ଜୀବନଚର୍ଯ୍ୟା |

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଝିଅମାନେ ସବୁବେଳେ ଚାହିଁଥାନ୍ତି କେମିତି ତାଙ୍କ ତ୍ୱଚା ଗ୍ଲୋ କରୁ। ଖାସ୍‌ ଏଥିପାଇଁ ଭଲ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଉତ୍ତମ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତ୍ୱଚାର ଯତ୍ନ ନେବା ପାଇଁ ଶାଓ୍ବାରଠାରୁ ଆଉ ଭଲ କିଛି ଉପାୟ ନାହିଁ। ସ୍କିନ୍‌ ଆଣ୍ଡ ବ୍ୟୁଟି ବିଶେଷଜ୍ଞ ବିଶାଲ ମୁଦ୍‌ଗିଲ୍‌ କୁହନ୍ତି ଯଦି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଶାଓ୍ବାରରେ ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।

 

ରାତିରେ ଶୋଇବା ପୂର୍ବରୁ ମେକଅପ୍‌ ଛଡ଼ାଇବା ପାଇଁ ଶାଓ୍ବାରକୁ ଧୀରେ ଖୋଲି ଅଳ୍ପ ଅଳ୍ପ ପାଣିରେ ମୁହଁ ଧୋଇଲେ ତ୍ୱଚାର ଭିତର ସଫା ହୋଇଯିବ। ପରେ ନାଇଟ୍‌ କ୍ରିମ ଲଗାଇ ଶୋଇପଡ଼ନ୍ତୁ। ତ୍ୱଚା ଚମକିବ।


ଯଦି ଶୁଷ୍କ ତ୍ୱଚା ହୋଇଥାଏ ତେବେ ଏଲୋଭେରା କ୍ରିମ କିମ୍ବା ଭିଟାମିନ ‘ବି୫’ଯୁକ୍ତ କ୍ରିମ ବ୍ୟବହାର କରନ୍ତୁ। ଯାହା ତ୍ୱଚା ପାଇଁ ବହୁତ ଭଲ। 


ଝାଳ ଏବଂ ସନ୍‌ ସ୍କ୍ରିନ ଦୂର କରିବାକୁ ସାବୁନ ଲଗାଇ ଶାଓ୍ବାରରେ ଗାଧାନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ହେବା ସହ ଗ୍ଲୋ ଥାଏ।


ଶାଓ୍ବାରରେ ଗାଧୋଇ ସାରିବା ପରେ ମଏଶ୍ଚରାଇଜର ଲଗାଇଲେ ତ୍ୱଚାର ହାଇଡ୍ରେସନ ବଢ଼ି ଯାଇଥାଏ। ଯଦି ମଏଶ୍ଚରାଇଜର ଲଗାଇବା ବିଳମ୍ବ କରିଦିଇନ୍ତି ତେବେ ତ୍ୱଚାରୁ ଜଳୀୟ ଅଂଶ କମିଯାଏ। ଫଳରେ ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବେ। 

All Right Reserved By

ଜୀବନଚର୍ଯ୍ୟା |

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...

କୁକିଂ ଟିପ୍ସ...

କୁକିଂ ଟିପ୍ସ...

ଭାତ ପ୍ରସ୍ତୁତ କଲାବେଳେ ପେଯ ବା ମଣ୍ଡରେ ଲେମ୍ବୁ ପାଣି ମିଶାଇ କେଶରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। କେଶ କୋମଳ ହେବା ସହ ଚମକ ବି ଆସିବ।

ମନି ମ୍ୟାନେଜ୍‌ମେଣ୍ଟ୍‌

ମନି ମ୍ୟାନେଜ୍‌ମେଣ୍ଟ୍‌

ବର୍ତ୍ତମାନ ସମୟରେ କର୍ମଜୀବୀ ଦମ୍ପତିଙ୍କୁ ମନି ମ୍ୟାନେଜ୍‌ମେଣ୍ଟ୍‌ କରିବା ଏତେ ସହଜ ନୁହେଁ। କାରଣ ଖର୍ଚ୍ଚ ଉପରେ ଠିକ୍‌ ଭାବରେ ନଜର ରଖିବା ସହ ଅଯଥା ଖର୍ଚ୍ଚରେ ଲଗାମ ଦେବାକୁ ପଡ଼ିଥାଏ। ତେବେ ଏହି ମନି ମ୍ୟାନେଜମେଣ୍ଟ କିପରି କରିବେ ଜାଣନ୍ତୁ ସେ ସମ୍ପର୍କରେ...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ।

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri