇଲେ ରକ୍ତାର୍ଶ, ଅଗ୍ନିମାନ୍ଦ୍ୟ ଓ କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂରହୋଇଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏକ କପ ଉଷୁମ ପାଣିରେ ଏହାକୁ ପିଇଲେ ସ୍ତ୍ରୀମାନଙ୍କର କ୍ଷୀର ବୃଦ୍ଧି ପାଏ। ଅମୃତଭଣ୍ଡା ସିଝା ପ୍ରତିଦିନ ଖାଇଲେ ଶୂଳରୋଗରୁ ରୋଗୀ ମୁକ୍ତି ମିଳେ । ଏହାର ପତ୍ରକୁ ବାଟି ତାୱାରେ ଗରମ କରି ଉଷୁମ ଥିବା ଅବସ୍ଥାରେ ବାଗି ଉପରେ ଲେପନ କଲେ ଅତି ଶୀଘ୍ର ବାଗି ବସିଯାଏ। ଅମୃତଭଣ୍ଡା ପତ୍ରରେ ଜଡ଼ାତେଲ ଲଗାଇ ରଡ଼ନିଆଁରେ ଗରମ କରି ଉଷୁମ ଥିବା ଅବସ୍ଥାରେ ଶୋଥ ଓ ବେଦନାଯୁକ୍ତ ଅଙ୍ଗରେ ବାନ୍ଧିଲେ ଆରାମ ମିଳେ। ଅମୃତଭଣ୍ଡା ଫୁଲକୁ ବାଟି ବ୍ରଣ ଉପରେ ଦେଲେ ବ୍ରଣରୁ ମିଳିଥାଏ ମୁକ୍ତି। ଏହାର କ୍ଷୀର ଯାଦୁ, ବିଇଞ୍ଚତ୍ ଘା, କୁଣ୍ଡିଆରେ ଲଗାଇଲେ ଏସବୁ ଚର୍ମ ରୋଗ ଭଲ ହୁଏ। ଏପରିକି ଉପଦଂଶ ବ୍ରଣ ମଧ୍ୟ ଭଲ ହୋଇଥାଏ ବୋଲି ଚିକିତ୍ସକ ସୂଚିତ କରିଥାନ୍ତି। ଭୋଜନ ପୂର୍ବରୁ ୨ ଚାମଚ ଅମୃତଭଣ୍ଡା କ୍ଷୀର ସହିତ ଏକ ଚାମଚ ଚିନି ମିଶାଇ ପ୍ରତିଦିନ ସେବନ କଲେ କ୍ଷୁଧା ବୃଦ୍ଧି ପାଏ। କିଛି ଦିନ ଏହାକୁ ସେବନ କଲେ ପ୍ଲୀହା ଓ ଯକୃତ ବୃଦ୍ଧି ମଧ୍ୟ ନିବାରିତ ହୋଇଥାଏ।

All Right Reserved By

ଜୀବନଚର୍ଯ୍ୟା |

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...

କୁକିଂ ଟିପ୍ସ...

କୁକିଂ ଟିପ୍ସ...

ଭାତ ପ୍ରସ୍ତୁତ କଲାବେଳେ ପେଯ ବା ମଣ୍ଡରେ ଲେମ୍ବୁ ପାଣି ମିଶାଇ କେଶରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। କେଶ କୋମଳ ହେବା ସହ ଚମକ ବି ଆସିବ।

ମନି ମ୍ୟାନେଜ୍‌ମେଣ୍ଟ୍‌

ମନି ମ୍ୟାନେଜ୍‌ମେଣ୍ଟ୍‌

ବର୍ତ୍ତମାନ ସମୟରେ କର୍ମଜୀବୀ ଦମ୍ପତିଙ୍କୁ ମନି ମ୍ୟାନେଜ୍‌ମେଣ୍ଟ୍‌ କରିବା ଏତେ ସହଜ ନୁହେଁ। କାରଣ ଖର୍ଚ୍ଚ ଉପରେ ଠିକ୍‌ ଭାବରେ ନଜର ରଖିବା ସହ ଅଯଥା ଖର୍ଚ୍ଚରେ ଲଗାମ ଦେବାକୁ ପଡ଼ିଥାଏ। ତେବେ ଏହି ମନି ମ୍ୟାନେଜମେଣ୍ଟ କିପରି କରିବେ ଜାଣନ୍ତୁ ସେ ସମ୍ପର୍କରେ...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ।

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri